ଜନ୍ମଦିନରେ ‘ମହାରେକର୍ଡ’ କଲେ ବିରାଟ କୋହାଲି
କୋଲକାତା,୫।୧୧: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନ୍ମଦିନରେ ‘ମହାରେକର୍ଡ’ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ବିଶ୍ୱକପ୍ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ କୋହଲି ୪୯ ତମ ଶତକ ହାସଲ କରିଛନ୍ତି। ୪୫୨…
ଇଂଲଣ୍ଡ ବିପକ୍ଷରେ ଶୂନରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଲେ ବିରାଟ, ରାଗରେ ସୋଫାକୁ ପିଟିଲେ, ଦେଖନ୍ତୁ ଭିଡିଓ
ଲକ୍ଷ୍ନୌ,୨୯।୧୦ : ଦିନିକିଆ ବିଶ୍ୱକପରେ ରବିବାର ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ବାହାରଟା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି। ଅଧିନାୟକ ରୋହିତ ଶର୍ମା, ଉପ-ଅଧିନାୟକ କେଏଲ. ରାହୁଲ ଏବଂ ବ୍ୟତୀତ ଅନ୍ୟକେହି ବ୍ୟାଟର ଇଂଲଣ୍ଡ ବୋଲରଙ୍କ ସାମ୍ନା…
ଇଂଲଣ୍ଡ ବିପକ୍ଷରେ ବୋଲିଂ କରିବେ କି କୋହଲି !
ଲକ୍ଷ୍ନୌ,୨୭।୧୦: ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର ପ୍ରଥମ ୫ ମ୍ୟାଚ୍ରେ ବିଜେତା ହୋଇଛି ଟିମ୍ ଇଣ୍ଡିଆ। ରବିବାର ଦଳ ଇଂଲଣ୍ଡ ବିପକ୍ଷରେ ଏହାର ୬ଷ୍ଠ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍ ଲକ୍ଷ୍ନୌରେ ଅଭ୍ୟାସ କରିଛି, ଯେଉଁଥିରେ ଏକ…
ଜିଭରେ ବିରାଟ କୋହଲିଙ୍କ ଛବି ଆଙ୍କିଲେ ବ୍ୟକ୍ତି, ଭାଇରାଲ ହେଉଛି ଭିଡିଓ…
ସମସ୍ତେ ନିଜ ପସନ୍ଦର କ୍ରିକେଟରଙ୍କୁ ଫଲୋ କରନ୍ତି। କିନ୍ତୁ ବେଳେବେଳେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ପାଇଁ ଏପରି କିଛି କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ କଳାକାର ତାଙ୍କ…
ରେକର୍ଡ ବର୍ଷା କଲେ ବିରାଟ କୋହଲି
ପୁନେ,୨୦।୧୨: ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବିଶ୍ୱକପ୍ର ୧୭ତମ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ଦଳ ମୁହାଁମୁହିଁ ହୋଇଥିଲେ। ଟିମ ଇଣ୍ଡିଆ ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରି ଏହାକୁ ୭ ଉଇକେଟରେ ପରାସ୍ତ କରିଛି। ଭେଟେରାନ ବ୍ୟାଟ୍ସମ୍ୟାନ…
ଇତିହାସ ରଚିଲେ ବିରାଟ କୋହଲି! ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ
ପୁଣେ, ୧୯।୧୦: ଭାରତୀୟ କ୍ରିକେଟର ମାଇଲଷ୍ଟୋନ ମ୍ୟାନ୍ ବିରାଟ କୋହଲି। ଗୁରୁବାର ସେ ନିଜ ନାମରେ ଆଉ ଏକ ରେକର୍ଡ କରିଛନ୍ତି। ଏହା ସହ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି କୋହଲି। ଦ୍ରୁତତମ ଖେଳାଳି…
ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ମିଳିଥିଲା ଏହି ଖାସ୍ ଉପହାର: ଭାବୁକ ହୋଇପଡିଲେ କୋହଲି
ଲଣ୍ଡନ,୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ହାଇଭୋଲ୍ଟେଜ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏକ ଖାସ୍ ଉପହାର ମିଳିଥିଲା। ସେହି ଉପହାରଟି ଭାରତରୁ…
ବିରାଟଙ୍କୁ ସମ୍ରାଟ ଭାବେ ସଜେଇଲା ଆଇସିସି
ନୂଆଦିଲ୍ଲୀ, ୬।୬:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଏକ ନିଆରା ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଇଂଲଣ୍ଡରେ ବିଶ୍ୱକପ୍ ଚାଲିଥିବାବେଳେ ବିରାଟଙ୍କୁ ଅନ୍ତର୍ଜାତୀୟ ପ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ସ୍ଥାନ ଦେଇଛି। ବିରାଟଙ୍କୁ ସମ୍ରାଟ ଭାବରେ…
Archives


