IPL ମହାମୁକାବିଲା: ପଞ୍ଜାବକୁ ମାତ୍ର ଏତିକି ରନ୍ର ଟାର୍ଗେଟ ଦେଲା RCB
ଅହମ୍ମଦାବାଦ,୩।୬: ଆଇପିଏଲ୍ ୨୦୨୫ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ୍ କରିଛି। ଫଳରେ ପଞ୍ଜାବ କିଙ୍ଗ୍ସକୁ ୧୯୧ ରନ୍ର ଟାର୍ଗେଟ ମିଳିଛି। ଆର୍ସିବି ପକ୍ଷରୁ ବିରାଟ କୋହଲି…
IPL final: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ RCB ଖେଳାଳି, ସ୍ୱାଗତ କଲା ବର୍ଷା
ଅହମ୍ମଦାବାଦ,୩।୬: ଆଇପିଏଲ ୨୦୨୫ର ମହାମୁକାବିଲା ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଖେଳାଳିମାନେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଛନ୍ତି। କିନ୍ତୁ ମ୍ୟାଚ ଆରମ୍ଭ ପୂର୍ବରୁ ଅହମ୍ମଦାବାଦରେ ବର୍ଷା ଆରମ୍ଭ ହୋଇଛି, ଯାହା ଫାଇନାଲ ମ୍ୟାଚ ଉପରେ ପ୍ରଭାବ ପକାଇବାର ଆଶଙ୍କା…
ଟାଇଟଲ ବିଜୟ କେବଳ ବିରାଟଙ୍କ ପାଇଁ: ରଜତ ପାଟିଦାର
ଅହମଦାବାଦ,୨ା୬: ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟିଦାର କହିଛନ୍ତି ଯେ ଏହି ଟାଇଟଲ ଜିତିବା ବିରାଟ କୋହଲିଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ମଙ୍ଗଳବାର, ଜୁନ ୩ ତାରିଖରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ବିପକ୍ଷରେ ଅନୁଷ୍ଠିତ…
ମୁଁ ଚଉଠି ରାତି ପାଳନ କରିବି ନାହିଁ..RCB ପ୍ରଶଂସକଙ୍କ ସର୍ତ୍ତ ଶୁଣି ମୁଣ୍ଡରେ ଦେବେ ହାତ
ନୂଆଦିଲ୍ଲୀ,୨।୬: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମନରେ ଇଣ୍ଡିଆନ ପ୍ରିମିୟର ଲିଗ୍ରେ କ୍ରେଜ ରହିଛି। ଗତ ୧୭ ସିଜିନ ଧରି ଟ୍ରଫି ଜିତିବାକୁ ଚାହୁଁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଚମତ୍କାର ଖେଳ ଖେଳି ଫାଇନାଲ୍ରେ ନିଜର ସ୍ଥାନ ନିଶ୍ଚିତ କରିଛି।…
RCB ନ ଜିତିଲେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେବି… ମହିଳା ପ୍ରଶଂସକଙ୍କ ଧମକ ହେଉଛି ଭାଇରାଲ୍
ନୂଆଦିଲ୍ଲୀ,୨।୬: IPL 2025ର ଉତ୍ସାହ ଶୀର୍ଷରେ ପହଞ୍ଚିଛି। ଏବେ ଫାଇନାଲ ମ୍ୟାଚ ବାକି ଅଛି। ଅନ୍ୟପକ୍ଷରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକଙ୍କ ଉତ୍ସାହ ବଢିଯଇଛି। କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗ୍ସ ଉପରେ ଚମତ୍କାର ବିଜୟ ପରେ RCB ଫାଇନାଲରେ ପହଞ୍ଚିଛି। RCB ଦଳ…
କୋହଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ ଏହି କ୍ରିକେଟର୍: ଧକ୍କା ମାରି ବିଦା କରିଦେଲେ…ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩୧।୫: କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025ର ଫାଇନାଲରେ ପ୍ରବେଶ କରିଛି। ଏବେ ସେମାନେ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏବେ ଆରସିବି ଖେଳାଳିମାନେ ଜୁନ ୩ ତାରିଖରେ ଅହମ୍ମଦାବାଦରେ ଟ୍ରଫି…
