ଥ୍ରୋ ବେଳେ ହେଲ୍ମେଟ୍ରେ ପଶିଗଲା ବଲ୍,ବ୍ୟାଟ୍ସମ୍ୟାନ ଗୁରୁତର ଆହତ; ଆମ୍ବୁଲାନ୍ସ ଯୋଗେ…
ନୂଆଦିଲ୍ଲୀ,୫।୪: ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ମ୍ୟାଚରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବେ ଓଭାଲରେ ଅନୁଷ୍ଠିତ ଏହି ମ୍ୟାଚ ସମୟରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଇମାମ ଉଲ ହକ୍ ଗୁରୁତର ଆହତ ହୋଇଛନ୍ତି। ସେ ରନ୍…
ଅଧିନାୟକ ହେବା ପରେ IPLରୁ ସନ୍ନ୍ୟାସ ନେବେ ଏମ୍ଏସ୍ ଧୋନୀ! ଚେନ୍ନାଇରେ ନେବେ ଅବସର…
ନୂଆଦିଲ୍ଲୀ,୪।୪: IPL ୨୦୨୫ରେ ଶନିବାର ୫ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗ୍ସ ସେମାନଙ୍କର ହୋମ ଗ୍ରାଉଣ୍ଡ ଚେପକ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ। ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଚେନ୍ନାଇ ଦଳ ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ କରିବାକୁ…
ଗ୍ରାଣ୍ଡସ୍ଲାମ ପୁରସ୍କାର ରାଶି ବୃଦ୍ଧି ଦାବି କଲେ ଜୋକୋଭିକ
ଓ୍ବାଶିଂଟନ,୪ା୪: ପୁରସ୍କାର ରାଶି ବୃଦ୍ଧି ଦାବିରେ ନୋଭାକ ଜୋକୋଭିକ, ଜାନିକ ସିନର, ଆରିନା ସାବାଲେଙ୍କା ଓ କୋକୋ ଗଫଙ୍କ ସମେତ ବିଶ୍ୱର ୨୦ ଆଗଧାଡ଼ିର ଟେନିସ ଖେଳାଳିମାନେ ସେମାନଙ୍କ ହସ୍ତାକ୍ଷର ଥିବା ଦାବିପୂର୍ଣ୍ଣ ଚିଠିକୁ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟଙ୍କୁ ପଠାଇଛନ୍ତି।…
କେତେ ପଢ଼ିଛନ୍ତି ଧାଓ୍ବନଙ୍କ କଥିତ ପ୍ରେମିକା? ଜାଣନ୍ତୁ ସବୁକିଛି
ନୂଆଦିଲ୍ଲୀ,୩।୪: ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧାଓ୍ବନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କଥିତ ପ୍ରେମିକାଙ୍କ ସହ ସମ୍ପର୍କରେ ଥିବା ନେଇ ମୋହର ମାରିଥିବାରୁ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। ତେବେ କୁହାଯାଉଛି ଯେ ଧାଓ୍ବନଙ୍କ ପ୍ରେମିକାଙ୍କ ନାମ ସୋଫି ସାଇନ। ଚାମ୍ପିଅନ୍ସ…
ସବୁଠାରୁ ସୁନ୍ଦର ଯୁବତୀ ହେଉଛନ୍ତି ମୋ’ ପ୍ରେମିକା…କାହାକୁ ଏମିତି କହି ସମ୍ପର୍କରେ ମୋହର ମାରିଲେ ଧାଓ୍ବନ?
