Tag Archives: Sports News

ଶୁଭମନ ଗିଲ ନୁହନ୍ତି, ଏହି ଯୁବକଙ୍କୁ ଡେଟ୍‌ କରୁଛନ୍ତି ସାରା ତେନ୍ଦୁଲକର ! ଜାଣନ୍ତୁ ନାମ…

ନୂଆଦିଲ୍ଲୀ,୨୨।୧୧: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ନିଜର ଲଭ୍‌ ଲାଇଫ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ସେ ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ଡେଟ୍‌ କରୁଥିବା କୁହାଯାଉଥିବା ବେଳେ ଏବେ ଆଉ ଜଣେ ଯୁବକଙ୍କ ନାମ ସାମ୍ନାକୁ ଆସିଛି।…

ଓ୍ବାର୍ନର କଲେ ବଡ଼ ଖୁଲାସା: ଏହି ଗୋଟିଏ ନିଷ୍ପତ୍ତି ବଦଳାଇଦେଇଥିଲା ଅଷ୍ଟ୍ରେଲିଆ ଟିମ୍‌ର ଭାଗ୍ୟ

ନୂଆଦିଲ୍ଲୀ,୨୧।୧୧: ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଉଥିଲେ। ଏଣୁ ତାଙ୍କ ନିଷ୍ପତ୍ତି ବିରୋଧି…

ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ: ମୁଖ୍ୟ କୋଚ୍‌ ଦୌଡ଼ରେ ଆଗରେ ଅଛନ୍ତି ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୨୧।୧୧: ଭାରତର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମୟରେ ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଦଳ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଏଥିରେ ପରାଜୟ ସହ ଦ୍ରାବିଡଙ୍କ…

ରୋହିତଙ୍କ ରଣହୁଙ୍କାର,ଫାଇନାଲ ପୂର୍ବରୁ ରଣନୀତି ନେଇ କହିଲେ ଏଭଳି…

ଅହମ୍ମଦାବାଦ,୧୮।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌କୁ ନେଇ ରଣହୁଙ୍କାର ଭରିଛନ୍ତି ଅଧିନାୟକ ରୋହିତ ଶର୍ମା। ଏଯାବତ ଦଳ ଯେଉଁଭଳି କ୍ରିକେଟ ଖେଳି ଆସିଛି ସେହିଭଳି ଫାଇନାଲରେ ମଧ୍ୟ ଖେଳିବ ବୋଲି ସେ କହିଛନ୍ତି। ମ୍ୟାଚ୍‌ ପୂର୍ବରୁ…

ଭାରତ ବିଶ୍ୱକପ୍‌ ଚାମ୍ପିୟନ ହେଲେ ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବ ଏହି ଷ୍ଟାଟଅପ୍‌ କମ୍ପାନୀ, ଚମକାଇଲା ଘୋଷଣା

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍‌ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଷ୍ଟାଟଅପ୍‌ କମ୍ପାନୀ ‘ଆଷ୍ଟ୍ରୋଟକ୍‌’ର ପ୍ରତିଷ୍ଠାତା ଏବଂ ସିଇଓ…

‘ଶାମି ଜଣେ ଭଲ ବୋଲର୍‌ ସତ, ହେଲେ ସେତିକି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି…’

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ବୋଲର ମହମ୍ମଦ ଶାମି ଜବରଦସ୍ତ ଫର୍ମରେ ଅଛନ୍ତି। ଏଯାବତ ସେ ୨୩ ଉଇକେଟ ନେଇସାରିଛନ୍ତି। ଗୋଟିଏ ପଟେ ସେ ଅନେକ ରେକର୍ଡ ନିଜ ନାମରେ କରୁଥିବା ବେଳେ ଅପରପକ୍ଷେ ସ୍ତ୍ରୀ ହସିନ ଜହାଁ ତାଙ୍କୁ କଟାକ୍ଷ…

ଶାମିଙ୍କୁ ନେଇ ଭୟରେ ଅଛନ୍ତି ଅଷ୍ଟ୍ରେଲିୟ ଅଧିନାୟକ, ଫାଇନାଲ ପୂର୍ବରୁ ଖେଳାଳିଙ୍କୁ କରାଇଲେ ସତର୍କ…

