ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପରେ ଗର୍ଜିବ ବିରାଟଙ୍କ ବ୍ୟାଟ୍! ଇଂଲଣ୍ଡ-ପାକିସ୍ତାନ ବିପକ୍ଷରେ ହେବ ରନ୍ ବର୍ଷା, ରହିଛି ଏଭଳି ସଂଯୋଗ
ନୂଆଦିଲ୍ଲୀ,୧୦।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତୀୟ ଟିମ୍ର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ଏହାକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ସହ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି। କିଛି ଲୋକ ତାଙ୍କୁ ଟିମ୍ରୁ ବାଦ୍ ଦେବାକୁ ଦାବି କରୁଛନ୍ତି।…
ଓ୍ବାର୍ନରଙ୍କ ବ୍ୟାଟ୍କୁ ଦୁଇଫାଳ କରିଦେଲେ ଏହି ବୋଲର୍, Live ମ୍ୟାଚ୍ରେ ମୁଣ୍ଡରେ ବାଜିଲା…
ସିଡନୀ,୧୦।୧: ଭାଙ୍ଗିଲା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନରଙ୍କ ବ୍ୟାଟ୍। ବିଗ୍ ବ୍ୟାଶ୍ ଲିଗ୍ ୨୦୨୫ର ୨୯ତମ ମୁକାବିଲାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସିଡନୀ ଥଣ୍ଡରର ବ୍ୟାଟିଂ ସମୟରେ ଅଧିନାୟକ ଡେଭିଡ୍ ଓ୍ବାର୍ନର ରାଇଲି ମେରିଡିଥ୍ଙ୍କ ବଲ୍ରେ ଶଟ୍ ଖେଳିବାକୁ…
କ୍ରିକେଟଜଗତରେ ହଇଚଇ: ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ…
ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ ଏବେ ଭାରତର ପୂର୍ବ କ୍ରିକେଟର ମନୋଜ ତିଓ୍ବାରୀ କଡ଼ା ସମାଲୋଚନା କରିଛନ୍ତି। ସେ ଟିମ୍ର…
କଟିବ ପାକିସ୍ତାନର ନାକ, ହାତରୁ ଚାଲିଯାଇପାରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ କ୍ଷମତା…
ନୂଆଦିଲ୍ଲୀ,୮।୧: ଅଧାରେ ରହିପାରେ ପାକିସ୍ତାନ ଏବଂ ଏହାର କ୍ରିକେଟ ବୋର୍ଡ ପିସିବିର ଆଶା। କାରଣ ଦଳ ହାତରୁ ଚାମ୍ପିଅନ୍ସ ଟ୍ରଫି ଆୟୋଜକ ହେବାର କ୍ଷମତା ଚାଲିଯାଇପାରେ। କାରଣ ଏହାର ସ୍ଥାନ ନିର୍ଦ୍ଧାରିତ ହୋଇନାହିଁ। ଜାନୁଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ପ୍ରଥମ…
୬ ମାସ ଯାଏ ଟିମ୍ରୁ ବାଦ୍ ପଡ଼ିପାରନ୍ତି ଜସପ୍ରିତ ବୁମ୍ରା
ନୂଆଦିଲ୍ଲୀ,୮।୧: ଚାମ୍ପିଅନ୍ସ ଟ୍ରଫି ଲାଗି ଜାନୁଆରୀ ୧୨ରେ ଦଳ ଘୋଷଣା ହେବ। ଏଥିରେ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରା ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ତାଙ୍କ ଆଘାତ ନେଇ ସ୍ଥିତି ସ୍ପଷ୍ଟ କରୁନାହିଁ ବିସିସିଆଇ। ଗଣମାଧ୍ୟମ…
ଲଣ୍ଡନ ନା ଭାରତ? ଟିମ୍ ଇଣ୍ଡିଆରୁ ଅଲଗା ହୋଇ କୁଆଡେ ଯାଉଛନ୍ତି ବିରାଟ କୋହଲି…
ନୂଆଦିଲ୍ଲୀ,୭।୧: ଭାରତର ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଛି। ଏଣୁ ଯଥାଶୀଘ୍ର ଖେଳାଳିମାନେ ଭାରତ ଫେରିବାକୁ ଚାହୁଁଛନ୍ତି। ଏମିତିରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମଙ୍ଗଳବାର ଅଷ୍ଟ୍ରେଲିଆରୁ ଫେରିବେ। ହେଲେ ବାକି ଖେଳାଳିମାନେ ପରେ ଭାରତ ଆସିବେ। ଦିନକ ପୂର୍ବରୁ…