ନୂଆଦିଲ୍ଲୀ,୩।୪: ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଓପନର୍ ଶିଖର ଧାଓ୍ବନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ଜଣେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ଖେଳର ମଜା ନେଉଥିଲେ। ଏହାପରଠାରୁ ସେ କିଏ ତାହା ଜାଣିବାକୁ ପ୍ରଶଂସକଙ୍କ…
ଶୀର୍ଷରେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନଂ. ୩କୁ ଖସିଲେ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ
ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଅଲ୍ରାଉଣ୍ଡରଙ୍କ ତାଲିକାରେ ପୂର୍ବଭଳି ଶୀର୍ଷରେ ରହିଛନ୍ତି। ଏ ନେଇ ଆଇସିସିର ସଦ୍ୟ…
ରାଜସ୍ଥାନ ଅଧିନାୟକ ପଦରୁ ହଟିବେ ରିଆନ ପରାଗ, ନେତୃତ୍ୱ ନେବେ ସାମ୍ସନ
ବେଙ୍ଗାଲୁରୁ,୨ା୪: ସଞ୍ଜୁ ସାମ୍ସନ ଚଳିତ ଆଇପିଏଲ୍ରେ ଉଇକେଟ୍ କିପିଂ କରିବା ସହ ରାଜସ୍ଥାନ ରୟାଲ୍ସ(ଆର୍ଆର୍) ଦଳର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କୁ ଏଥିଲାଗି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ)ଠାରୁ ଅନୁମତି ମିଳିଥିଲା। ଗତ ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍ରେ ପେସର…
ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ, ଏହି ଭୁଲ୍ ପାଇଁ ମିଳିଲା ଦଣ୍ଡ
ନୂଆଦିଲ୍ଲୀ,୩୦।୩: ଆଇପିଏଲ୍ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ସିଜିନର…
IPL ପଏଣ୍ଟ ଟେବୁଲ୍ରେ ଗୁଜରାଟର ଲମ୍ବା ଡିଆଁ, ୬ ଟିମ୍କୁ ପଛରେ ପକାଇ…
ନୂଆଦିଲ୍ଲୀ,୩୦।୩: IPL ୨୦୨୫ରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳାଯାଇଛି। ଏଥିରେ ୮ ଦଳ ବିଜୟ ସହ ଖାତା ଖୋଲିଛନ୍ତି। କେବଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରଥମ ବିଜୟ ପାଇଁ ଅପେକ୍ଷା କରିଛନ୍ତି। ସିଜିନର ୯ମ ମ୍ୟାଚ୍ରେ…
ବ୍ୟାନ୍ ହେବା ସତ୍ତ୍ୱେ ସୁଧୁରିଲେନି ପାଣ୍ଡ୍ୟା, ପୁଣି ଦୋହରାଇଲେ ଭୁଲ୍
ନୂଆଦିଲ୍ଲୀ,୩୦।୩: ଆଇପିଏଲ୍ ୨୦୨୫ର ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ମ୍ୟାଚ ହାରିଯାଇଛି। ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା, ଯେଉଁଥିଲାଗି ଦଳକୁ ୩୬ ରନ୍ରେ ପରାଜିତ…
ଫାଇନାଲ ମୁକାବିଲାରେ ବୋଲର୍ ଏକାକି ନେଲେ ୧୧ ଉଇକେଟ, ଇତିହାସ ରଚିଲା ଟିମ୍
କାନ୍ବେରା,୨୯।୩: ଦକ୍ଷିଣ ଅଷ୍ଟ୍ରେଲିଆ ଦଳ ସେଫିଲ୍ଡ ସିଲ୍ଡ ଟାଇଟଲ ଜିତି ଇତିହାସ ରଚିଛି। ଏହି ଟୁର୍ନାମେଣ୍ଟର ଫାଇନାଲରେ କୁଇନ୍ସଲ୍ୟାଣ୍ଡକୁ ପରାସ୍ତ କରି ଦଳ ୨୯ ବର୍ଷ ପରେ ଟାଇଟଲ ଜିତିଛି। ଦକ୍ଷିଣ ଅଷ୍ଟ୍ରେଲିଆ ଟୁର୍ନାମେଣ୍ଟ ଫାଇନାଲକୁ ୪ ଉଇକେଟରେ ଜିତିଥିବା ବେଳେ…
ମ୍ୟାଚ୍ ପରେ CSK ବୋଲରଙ୍କ ଉପରେ ରାଗିଗଲେ ବିରାଟ କୋହଲି? ଭାଇରାଲ Videoକୁ ନେଇ ବଢ଼ୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୯।୩: ଆଇପିଏଲ୍ ୨୦୨୫ରେ ଲଗାତାର ୨ ମ୍ୟାଚ୍ରେ ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)। ଶୁକ୍ରବାର ସିଏସ୍କେ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଦଳ ୫୦ ରନ୍ରେ ବାଜି ମାରିନେଇଥିଲା। ହେଲେ ମ୍ୟାଚ୍ରେ ବିରାଟ କୋହଲି ଆଶା ମୁତାବକ ପ୍ରଦର୍ଶନ କରିପାରି ନ…