ଅହମ୍ମଦାବାଦ,୧୮।୧୧: ବିଶ୍ୱକପ୍‌ ୨୦୨୩ର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଟିମ୍‌ର ଖେଳାଳିମାନେ ଫର୍ମରେ ଥିବାରୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଖବରଦାତା ସମ୍ମିଳନୀରେ ଦଳର ପ୍ରସ୍ତୁତି…

ବାପା ହେଲେ ‘ଦ ଗ୍ରେଟ୍‌ ଖଲି’

ନୂଆଦିଲ୍ଲୀ,୧୮।୧୧: ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦିଲୀପ ସିଂହ ରାଣା ଓରଫ ‘ଦ ଗ୍ରେଟ୍‌ ଖଲି’ ବାପା ହୋଇଛନ୍ତି। ତାଙ୍କ ଘରକୁ କୁନି ରାଜକୁମାର ଆସିଛନ୍ତି। ସୋସିଆଲ ମିଡିଆରେ ଖଲି ଶେୟାର କରିଥିବା ଏକ ରିଲ୍‌ରେ ପୁଅକୁ କଙ୍ଗାରୁ କେୟାର ଦେଉଥିବା ଦେଖାଯାଇଛି। ଖୁସିଖବର…

ବିଶ୍ୱକପ୍‌ ଫାଇନାଲ ଲାଗି ଅମ୍ପାୟାରଙ୍କ ନାମ ଘୋଷଣା କଲା ଆଇସିସି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଅହମ୍ମଦାବାଦ, ୧୭।୧୧: ୪୬ ଦିନ, ୪୮ ମ୍ୟାଚ୍‌ ଏବଂ ୧୦ ଟିମ୍‌। ବିଶ୍ୱକପ୍‌ ୨୦୨୩ ଏବେ ଅନ୍ତିମ ପର୍ଯ୍ୟାୟରେ ପାଦ ଥାପିଛି। ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମୁକାବିଲା ଲାଗି ଆଇସିସି ପକ୍ଷରୁ…

‘ଭାରତୀୟ ଟିମ୍‌ର ସେଭଳି କିଛି ଦୁର୍ବଳତା ନାହିଁ, ତଥାପି ଆମେ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍‌ ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଦଳ ଏଥିଲାଗି ପ୍ରସ୍ତୁତି ଶେଷ କରିଥିବା ବେଳେ ଶୁକ୍ରବାର ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହେଜଲଉଡ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଖେଳିଥିବା ସିରିଜକୁ ମନେପକାଇ ସେ କହିଛନ୍ତି, ଆମେ…

ମୁଁ ଖେଳାଳି ନୁହେଁ, ପିଚ୍‌ ଦେଖି ବୋଲିଂ କରେ: ମହମ୍ମଦ ଶାମି

ଅହମ୍ମଦାବାଦ,୧୭।୧୧: ନିଜର ଘାତକ ବୋଲିଂକୁ ନେଇ ବିଶ୍ୱକପ୍‌ରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ଶାମି। ଚାପରେ ଥିବା ସତ୍ତ୍ୱେ ସେମିଫାଇନାଲ ମୁକାବିଲାରେ ୭ ଉଇକେଟ ନେଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ। ଅନେକେ ତାଙ୍କ…

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲା ହାର୍ଦ୍ଦିକଙ୍କ ଆଘାତ ସମସ୍ୟା; ବିଶ୍ୱକପ୍‌ ପରେ…

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍‌ ୨୦୨୩ରେ ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଆହତ ହୋଇଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଆଘାତ ଗମ୍ଭୀର ଥିବାରୁ ଏବେ ସେ ଫିଟ୍‌ ହେବାକୁ ସମୟ ଲାଗିପାରେ। ପ୍ରଥମେ ସେ ବିଶ୍ୱକପ୍‌ ପରେ ଅଷ୍ଟ୍ରେଲିଆ ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?