Tag Archives: Sports News

Champions Trophy 2025: PCBକୁ ଆଉ ଏକ ବଡ଼ ଝଟ୍‌କା, ଏବେ ପାକିସ୍ତାନ ଯିବାକୁ ସଫା ସଫା ମନା କରିଦେଲେ…

ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଅମ୍ପାୟାର ନୀତିନ ମେନନ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଅନୁସାରେ, ICC ପ୍ୟାନେଲରେ ସାମିଲ ଏହି ଅମ୍ପାୟାର ପାକିସ୍ତାନ ଯାଉନାହାନ୍ତି। ପୂର୍ବରୁ ଭାରତୀୟ ଦଳ ମଧ୍ୟ…

ସନ୍ନ୍ୟାସ ନେଇ ପ୍ରଶ୍ନ କରିବାରୁ ରାଗରେ ନିଆଁବାଣ ହୋଇଗଲେ ରୋହିତ ଶର୍ମା, ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ଏହି ସିରିଜରେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ…

କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ,୫।୨: ଦୀର୍ଘଦିନର ବ୍ୟବଧାନ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ୨୦୨୩ରୁ ସେ ଦିନିକିଆ କ୍ରିକେଟ ଖେଳିନାହାନ୍ତି। ଏମିତିରେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ସେ ନଜର ଆସିବେ। ଏହାପରେ…

ହଠାତ ବଦଳିଗଲା RCB ଜର୍ସି, ଏଣିକି…

ନୂଆଦିଲ୍ଲୀ,୫।୨: ଆଉ ଦେଢ଼ ମାସ ପରେ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପରବର୍ତ୍ତୀ ସିଜନ୍‌। ହେଲେ ମହିଳା ପ୍ରିମିୟର ଲିଗ (WPL) ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ଆଉ ଦଶ ଦିନ ପରେ ଏହା ଆରମ୍ଭ ହୋଇଯିବାକୁ ଥିବା ବେଳେ…

ଚୁପ୍‌ଚାପ୍‌ ଜସପ୍ରିତ ବୁମ୍‌ରାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ହଟାଇଦେଲା BCCI, ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୪।୨: ଇଂଲଣ୍ଡ ବିପକ୍ଷ ଆଗାମୀ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବେ ନାହିଁ ଜସପ୍ରିତ ବୁମ୍‌ରା। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ତାଙ୍କୁ ଚୁପ୍‌ଚାପ ୧୬ ସଦସ୍ୟ ବିଶିଷ୍ଟ ଟିମ୍‌ରୁ ବାଦ୍‌ ଦେଇଛି। ମଙ୍ଗଳବାର ବିସିସିଆଇ ପକ୍ଷରୁ ଏନେଇ…

କ୍ୟାରିୟରର ଶେଷ ମୁକାବିଲା ଖେଳିବା ପରେ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

କୋଲ୍‌କାତା, ୧ା୨: ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବା ପରେ କ୍ରିକେଟର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରି ଚମକାଇଛନ୍ତି ଆଉ ଜଣେ କ୍ରିକେଟର। ସେ ହେଲେ ଭାରତ ଉଇକେଟ୍‌କିପର ବ୍ୟାଟର ରିଦ୍ଧିମାନ ଶାହା। ୪୦ ବର୍ଷୀୟ ଶାହା…

ରଣଜୀ ଖେଳିଲେ ବହୁତ କ୍ଷତି ସହିବେ ‘କିଙ୍ଗ୍‌’ କୋହଲି, କେବଳ ମିଳିବ…

ନୂଆଦିଲ୍ଲୀ,୨୯।୧: ଦୀର୍ଘ ୧୨ ବର୍ଷ ପରେ ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ରଣଜୀ ଟ୍ରଫିକୁ ଫେରୁଛନ୍ତି। ସେ ଘରୋଇ କ୍ରିକେଟ ମାଧ୍ୟମରେ ତାଙ୍କର ହଜିଯାଇଥିବା ଅନ୍ତର୍ଜାତୀୟ ଫର୍ମ ଫେରିପାଇବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ସେ ଯଦି ରଣଜୀ ଖେଳନ୍ତି ତେବେ ତାଙ୍କୁ…

ଏକାସାଙ୍ଗରେ ୨୫ ଖେଳାଳିଙ୍କୁ ହରାଇ ଚମକିଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୯।୧: ଆଇସିସି ଟି-୨୦ ବୋଲରଙ୍କ ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ଏଥିରେ ବରୁଣ ଚକ୍ରବର୍ତ୍ତୀ ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ୨୫ ଖେଳାଳିଙ୍କୁ ହରାଇ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଆଇସିସିର…

ହୀରା ଭଳି ଚମକୁଛନ୍ତି ବରୁଣ ଚକ୍ରବର୍ତ୍ତୀ, ୧୦ ଉଇକେଟ ନେଇ ରଚିଲେ ଇତିହାସ

ରାଜକୋଟ, ୨୮।୧- ଇଂଲଣ୍ଡ ବିପକ୍ଷ ସିରିଜରେ ଚମକୁଛନ୍ତି ଚମତ୍କାର ଫର୍ମରେ ଥିବା ଭାରତ ସ୍ପିନର ବରୁଣ ଚକ୍ରବର୍ତ୍ତୀ । ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ଚକ୍ରବ୍ୟୁହରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଫସି ଯାଇଥିଲେ। ଫଳରେ…

ପୁଣି ବୋଲିଂ ବାଛିଲେ ସୂର୍ଯ୍ୟକୁମାର, ୧୪ ମାସ ପରେ ଫେରିଲେ ଶାମି

ରାଜକୋଟ,୨୮।୧: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟି୨୦ ମଙ୍ଗଳବାର ଖେଳାଯାଉଛି। ଏଥିରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପୁଣିଥରେ ବୋଲିଂକୁ ବାଛିଛନ୍ତି। କୋଲକାତା ଏବଂ ଚେନ୍ନାଇରେ ଲଗାତାର ବିଜୟ ପରେ ଟିମ୍‌ ଇଣ୍ଡିଆ ନିକଟରେ ସିରିଜକୁ କବ୍ଜା କରିବାକୁ ବଡ଼…

ଅନର୍ଥ ହୋଇଯାଇଥାନ୍ତା, ସୂର୍ଯ୍ୟକୁମାର ଯାଦବ ୨ ଥର ଭାଙ୍ଗିଲେ ଏହି ନିୟମ

ଚେନ୍ନାଇ,୨୫।୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟି-୨୦ କ୍ରିକେଟରେ ନିରନ୍ତର ଭଲ ପ୍ରଦର୍ଶନ କରିଛି। ଗତ ୬ ମାସ ମଧ୍ୟରେ, ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ ଇଣ୍ଡିଆ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତଠାରୁ ଶୋଚନୀୟ ପରାସ୍ତ ହୋଇଥିବା…

ଇତିହାସ ରଚିଲେ ଅର୍ଶଦୀପ: ବାବରଙ୍କୁ ପଛରେ ପକାଇ ଜିତିଲେ ଟି୨୦ର ସବୁଠାରୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୪ ମସିହା ପାଇଁ ପୁରୁଷ ଟି-୨୦ କ୍ରିକେଟରଙ୍କ ନାମ ଘୋଷଣା କରିଛି। ଏହି ପୁରସ୍କାର ପାଇଁ ୪ ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାରତର ଅର୍ଶଦୀପ ସିଂ, ପାକିସ୍ତାନର ବାବର ଆଜମ, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?