Tag Archives: Sports News

ଆଇପିଏଲ୍‌ ୨୦୨୪ରେ ପାଣ୍ଡ୍ୟା ହୋଇପାରନ୍ତି ମୁମ୍ବାଇ ଅଧିନାୟକ ! ଅଶ୍ୱିନ କହିଲେ- ସହଜରେ ଗ୍ରହଣ କରିନେବେ ରୋହିତ

ଚେନ୍ନାଇ,୧।୧୨: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ପୂର୍ବ ଦୁଇ ସଂସ୍କରଣରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ବେଳେ ଏବେ ସେ ମୁମ୍ବାଇର ନେତୃତ୍ୱ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ…

ରିଲିଜ କରିଥିଲା ଗୁଜରାଟ ଟାଇଟନ୍ସ, ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ଶତକ ମାରି ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର

ବମ୍ବେ: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ଗୁଜରାଟ ଟାଇଟନ୍ସରୁ ରିଲିଜ କରାଯାଇଥିବା ଉର୍ଭିଲ ପଟେଲ। ଟୁର୍ନାମେଣ୍ଟରେ ମାତ୍ର ୪୧ ବଲରେ ଶତକ ମାରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଦ୍ୱିତୀୟ…

ରାଜସ୍ଥାନ ରୟାଲ୍ସକୁ ଝଟ୍‌କା: ଷ୍ଟୋକ୍ସଙ୍କ ପରେ ଏବେ ଆଇପିଏଲ୍‌ରୁ ହଟିଲେ…

ନୂଆଦିଲ୍ଲୀ,୨୬।୧୧: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) ୨୦୨୪ ଅକ୍ସନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ଜୋ ରୁଟ୍‌ ଆସନ୍ତା ବର୍ଷ ଟୁର୍ନାମେଣ୍ଟରେ ଭାଗ ନେବାକୁ ମନା କରିଛନ୍ତି। ସେ ଅକ୍ସନ ଲାଗି ରିଟେନ୍‌ସନ ତାଲିକା…

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଝଟ୍‌କା। ଷ୍ଟାର ବୋଲର୍‌ ଉମରାନ ମଲିକ ଆହତ ହୋଇଛନ୍ତି। ସେ ଶେଷଥର ଲାଗି ଜୁଲାଇ ୨୦୨୩ରେ ଭାରତ ପକ୍ଷରୁ ଖେଳିଥିଲେ। ତେବେ ଦକ୍ଷିଣ ଆଫ୍ରିକା ପିଚ୍‌…

ବିବାହ ବନ୍ଧନରେ ଟିମ୍‌ ଇଣ୍ଡିଆର ଏହି ଦ୍ରୁତ ବୋଲର୍‌, ପ୍ରେମିକାଙ୍କ ଧରିଲେ ହାତ…

ନୂଆଦିଲ୍ଲୀ,୨୫।୧୧: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର୍‌ ନବଦୀପ ସାଇନି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନିଜର ପ୍ରେମିକା ସ୍ବାତୀ ଅସ୍ଥାନାଙ୍କ ହାତ ଧରିଛନ୍ତି। ଗୁରୁବାର ବିବାହ ଅନୁଷ୍ଠିତ ହୋଇତିବା ବେଳେ ସାଇନି ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର…

ଟିମ୍‌ ଇଣ୍ଡିଆକୁ ବାଏ କହିବେ ହେଡ କୋଚ୍‌ ରାହୁଲ ଦ୍ରାବିଡ? ଏହି ୨ ଆଇପିଏଲ୍‌ ଟିମ୍‌ରୁ ମିଳିଲା ବମ୍ପର ଅଫର!

