Tag Archives: rcb

ଏବେ ଡାଇପର ବଦଳାଇବାକୁ ପ୍ରସ୍ତୁତ ହୁଅ, ଟ୍ରଫି ଜିତିବା ପରେ କାହାକୁ ଏମିତି କହିଲେ ବିରାଟ

ନୂଆଦିଲ୍ଲୀ,୪ା୬: IPL ସିଜିନ ୧୮ର ଫାଇନାଲରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ପରାସ୍ତ କରି ପ୍ରଥମ ଟ୍ରଫି ଜିତିଛି। ବିରାଟ କୋହଲି ତା’ପରେ ଇନଷ୍ଟାଗ୍ରାମରେ ୨ଟି ଷ୍ଟୋରି ଶେୟାର କରିଥିଲେ। ସେ ତାଙ୍କ ବନ୍ଧୁ ଏବଂ ପୂର୍ବତନ…

କୋହଲି IPL ଜିତିବା ପରେ ମାଲାମାଲ ହେଲେ ସ୍ତ୍ରୀ ଅନୁଷ୍କା, ହେଲେ ଏତେ କୋଟିର ଧନୀ

ନୂଆଦିଲ୍ଲୀ,୪।୬: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଏହି ମୁହୂର୍ତ୍ତରେ ବହୁତ ଖୁସି ଅଛନ୍ତି । ବିରାଟ କୋହଲିଙ୍କ ଦଳ RCB IPL ୨୦୨୫ ମ୍ୟାଚ ଜିତିଛି। ବିରାଟ କୋହଲିଙ୍କ ଦଳ RCB ୨୩ ଜୁନରେ ଅନୁଷ୍ଠିତ IPL…

କୋହଲିଙ୍କୁ ଆହୁରି ଧନୀ କଲା କାଲିର ମ୍ୟାଚ୍‌, ବଢିଗଲା ଏତେ କୋଟିର ସମ୍ପତ୍ତି

ବେଙ୍ଗାଲୁରୁ,୪।୬: IPL 2025 ର ଫାଇନାଲ ମ୍ୟାଚ କ୍ରିକେଟ ପ୍ରେମୀଙ୍କ ପାଇଁ ରୋମାଞ୍ଚ ଏବଂ ଭାବପ୍ରବଣତାରେ ପରିପୂର୍ଣ୍ଣ ଥିଲା। ଗୋଟିଏ ପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଆତ୍ମବିଶ୍ୱାସୀ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଥିଲା ଏବଂ ଅନ୍ୟପଟେ ପ୍ରୀତି…

ଐତିହାସିକ ବିଜୟ ପରେ ପ୍ରଥମ ପୋଷ୍ଟ କଲେ ବିରାଟ କୋହଲି: କହିଦେଲେ ହୃଦୟର କଥା

ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025 ଚାମ୍ପିୟନ୍‌ ହୋଛି। ଏହି ଐତିହାସିକ ବିଜୟ ପରେ, ଦଳର ସବୁଠାରୁ ବରିଷ୍ଠ ଖେଳାଳି ବିରାଟ କୋହଲି ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜର ଭାବନା ଶେୟାର କରିଥିଲେ। ୪ ଜୁନ…

IPLରେ ଚାମ୍ପିଅନ ହେବା ପରେ RCBର କଲା ବଡ଼ ଘୋଷଣା, ଚାରିଆଡେ ଚହଳ!

ବେଙ୍ଗାଲୁରୁ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶେଷରେ ତାହା କଲା ଯାହା ପାଇଁ ସେମାନଙ୍କର ପ୍ରଶଂସକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ। ସେମାନେ IPL ଟାଇଟଲ ଜିତିବାରେ ସଫଳ ହେଲେ, ଯାହା ସେମାନେ 6256 ଦିନ ଅର୍ଥାତ 17 ବର୍ଷ ଧରି…

କାହିଁକି ‘୧୮ ନମ୍ବର’ ବିରାଟ କୋହଲିଙ୍କ ପାଇଁ ଖାସ୍‌: ନିଜେ କଲେ ଖୁଲାସା

ଅହମଦାବାଦ,୪।୬: IPL 2025ର ଫାଇନାଲରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଏହି ଟୁର୍ନାମେଣ୍ଟର ଟ୍ରଫି ଜିତିଥିଲା। RCB ର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଟ୍ରଫି ବିରାଟ କୋହଲିଙ୍କ ପାଇଁ ବହୁତ…

