ଶ୍ରୀଲଙ୍କା ଏମ୍ପି କହିଲେ- ଆଇସିସିକୁ ଚଳାଉଛି ବିସିସିଆଇ, ଭାରତ ବିପକ୍ଷ ମୁକାବିଲାର ଯାଞ୍ଚ ହେଉ
ନୂଆଦିଲ୍ଲୀ,୯।୧୧: ବିଶ୍ୱକପ୍ର ୩୩ତମ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ମୁମ୍ବାଇରେ ଖେଳାଯାଇଥିବା ଏହି ମୁକାବିଲାରେ ଟିମ୍ ଇଣ୍ଡିଆ ୩୦୨ରନ୍ରେ ବିଜେତା ହୋଇ ଥିଲା। ମ୍ୟାଚ୍ରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ହେଲେ ଏବେ ଏହି ମ୍ୟାଚ୍କୁ…
ସଚିନ ତେନ୍ଦୁଲକରଙ୍କୁ ନିଜ ଶତକୀୟ ଇନିଂସର ଶ୍ରେୟ ଦେଲେ ଆଫଗାନିସ୍ତାନର ଏହି ବ୍ୟାଟ୍ସମ୍ୟାନ୍
ମୁମ୍ବାଇ,୧୧।୭: ଆଫଗାନିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ଇବ୍ରାହିମ୍ ଜାଦ୍ରାନ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଇତିହାସ ରଚିଛନ୍ତି। ସେ ବିଶ୍ୱକପ୍ ଇତିହାସରେ ଶତକ ମାରିଥିବା ପ୍ରଥମ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ପାଲଟିଛନ୍ତି। ସେ ୧୪୩ ବଲରେ ଅପରାଜିତ ୧୨୯ ରନ୍ର ଇନିଂସ ଖେଳିଥିଲେ। ଏହି…
ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରି ଇତିହାସ ରଚିଲେ ଏହି ବ୍ୟାଟ୍ସମ୍ୟାନ୍
ମୁମ୍ବାଇ,୭।୧୧: କ୍ରିକେଟ ବିଶ୍ୱକପ୍ ୨୦୨୩ରେ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ଇବ୍ରାହିମ୍ ଜାଦ୍ରାନ୍ ଇତିହାସ ରଚିଛନ୍ତି। ସେ ୧୨୧ ବଲ୍ରେ ନିଜ ଶତକ ପୂରଣ କରିଛନ୍ତି। ତେବେ ଏଭଳି କରି ସେ ବିଶ୍ୱକପ୍ ଇତିହାସରେ ଆଫଗାନିସ୍ତାନ ପକ୍ଷରୁ ଶତକ…
ଥମୁନି ବିଶ୍ୱକପ୍ର ‘ଟାଇମ୍ ଆଉଟ୍’ ବିବାଦ: ସାକ୍ଷ୍ୟ ଦେଲେ ମାଥ୍ୟୁସ, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠାଇଲେ ପ୍ରଶ୍ନ…
ନୂଆଦିଲ୍ଲୀ,୭।୧୧: ଥମିବାର ନାଁ ନେଉନାହିଁ ବିଶ୍ୱକପ୍ ୨୦୨୩ର ଟାଇମ୍ ଆଉଟ୍ ବିବାଦ। ବାଲାଂଦେଶ ବିପକ୍ଷରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ଏହାକୁ ନେଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ଏହି ପ୍ରସଙ୍ଗରେ ମାଥ୍ୟୁସ ପ୍ରଥମେ ଅସନ୍ତୋଷ…
ଅନୁଷ୍କାଙ୍କ ପୂର୍ବରୁ ଏସବୁ ସୁନ୍ଦରୀଙ୍କ ପ୍ରେମରେ ପଡ଼ିଥିଲେ ବିରାଟ କୋହଲି, ତାଲିକା ବେଶ ଲମ୍ବା…
ଏକାଧିକ ସୁନ୍ଦରୀଙ୍କୁ ଡେଟ୍ କରିବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜୀବନସାଥୀ ଭାବେ ବାଛିଥିଲେ ବିରାଟ କୋହଲି। ଏବେ ଦୁହେଁ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। କୋହଲି କନ୍ୟା ସନ୍ତାନର ପିତା ଥିବା ବେଳେ ଏବେ ଅନୁଷ୍କା ଦ୍ୱିତୀୟ ଥର…
‘ଭାରତ ଏକ କ୍ରୁର କ୍ରିକେଟ ଟିମ୍ ପାଲଟିଗଲାଣି’
ନୂଆଦିଲ୍ଲୀ,୩।୧୧: ଓ୍ବାଙ୍ଖଡେର ଐତିହାସିକ ମଇଦାନରେ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ବୋଲିଂ ଭାରତୀୟ ବୋଲରମାନେ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ପେସ୍ ବୋଲରଙ୍କ ପ୍ରଶଂସା କରିଛନ୍ତି। ଭାରତ ଏକ କ୍ରୁର ଟିମ୍ ପାଲଟି…