‘RCB ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବି’… ଫାଇନାଲ ପୂର୍ବରୁ ବଡ଼ ବୟାନ ଦେଇ ଚର୍ଚ୍ଚାରେ ମହିଳା
ନୂଆଦିଲ୍ଲୀ,୩୦।୫: ଆଇପିଏଲ୍ ଇତିହାସରେ RCB ଏଯାବତ କୌଣସି ଟାଇଟଲ ହାସଲ କରି ନାହିଁ ସତ, ହେଲେ ଏହାର ପ୍ରଶଂସକଙ୍କ ଭଲପାଇବା ପୂର୍ବବତ ରହିଛି। କହିବାକୁ ଗଲେ ଆର୍ସିବିର ପ୍ରଶଂସକମାନେ ବେଶ ବିଶ୍ୱସ୍ତ। ଚଳିତ ବର୍ଷ IPL ୨୦୨୫ର ଫାଇନାଲ ଲାଗି ଆର୍ସିବି…
ଭାଙ୍ଗି ପଡ଼ିଲେ ପଞ୍ଜାବ ମାଲିକାଣୀ: ଦେଲେ ଏମିତି ପ୍ରତିକ୍ରିୟା
ନୂଆଦିଲ୍ଲୀ,୩୦।୫: IPL କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା। ଏହାଦେଖି ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର…
ଏହି ଟିମ୍ ହେବ ଆଇପିଏଲ୍ ଚାମ୍ପିୟନ: ବଡ଼ ଭବିଷ୍ୟବାଣୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୩୦।୫: IPL 2025ର ପ୍ଲେଅଫରେ ପହଞ୍ଚିଥିବା ୪ଟି ଦଳ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗସ, ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏମାନଙ୍କ ମଧ୍ୟରୁ ବେଙ୍ଗାଲୁର ଏବଂ ପଞ୍ଜାବ କେବେ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତି ନାହାଁନ୍ତି।…
ଆଇପିଏଲ୍ ମଝିରେ ଅଚାନକ ଗୋଟିଏ ଟିମ୍ କିଣିଦେଲେ ବିରାଟ କୋହଲି: ସାରା ବିଶ୍ୱ ଚକିତ
ନୂଆଦିଲ୍ଲୀ,୨୯।୫: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ବର୍ତ୍ତମାନ IPL 2025 ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଛନ୍ତି। ତାଙ୍କ ଦଳ ୨୦୧୬ ପରେ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲରେ ଶୀର୍ଷ ୨ରେ ରହିଛି।…
ଫାଇନାଲ ଯିବ କି RCB? ଏହି ସଂଯୋଗ କହୁଛି….
ନୂଆଦିଲ୍ଲୀ,୨୯।୫: ପ୍ରଥମ ସିଜିନ୍ର ପ୍ରଥମ IPL ଟ୍ରଫି ପାଇଁ ଅପେକ୍ଷା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ୧୮ତମ ସିଜିନ୍ରେ ଶେଷ ହେବ ବୋଲି ସମସ୍ତ ପ୍ରଶଂସକ ଆଶା କରୁଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଚଳିତ ସିଜିନ୍ରେ ପଡ଼ିଆରେ…
ପଡ଼ିଆରେ ଥାଇ ଅନୁଷ୍କାଙ୍କୁ ‘ଫ୍ଲାଇଙ୍ଗ କିସ୍’ ଦେଲେ ବିରାଟ କୋହଲି: ଜବାବରେ ମିଳିଲା…ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୨୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି କ୍ୱାଲିଫାୟର ୧ରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଲିଗ ପର୍ଯ୍ୟାୟରେ RCBର ଯାତ୍ରା ୨ ନମ୍ବରରେ ଶେଷ ହୋଇଛି। RCB ୧୪ ମ୍ୟାଚରେ ୯ମ ବିଜୟ ହାସଲ…