RCBକୁ ଚାମ୍ପିୟନ୍‌ କରିବା ପରେ ବଡ଼ ଘୋଷଣା କଲେ ବିରାଟ କୋହଲି: ଯେପର୍ଯ୍ୟନ୍ତ IPL ଖେଳିବି…

ଅହମଦାବାଦ,୪।୬: ରାତି ୧୧.୨୦ରେ ବିରାଟ କୋହଲି ଅଧୈର୍ଯ୍ୟ ହୋଇପଡ଼ିଥିବା ତାଙ୍କ ଚେହେରାରୁ ବାରି ହୋଇ ପଡ଼ୁଥିଲା। ୧୧.୨୫ରେ ଜୋଶ ହାଜେଲଉଡ ସଫଳତାର ସହ ୨୦ତମ ଓଭରରେ ୨୯ ରନର ଡିଫେଣ୍ଡ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ ଜିତିବା ପରେ…

RCB ନୂଆ ଚାମ୍ପିୟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଅହମଦାବାଦ, ୪।୬-ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୮ତମ ସଂସ୍କରଣରେ ନୂଆ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ମଙ୍ଗଳବାର ଅନୁଷ୍ଠିତ ମେଗା ଫାଇନାଲରେ ଆର୍‌ସିବି ୬ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି।…

RCB ମାଲିକ କିଏ? ଫାଇନାଲ ପୂର୍ବରୁ ଯାହାଙ୍କ ହାତରେ ଲାଗିଲା ୨୨୦୦ କୋଟିର ଜ୍ୟାକ୍‌ପଟ୍‌;ଏବେ…

ନୂଆଦିଲ୍ଲୀ,୩।୬: IPL ୨୦୨୫ର ଫାଇନାଲ ଜିତି ନେଇଛି RCB। ମଙ୍ଗଳବାର ପଞ୍ଜାବ Kings XI ବିପକ୍ଷରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଆର୍‌ସିବି ଇତିହାସ ରଚିବାରେ ସଫଳ ହୋଇଛି। ତେବେ ଏହି ସିଜନଟି ୧୮ତମ ସିଜନ ଥିବା ବେଳେ ବିରାଟ କୋହଲିଙ୍କ…

୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB

ଅହମ୍ମଦାବାଦ, ୩।୬: ଦୀର୍ଘ ୧୭ ବର୍ଷ ପରେ ଇତିହାସ ରଚିଲା ଆର୍‌ସିବି। ଆଇପିଏଲ୍‌ ୨୦୨୫ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ଦଳ ସଫଳ ହୋଇଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ବିଜୟକୁ ନିଜ ନାମରେ କରିଛି। ପ୍ରଥମେ…

IPL ମହାମୁକାବିଲା: ପଞ୍ଜାବକୁ ମାତ୍ର ଏତିକି ରନ୍‌ର ଟାର୍ଗେଟ ଦେଲା RCB

ଅହମ୍ମଦାବାଦ,୩।୬: ଆଇପିଏଲ୍‌ ୨୦୨୫ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ୍‌ କରିଛି। ଫଳରେ ପଞ୍ଜାବ କିଙ୍ଗ୍ସକୁ ୧୯୧ ରନ୍‌ର ଟାର୍ଗେଟ ମିଳିଛି। ଆର୍‌ସିବି ପକ୍ଷରୁ ବିରାଟ କୋହଲି…

IPL final: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ RCB ଖେଳାଳି, ସ୍ୱାଗତ କଲା ବର୍ଷା

ଅହମ୍ମଦାବାଦ,୩।୬: ଆଇପିଏଲ ୨୦୨୫ର ମହାମୁକାବିଲା ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଖେଳାଳିମାନେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଛନ୍ତି। କିନ୍ତୁ ମ୍ୟାଚ ଆରମ୍ଭ ପୂର୍ବରୁ ଅହମ୍ମଦାବାଦରେ ବର୍ଷା ଆରମ୍ଭ ହୋଇଛି, ଯାହା ଫାଇନାଲ ମ୍ୟାଚ ଉପରେ ପ୍ରଭାବ ପକାଇବାର ଆଶଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?