୯ ବର୍ଷ ପରେ ଟି୨୦ ବିଶ୍ୱକପ୍ ଲାଗି ଯୋଗ୍ୟତା ଅର୍ଜନ କଲା ନେପାଳ
ନୂଆଦିଲ୍ଲୀ,୩।୧୧: ନେପାଳ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ଲାଗି ପୁଣିଥରେ ଯୋଗ୍ୟତା ହାସଲ କରିଛି। ଟିମ୍ ଦୀର୍ଘ ୯ ବର୍ଷ ପରେ ବିଶ୍ୱକପ୍ରେ ଖେଳୁଥିବା ନଜର ଆସିବ। ଏହାପୂର୍ବରୁ ନେପାଳ ଟିମ୍ ୨୦୧୪ରେ ବିଶ୍ୱକପ୍ ଲାଗି କ୍ୱାଲିଫାଏ କରିଥିଲା। ହେଲେ ସେଥିରେ…
ରୋହିତଙ୍କ ଲାଗି ନିରବି ଗଲେ ଦର୍ଶକ, ସ୍ତବ୍ଧ ହୋଇଗଲେ ସ୍ତ୍ରୀ ରିତିକା
ମୁମ୍ବାଇ, ୨।୧୧: ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ମଇଦାନକୁ ଓହ୍ଲାଇଛି। ସେମିଫାଇନାଲ ଟିକେଟ ଲାଗି ମ୍ୟାଚ୍ର ଗୁରୁତ୍ୱ ଅଧିକ ରହିଥିବା ବେଳେ ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା। କାରଣ ଫର୍ମରେ ଥିବା ରୋହିତ ଦୁଇଟି ବଲ୍…
ଓ୍ବାଙ୍ଖଡେ ଷ୍ଟାଡିୟମରେ ସ୍ଥାପନ ହେଲା ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂର୍ତ୍ତି
ମୁମ୍ବାଇ,୧।୧୧: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଲାଗି ୧ ନଭେମ୍ବର ୨୦୨୩ ସ୍ମରଣୀୟ ହୋଇ ରହିବ। କାରଣ ଯେଉଁ ମଇଦାନରେ ସେ ୧୦ ବର୍ଷ ପୂର୍ବେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଅନ୍ତିମ ମ୍ୟାଚ୍ ଖେଳିଥିଲେ, ସେହି ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କର…
୧୦ହଜାରରୁ ଅଧିକ ରନ୍ କରିଥିବା ଏହି ବ୍ୟାଟ୍ସମ୍ୟାନ୍ ହେବେ ଆୟର୍ଲାଣ୍ଡର ନୂଆ ଅଧିନାୟକ
ଡବଲିନ,୩୧।୧୦: ସୀମିତ ଓଭର କ୍ରିକେଟରେ ଆୟର୍ଲାଣ୍ଡ ଅଧିନାୟକ ପରିର୍ତ୍ତନ କରିଛି। ଦଳ ପଲ୍ ଷ୍ଟର୍ଲିଂଙ୍କୁ ନୂତନ ଅଧିନାୟକ ଭାବେ ଦାୟିତ୍ୱ ଦେଇଛି। ଆଗାମୀ ୪ ବର୍ଷରେ ଖେଳାଯିବାକୁ ଥିବା ୨ଟି ଟି୨୦ ବିଶ୍ୱକପ୍ ଏବଂ ଗୋଟିଏ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖଇ…
ଋଷଭ ପନ୍ତଙ୍କୁ ନେଇ ବଡ଼ ଅପ୍ଡେଟ୍: ଏହି ସିରିଜରୁ…
ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମ୍ର ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଖୁବ୍ଶୀଘ୍ର ମଇଦାନକୁ ଫେରିପାରନ୍ତି। ଏବେ ତାଙ୍କ ଫିଟ୍ନେସକୁ ନେଇ ବଡ ଅପ୍ଡେଟ୍ ସାମ୍ନାକୁ ଆସିଛି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ)ରେ ଅଭ୍ୟାସ କରୁଥିବା ବେଳେ ଚଳିତ ବର୍ଷ ଶେଷ…
ବ୍ୟାଟ୍ରେ ‘ଓମ୍’ ଚିହ୍ନ, ପାକିସ୍ତାନକୁ ହରାଇବା ପରେ ଲେଖିଲେ ‘ଜୟ ଶ୍ରୀ ହନୁମାନ’; ଜାଣନ୍ତୁ ଭାରତ ସହ ସମ୍ପର୍କ ରଖିଥିବା କେଶବ ମହାରାଜ କିଏ…
ନୂଆଦିଲ୍ଲୀ,୨୯।୧୦: କ୍ରିକେଟ ବିଶ୍ୱକପ୍ ୨୦୨୩ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ଏକ ରୋମାଞ୍ଚକର ମ୍ୟାଚ୍ରେ ପାକିସ୍ତାନକୁ ପରାଜିତ କରିଥିଲା। ଏହି ମ୍ୟାଚ୍ରେ ଆଫ୍ରିକାର ବିଜୟର ହିରୋ ପାଲଟିଥିଲେ କେଶବ ମହାରାଜ। ସେ ଶେଷ ପର୍ଯ୍ୟନ୍ତ ମଇଦାନରେ ରହି ଟାର୍ଗେଟ ପୂରଣ କରିବାରେ ନିଜର…