ନୂଆଦିଲ୍ଲୀ,୨୫।୧୧: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ ଶେଷ ହେବା ସହ ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଶେଷ ହୋଇଛି। ରାହୁଲ ୨୦୨୧ରେ ଟି୨୦ ବିଶ୍ୱକପ୍‌ ପରେ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରବି ଶାସ୍ତ୍ରୀଙ୍କ…

ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଭେଟିବାକୁ ନେଇ ରବି ଶାସ୍ତ୍ରୀ କହିଲେ ଏମିତି

ନୂଆଦିଲ୍ଲୀ,୨୪।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଫଳରେ ୬ଷ୍ଠ ଥର ଲାଗି ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ଏହି ପରାଜୟକୁ ନେଇ…

ଲାବୁସେନ୍‌ କଲେ ଖୁଲାସା: ଫାଇନାଲରେ ‘କାହାର ଥିଲା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି’

ସିଡନୀ,୨୪।୧୧: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲାବୁସେନ ବିଶ୍ୱକପ୍‌ ଫାଇନାଲରେ ଦଳ ପକ୍ଷରୁ ନିଆଯାଇଥିବା ବୋଲିଂ ନିଷ୍ପତ୍ତିକୁ ନେଇ ବଡ଼ ଖୁଲାସା କରିଛନ୍ତି। ପୂର୍ବରୁ ଟସ୍‌ ଜିତିଲେ ଦଳ ବ୍ୟାଟିଂ କରିବ ବୋଲି ଆଲୋଚନା ହୋଇଥିଲା। ହେଲେ ଉକ୍ତ ଦିନ ରଣନୀତି ପ୍ରସ୍ତୁତ…

କ୍ଷତ ଭରିବାକୁ ସମୟ ଲାଗିବ: କୁଲଦୀପ

ନୂଆଦିଲ୍ଲୀ,୨୩।୧୧: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଫାଇନାଲ ମୁକାବିଲାରେ ପ୍ରବେଶ କରିଥିଲା। ହେଲେ ଟୁର୍ନାମେଣ୍ଟରେ ବିଜେତା ହେବାର ସ୍ବପ୍ନ ଆଶାରେ ରହିଯାଇଥିଲା। ଏହି ପରାଜୟକୁ ନେଇ କୋଟି କୋଟି କ୍ରିକେଟ ପ୍ରଶଂସକ ନିରାଶ ହୋଇଥିଲେ। ସେହିଭଳି ଭାରତୀୟ ଖେଳାଳିମାନେ…

ପାକିସ୍ତାନ ଖେଳାଳିଙ୍କୁ ଶାମି କହିଲେ- ସୁଧୁରି ଯାଅ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୨୨।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ଟିମ୍‌ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ହେଲେ ଟୁର୍ନାମେଣ୍ଟରେ ଦଳର କିଛି ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରି ଏକାଧିକ ରେକର୍ଡ ନିଜ ନାମରେ କରିଥିଲେ। ଏଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ରହିଥିଲେ,…

ଶୁଭମନ ଗିଲ ନୁହନ୍ତି, ଏହି ଯୁବକଙ୍କୁ ଡେଟ୍‌ କରୁଛନ୍ତି ସାରା ତେନ୍ଦୁଲକର ! ଜାଣନ୍ତୁ ନାମ…

ନୂଆଦିଲ୍ଲୀ,୨୨।୧୧: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ନିଜର ଲଭ୍‌ ଲାଇଫ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ସେ ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ଡେଟ୍‌ କରୁଥିବା କୁହାଯାଉଥିବା ବେଳେ ଏବେ ଆଉ ଜଣେ ଯୁବକଙ୍କ ନାମ ସାମ୍ନାକୁ ଆସିଛି।…

ଓ୍ବାର୍ନର କଲେ ବଡ଼ ଖୁଲାସା: ଏହି ଗୋଟିଏ ନିଷ୍ପତ୍ତି ବଦଳାଇଦେଇଥିଲା ଅଷ୍ଟ୍ରେଲିଆ ଟିମ୍‌ର ଭାଗ୍ୟ

ନୂଆଦିଲ୍ଲୀ,୨୧।୧୧: ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଉଥିଲେ। ଏଣୁ ତାଙ୍କ ନିଷ୍ପତ୍ତି ବିରୋଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?