Tag Archives: Sports News

ଧୋନୀଙ୍କ ହୃଦୟ ଜିତିଲେ ୧୭ ବର୍ଷୀୟ କ୍ରିକେଟର; ଅକ୍ସନ ପୂର୍ବରୁ CSK ପାଇଁ ଟ୍ରାଏଲ ଦେଇ ଚର୍ଚ୍ଚାରେ… 

ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷ ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରି ଚର୍ଚ୍ଚାରେ ୧୭ ବର୍ଷୀୟ ଆୟୁଷ ମାହାତ୍ରେ। ରଣଜୀରେ ସେ ନିଜର ଦମ୍‌ ଦେଖାଇ ରେକର୍ଡ କରିଥିଲେ। ଏହି କାରଣରୁ ଏବେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଟ୍ରାଏଲ୍‌...

ପଛରେ ପଡ଼ିଲେ କୋହଲି, ଟପିଗଲେ ମୋଦି

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟତା ମାମଲାରେ ଅନ୍ତର୍ଜାତୀୟସ୍ତରରେ ଉଭୟଙ୍କ ଦବ୍‌ଦବା ବାରି ହୋଇଯାଏ। ଏମିତିରେ ଏସିଆ ମହାଦେଶରେ ସବୁଠାରୁ ଅଧିକ ସର୍ଚ୍ଚ କରିଥିବା ବ୍ୟକ୍ତିତ୍ୱଙ୍କ ତାଲିକାରେ ମୋଦି କୋହଲିଙ୍କଠାରୁ ଆଗକୁ...

ପର୍ଥରେ ମାଟି କାମୁଡିଲା ଅଷ୍ଟ୍ରେଲିଆ, ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ

ପର୍ଥ,୧୦।୧୧: ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ। ପର୍ଥରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ଦଳ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୪୧ ରନ୍‌ ସ୍କୋର କରିଥିଲା। ଏହାକୁ ମହମ୍ମଦ ରିଜଓ୍ବାନ ୨୬.୫...

ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ…

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ ଅଧିନାୟକ ରୋହିତ ଶର୍ମା ଖେଳିବେ...

ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୯।୧୧: ଜାତୀୟ ଦଳ ପରେ ରଣଜୀ ଟ୍ରଫିରେ ଖରାପ ପ୍ରଦର୍ଶନକୁ ନେଇ ଡ୍ରପ୍‌ ହୋଇ ଚର୍ଚ୍ଚାକୁ ଆସିଥିଲେ କ୍ରିକେଟର ପୃଥ୍ବୀ ଶ’। ହେଲେ ଏବେ ତାଙ୍କ ଭାଗ୍ୟ ଫିଟିଛି। ଆଗାମୀ ଟୁର୍ନାମେଣ୍ଟ ଲାଗି ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହାର ସମ୍ଭାବ୍ୟ...

ସନ୍ନ୍ୟାସ ନେବେ ଦିନିକିଆର ନମ୍ବର ୧ ଅଲରାଉଣ୍ଡର, ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ଭେଟେରାନ ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ଦିନିକିଆ କ୍ରିକେଟରୁ ଅବସର ନେବେ। ନବୀ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ନମ୍ବର ୧ ଅଲରାଉଣ୍ଡର। ସେ...

ଆର୍‌ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଙ୍କୁ ଚଳିତ ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମୀ ପୂର୍ବରୁ ରିଲିଜ କରିଦିଆଯାଇଛି। ଆର୍‌ସିବି କେବଳ ବିରାଟ କୋହଲି, ଯଶ ଦୟାଲ ଏବଂ ରଜତ ପାଟିଦାରଙ୍କୁ ରିଟେନ୍‌...

‘ଅଷ୍ଟ୍ରେଲିଆରେ ବି ଫେଲ୍‌ ମାରିବେ ରୋହିତ-ବିରାଟ’

ନୂଆଦିଲ୍ଲୀ,୬।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମୟ ଠିକ୍‌ ଚାଲିନାହିଁ। ବାଲାଂଦେଶ ବିପକ୍ଷରେ ଉଭୟ ରନ୍‌ କରିବାରେ ବିଫଳ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସମାନ ଘଟିଥିଲା। ଫଳସ୍ବରୂପ ଏବେ ଦୁହେଁ ପ୍ରଶ୍ନ ଘେରରେ...

କୋହଲିଙ୍କ ଜନ୍ମଦିନରେ ବାବର ଆଜମ କଲେ ଏଭଳି କାମ, ପାକିସ୍ତାନ ପ୍ରଶଂସକ କରୁଛନ୍ତି ସଲାମ..

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ଅର୍ଥାତ ନଭେମ୍ବର ୫ରେ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ସହ ନିଜର ଖରାପ ପ୍ରଦର୍ଶନକୁ ନେଇ ଜନ୍ମଦିନର ଉତ୍ସାହ ଫିକା ପଡ଼ିଯାଇଛି। ଏହାସତ୍ତ୍ୱେ କୋହଲି ପ୍ରଶଂସକ...

ଈଶାନ କିଶନଙ୍କୁ ଅଷ୍ଟ୍ରେଲିଆରେ ମିଳିପାରେ ଦଣ୍ଡ, ବିଦ୍ରୋହ କରି ଫସିଲେ

କାନ୍‌ବେରା,୩।୧୧: ବର୍ତ୍ତମାନ ଈଶାନ କିଶନ ଇଣ୍ଡିଆ ଏ ଟିମ୍‌ ସହ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ଏ ବିପକ୍ଷରେ ମୁକାବିଲା ଖେଳାଯାଉଥିବା ବେଳେ ସେ ଏକ ବିବାଦରେ ଫସିଛନ୍ତି । ଏଥିଲାଗିି ତାଙ୍କୁ ଦଣ୍ଡ ମଧ୍ୟ ମିଳିପାରେ। ଏମିତିରେ ଆପଣ...

ସରଫରାଜଙ୍କ ପ୍ରତି ଅନ୍ୟାୟ କଲେ ରୋହିତ-ଗମ୍ଭୀର!

ମୁମ୍ବାଇ,୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ମୁମ୍ବାଇରେ ଖେଳାଯାଉଛି। ଏହି ସିରିଜ ମଧ୍ୟରେ ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ଏକ ନିଷ୍ପତ୍ତି ଆଲୋଚନାର ବିଷୟ ପାଲଟିଛି। ପ୍ରଶଂସକଙ୍କଠାରୁ ଆରମ୍ଭ କରି କ୍ରିକେଟ...

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ଜୋରଦାର କଥା କଟାକଟି!

ନୂଆଦିଲ୍ଲୀ,୩୦।୧୦: ଟି୨୦ ବିଶ୍ୱକପ୍‌ ୨୦୨୪ ବିଜୟ ପରେ ସେଲିବ୍ରେଶନ୍‌ ମୁଡ୍‌ରେ ଥିବା ଭାରତୀୟ ଟିମ୍‌ର ଖୁସିରେ ଲାଗିଛି ବ୍ରେକ୍‌। ଟି୨୦ ଫର୍ମାଟରେ ଦଳ ଜବରଦସ୍ତ ପ୍ରଦର୍ଶନ କରୁଥିଲେ ହେଁ ଟେଷ୍ଟ ଫର୍ମାଟରେ ଖେଳାଳି ଫିକା ପଡ଼ୁଛନ୍ତି। ଯାହାର ସଦ୍ୟ ଉଦାହରଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri