Tag Archives: Sports News

ICC Champions Trophy ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟ୍‌କା, ହଠାତ୍‌ ସ୍ବଦେଶ ଫେରିଲେ…

ଦୁବାଇ,୧୮।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବାକୁ ଦୁବାଇରେ ପହଞ୍ଚି ସାରିଛି ଟିମ୍‌ ଇଣ୍ଡିଆ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳକୁ ଲାଗିଛି ବଡ଼ ଝଟ୍‌କା। ଭାରତର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ ହଠାତ ଦକ୍ଷିଣ ଆଫ୍ରିକା ଫେରିଯାଇଛନ୍ତି। ସେ…

Champions Trophyକୁ ନେଇ ଦୁବାଇରେ ଟ୍ୟାକ୍ସି ଡ୍ରାଇଭରଙ୍କ ଦାବିକୁ ନେଇ ହଇଚଇ, ସତ ହୋଇଗଲେ ଫସିଯିବ ଟିମ୍‌ ଇଣ୍ଡିଆ!

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବା ଲାଗି ଦୁବାଇରେ ପହଞ୍ଚିଛି। ଦଳ ଫେବୃଆରୀ ୨୦ ରୁ ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। କିନ୍ତୁ ଏହା ପୂର୍ବରୁ ଦୁବାଇର ଜଣେ ଟ୍ୟାକ୍ସି ଡ୍ରାଇଭର ଏକ ବଡ଼…

ଦୁବାଇ ପହଞ୍ଚିବା ପରେ ପୁରୁଣା ଭୁଲ୍‌ ଦୋହରାଇଲେ ରୋହିତ ଶର୍ମା? ବିମାନବନ୍ଦରରେ ଅପେକ୍ଷା କଲେ…

ନୂଆଦିଲ୍ଲୀ,୧୫।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ଦୁବାଇ ପହଞ୍ଚି ସାରିଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ଖେଳାଳିମାନେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଶନିବାର ସାରେ ବିମାନ ଯାତ୍ରା କରିଥିଲେ। କିଛି ଘଣ୍ଟା ମଧ୍ୟରେ ଦଳଟି ଦୁବାଇ ବିମାନବନ୍ଦରରେ…

Champions Trophyରେ ବୁମ୍‌ରା ନ ଖେଳିବା ପଛରେ ଅସଲ କାରଣ ଆଘାତ ନୁହେଁ, ରୋହିତଙ୍କୁ ନେଇ BCCI ମଧ୍ୟ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୨: ଜସପ୍ରିତ ବୁମ୍‌ରା ଟିମ ଇଣ୍ଡିଆର ଜଣେ ସର୍ବଶ୍ରେଷ୍ଠ ବୋଲର। ତାଙ୍କ ପାଖରେ ଯେକୌଣସି ମ୍ୟାଚ୍‌ର ବାଜି ପଲଟାଇବା ତଥା ଟୁର୍ନାମେଣ୍ଟ ଜିତିବାର କ୍ଷମତା ରହିଛି। ହେଲେ ଆଘାତ ଯୋଗୁ ବିସିସିଆଇ ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ଦେଇଛି ବୋଲି କୁହାଯାଉଥିଲା।…

Unbelievable: ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ, ତଥାପି ଶତକ ମାରି ବୋଲର୍‌ଙ୍କୁ ଘାଇଲା କରିଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍‌ରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଶତକ ମାରିଛନ୍ତି। ୧୧୫ ବଲ୍‌ରେ ସେ ୧୦୧…

ଋଷଭ ପନ୍ତଙ୍କୁ ବାହାର କରିଦେଲେ ଗୌତମ ଗମ୍ଭୀର, Champions Trophy ପୂର୍ବରୁ ଚମକାଇଲା ନିଷ୍ପତ୍ତିି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜିତିବା ପରେ, ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ବଡ଼ ବୟାନ ଦେଇଛନ୍ତି। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଉଇକେଟକିପରଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗମ୍ଭୀର କହିଛନ୍ତି ଯେ…

ସଚିନଙ୍କ ମହାରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ଅହମ୍ମଦାବାଦ,୧୨।୨: ଦୀର୍ଘ ୪୫୧ ଦିନ ନିରବ ରହିବା ପରେ ଶେଷରେ ଗର୍ଜିଛି ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌। ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍‌ରେ ବିରାଟ କୋହଲି ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ।…

IND Vs ENG: ୧୪ ବର୍ଷ ପରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌ କଲା ଟିମ୍‌ ଇଣ୍ଡିଆ, ଗିଲ ସାଜିଲେ ହିରୋ 

ଅହମ୍ମଦାବାଦ,୧୨।୨: ଭାରତୀୟ କ୍ରିକେଟ ଟିମ୍‌ ଅହମ୍ମଦାବାଦ ଦିନିକିଆରେ ମଧ୍ୟ ଇଂଲଣ୍ଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩୫୬ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡ ଚାପରେ ରହି ମାତ୍ର ୨୧୪ ରନରେ ଅଲଆଉଟ୍‌ ହୋଇଯାଇଥିଲା…

Video: ଖାଲି ଚାପୁଡ଼ା ମାରିବା ବାକିଥିଲା…ଅସଭ୍ୟତାର ସବୁ ସୀମା ଟପିଗଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୨।୨: ପାକିସ୍ତାନରେ ଚାଲିଥିବା ତ୍ରି-ସିରିଜର ତୃତୀୟ ମ୍ୟାଚ୍‌ରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କୁ ଚକିତ କରିଛି। ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ମାଥ୍ୟୁ ବ୍ରିଟ୍‌ଜେକେଙ୍କ ସହ ଖୋଲାଖୋଲି…

୨୬ ବଲ୍‌ରେ କରିଥିଲେ ୧ ରନ୍‌, ତଥାପି ଏହି କ୍ରିକେଟରଙ୍କୁ ସଲାମ୍‌ କରୁଛି ଦୁନିଆ; କାରଣ ଜାଣିଲେ…

ନୂଆଦିଲ୍ଲୀ,୧୨।୨: ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ ଶତକ କିମ୍ବା ଅର୍ଦ୍ଧଶତକ ହାସଲ କରନ୍ତି, ତାଙ୍କୁ ବହୁତ ପ୍ରଶଂସା କରାଯାଏ। କିନ୍ତୁ ଏହି ସମୟରେ ଜଣେ ଏପରି କ୍ରିକେଟର ଖବରରେ ଅଛନ୍ତି ଯିଏ ୨୬ ବଲ୍‌ରେ ମାତ୍ର ଗୋଟିଏ ରନ୍‌ କରିଥିଲେ। ଏହା ସତ୍ତ୍ୱେ…

Shubaman Gill Century: ଅହମ୍ମଦାବାଦରେ ଇତିହାସ ରଚିଲେ ଶୁଭମନ ଗିଲ, ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ଅହମ୍ମଦାବାଦ,୧୨।୨: ଇତିହାସ ରଚିଲେ ଭାରତୀୟ ଉପଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ସେ ୯୫ ବଲ୍‌ରେ ଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଶତକ। ତେବେ ଏହି…

BCCIର ବଡ଼ ଘୋଷଣା, ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ ଖେଳିପାରିବେ କି ନାହିଁ ସେନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ଗସ୍ତର ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?