ତୁଟିଗଲା ସବୁ ଆଶା! WTC ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଲା ଭାରତ,ଏବେ ଏହି ଟିମ୍ ମଧ୍ୟରେ…
ନୂଆଦିଲ୍ଲୀ,୫।୧: ବର୍ଡର ଗାଭାସ୍କର ଟ୍ରଫିରେ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ ଦୌଡ଼ରୁ ବାଦ୍ ପଡ଼ିଛି ଟିମ୍ ଇଣ୍ଡିଆ। ଦଳକୁ ଏହି ଟୁର୍ନାମେଣ୍ଟରେ ରହିବା ଲାଗି ଏହି ସିରିଜକୁ ଡ୍ର କରିବାର ଆବଶ୍ୟକତା ଥିଲା। ହେଲେ ଭାରତ ତାହା କରିବାରେ…
ଜୋତାରେ କ’ଣ ‘ସ୍ୟାଣ୍ଡପେପର୍’ ଲୁଚାଇଥିଲେ ବୁମ୍ରା? ଭାଇରାଲ ହେଉଥିବା ଭିଡିଓ ପଛର ସତ କ’ଣ…
ସିଡନୀ,୪।୧: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଚାପ ବଢ଼ୁଥିବା ଦେଖି ଅଷ୍ଟ୍ରେଲୀୟ ପ୍ରଶଂସକ ଏବେ ଜସପ୍ରିତ ବୁମ୍ରାଙ୍କୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ ବୁମ୍ରାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ନିଜର ଜୋତା ଖୋଲି ତାକୁ ଠିକ୍ କରି…
‘କୋହଲିଙ୍କୁ ପୁଣି ଅଧିନାୟକ କରାଯାଉ’; କାହିଁକି ଏବଂ କିଏ କରୁଛି ଏଭଳି ଦାବି…
ନୂଆଦିଲ୍ଲୀ,୪।୧: ତିନି ବର୍ଷ ପୂର୍ବେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁଣିଥରେ ମଇଦାନରେ ନିଜର ପୁରୁଣା ଷ୍ଟାଇଲ୍ରେ ନଜର ଆସିଥିଲେ। ସିଡନୀ ଟେଷ୍ଟରୁ ରୋହିତ ଶର୍ମା ନିଜକୁ ଦୂରେଇ ନେଇଥିଲେ, ଏହାପରେ ଉପ ଅଧିନାୟକ…
ଧନଶ୍ରୀ ବର୍ମା କିଏ? ପେସାରେ ଡାକ୍ତର ସତ୍ତ୍ୱେ ନୃତ୍ୟ କରି ପାଇଥିଲେ ଖ୍ୟାତି, ଏବେ ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ…
ନୂଆଦିଲ୍ଲୀ,୪।୧: ୨୦୨୦ରେ ବେଶ ଧୁମ୍ଧାମରେ ହୋଇଥିଲା ବିବାହ। ହେଲେ ଏବେ ବାଟ ହେବାକୁ ଯାଉଛି ଅଲଗା। ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ…
କ୍ୟାଚ୍ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ…
କାନ୍ବେରା,୩।୧: କ୍ୟାଚ୍ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍ ଥିଲା ଯେ ଉଭୟ ଖେଳାଳି ଚେତା ହରାଇବା ସ୍ଥିତି ଉପୁଜିଥିଲା। ଶେଷରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ବିଗ ବ୍ୟାସ୍ ଲିଗ୍ର…
ରୋହିତଙ୍କ ପାଇଁ ପନ୍ତଙ୍କ ଆଖିରେ ଲୁହ, କହିଲେ-ଆମେ ତାଙ୍କୁ ଲିଡ୍ର ଭାବେ…
ସିଡନୀ,୩।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରୁ ରୋହିତ ଶର୍ମା ବାଦ ପଡ଼ିଥିବା ବେଳେ ଜସପ୍ରିତ ବୁମ୍ରାଙ୍କ ନେତୃତ୍ୱରେ ଖେଳୁଛି ଦଳ। ଏବେ ରୋହିତଙ୍କୁ ଦଳରୁ ବାଦ୍ ପଡ଼ିବାକୁ ନେଇ ଋଷଭ ପନ୍ତଙ୍କ ବୟାନ ସାମ୍ନାକୁ…

