Tag Archives: rcb

IPL 2025 Winner Prize Money: IPL ଟାଇଟଲ ଜିତିଥିବା ଦଳକୁ ମିଳିବ କେତେ ପୁରସ୍କାର ରାଶି?

ନୂଆଦିଲ୍ଲୀ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ୧୮ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫରେ ଖେଳିବାକୁ ଥିବା ଚାରୋଟି ଦଳ ନିଶ୍ଚିତ ହୋଇସାରିଛି। ପ୍ଲେଅଫରେ ସ୍ଥାନ ପାଇବାରେ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଦଳ ହୋଇଥିଲା, ଏହା ପୂର୍ବରୁ ଗୁଜରାଟ ଟାଇଟାନ୍ସ,…

IPL ମଝିରେ RCBକୁ ଲାଗିଲା ବଡ଼ ଝଟ୍‌କା: ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ,୬।୫: ଆଇପିଏଲ ୨୦୨୫ ମଧ୍ୟରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସନରାଇଜର୍ସ ହାଇଦ୍ରାବାଦ କ୍ରିକେଟର ଟ୍ରାଭିସ ହେଡଙ୍କୁ ଏକ ବିଜ୍ଞାପନ ଉପରେ ରୋକ ଲଗାଇବା ପାଇଁ RCB ଏକ ଆବେଦନ ଦାଖଲ କରିଥିଲା, ଯାହାକୁ…

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା ପରେ, ବିରାଟ କୋହଲିଙ୍କର ପିବିକେଏସ ଅଧିନାୟକ ଶ୍ରେୟସ ଆୟାରଙ୍କ ପ୍ରତି ଉତ୍ସାହପୂର୍ଣ୍ଣ ପ୍ରତିକ୍ରିୟା ତୁରନ୍ତ…

ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କ ସହ କ’ଣ ହେଲା; ସଞ୍ଜୁ ସାସମାନ କାହିଁକି ଯାଞ୍ଚ କଲେ ହାର୍ଟବିଟ୍ ?

ଜୟପୁର,୧୩।୪: ରବିବାର ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଇପିଏଲ୍ ୨୦୨୫ ମ୍ୟାଚ୍‌ର ମଝିରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଷ୍ଟାରଙ୍କ ହାର୍ଟବିଟ୍ ଯାଞ୍ଚ କରାଇବା ପରେ ବିରାଟ କୋହଲି ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ଭୟଭୀତ କରିଦେଇଥିଲେ। ବିରାଟ କୋହଲିଙ୍କ ଅର୍ଦ୍ଧଶତକ…

ଟି-୨୦ ବିରାଟ କୋହଲିଙ୍କ ବଡ଼ ରେକର୍ଡ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ମୁମ୍ବାଇ,୭।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୋମବାର IPL 2025ରେ ଏକ ମ୍ୟାଚ୍‌ରେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ଟି-୨୦ କ୍ରିକେଟର ଶ୍ରେଷ୍ଠ ୫ ବ୍ୟାଟସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ବିରାଟ…

କୋହଲିଙ୍କ ଆଗରେ ଲୁହ ଛଳଛଳ ହୋଇଗଲେ ସିରାଜ, କରିପାରିଲେ ନାହିଁ ବୋଲିଂ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି Video

ବେଙ୍ଗାଲୁରୁ,୩।୪: IPL ୨୦୨୫ରେ ଏପ୍ରିଲ ୨ରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସଠାରୁ ପରାଜିତ ହୋଇଛି ଆରସିବି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୁଜରାଟ ୮ ଉଇକେଟରେ ଆରସିବିକୁ ପରାସ୍ତ କରିଥିଲା। ଗୁଜୁରାଟର ବିଜୟର ନାୟକ ସାଜିଥିଲେ ମହମ୍ମଦ ସିରାଜ,…

ଦିନେ ଆରସିବି ପାଇଁ ଘୁଞ୍ଚାଇ ଦେଇଥିଲେ ବିବାହ: ଆଜି ମିଳିଲା ବଡ଼ ପୁରସ୍କାର

ବେଙ୍ଗାଲୁରୁ,୧୩।୨: ଆଇପିଏଲ୍‌ ୨୦୨୫ ପାଇଁ ରଜତ ପଟିଦାରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଅଧିନାୟକ କରାଯାଇଛି। ପଟିଦାର ୨୦୨୧ ମସିହାରୁ ଆରସିବି ପାଇଁ ଖେଳୁଛନ୍ତି। ସେ ଆରସିବି ମାଧ୍ୟମରେ ତାଙ୍କର ଆଇପିଏଲ୍‌ ଡେବ୍ୟୁ କରିଥିଲେ। କିନ୍ତୁ ୨୦୨୧ରେ ପାଇଁ ଖେଳିଥିବା ପଟିଦାରଙ୍କୁ…

ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା

କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କ ବିଷୟରେ ପ୍ରଶଂସକଙ୍କୁ ସବୁ ଜଣା। ତେବେ ଏହି ସବୁ…

IPL 2024: ଅଷ୍ଟ୍ରେଲିଆ ପାଇଁ ହିରୋ, RCB ପାଇଁ ଜିରୋ! ବେଙ୍ଗାଲୁରୁ ପାଇଁ ବୋଝ ହେଲେଣି କି ଗ୍ଲେନ୍ ମ୍ୟାକ୍ସୱେଲ ?

ନୂଆଦିଲ୍ଲୀ,୭।୪: ଗ୍ଲେନ୍ ମ୍ୟାକ୍ସୱେଲ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ ରେ ସମ୍ପୂର୍ଣ୍ଣ ଫ୍ଲପ୍ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ବ୍ୟାଟିଂ ଅଲରାଉଣ୍ଡର ବର୍ତ୍ତମାନ ଦଳ ପାଇଁ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାଁନ୍ତି। ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ…

ନାଁ ପରିବର୍ତନ କରିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର, ଦୂର ହେବ ଟ୍ରଫି ମରୁଡ଼ି

ନୂଆଦିଲ୍ଲୀ,୧୩।୩: ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ମାର୍ଚ୍ଚ ୨୨ ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ୨୦୨୪ ର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ୍ ନାମ ପରିବର୍ତ୍ତନ କରିବାକୁ ଯାଉଛି। ବେଙ୍ଗାଲୁରୁ ଏବଂ ସମଗ୍ର ଭାରତରେ ଏକ…

Video: ଛକା ମାରି କାର୍‌ କାଚ ଭାଙ୍ଗିଦେଲେ ଏଲିସ୍‌ ପେରି

ବେଙ୍ଗାଲୁର,୪।୩: ଚାଲୁଥିବା ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍ ୨୦୨୪) ର ଏକାଦଶ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ୟୁପି ୱାରିଅର୍ (ୟୁପିଡବ୍ଲୁ) ମଧ୍ୟରେ ମୁକାବିଲା ଚାଲିଛି। ୟୁପିଡବ୍ଲୁ ଅଧିନାୟକ ଆଲିସା ହେଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?