ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ରାଗିଗଲା ପାକିସ୍ତାନ
ଇସଲାମାବାଦ୍,୧୧।୧୨:ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୈଧ ବୋଲି କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି। ଧାରା ୩୭୦ ଅସ୍ଥାୟୀ ଥିଲା। ସମ୍ବିଧାନର ସମସ୍ତ ବ୍ୟବସ୍ଥା ଜମ୍ମୁ କଶ୍ମୀରରେ ପ୍ରଯୁଜ୍ୟ ହେବ। ସୁପ୍ରିମକୋର୍ଟଙ୍କ…
ଭେଣ୍ଟିଲେଟରରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର, ପାକିସ୍ତାନରେ ଦିଆଯାଇଛି ବିଷ!
ନୂଆଦିଲ୍ଲୀ,୫।୧୨: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଲଶ୍କର-ଏ-ତୋଏବାର ଏହି ଆତଙ୍କବାଦୀଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି। ସେ ସେଠାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଅଛନ୍ତି। ତେବେ କୋଟ ଲାଖପତ ଜେଲରେ ବନ୍ଦୀ ଥିବା ମିରଙ୍କୁ ହଠାତ…
ପାକିସ୍ତାନକୁ ଲାଗିପାରେ ବଡ଼ ଝଟକା, ହାତରୁ ଖସିପାରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ ଅଧିକାର
ନୂଆଦିଲ୍ଲୀ, ୨୭।୧୧: ଏସିଆ କପ୍ ପରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର ଆସିଛି। ୨୦୨୫ ରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଅଧିକାର ହରାଇପାରେ ପାକିସ୍ତାନ। ହାଇବ୍ରିଡ ମଡେଲରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଦ୍ୱାରା…
ପାକିସ୍ତାନ ଟିମକୁ ଫେରିଲେ ଦୁଇ ଘାତକ ବୋଲର, ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୨୧।୧୧: ବିଶ୍ୱକପରେ ନିରାଶଜନକ ପ୍ରଦର୍ଶନ କରିବା ପରେ ଦଳର ଅଧିନାୟକ ବାବର ଆଜମ, ବୋଲିଂ କୋଚ୍ ମୋର୍ଣ୍ଣି ମର୍କେଲ ଇସ୍ତାଫା ଦେଇଛନ୍ତି। ଯାହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ପୁନର୍ଗଠନ ହୋଇଛି। ମଙ୍ଗଳବାର ଦିନ ପିସିବି ଉମର ଗୁଲଙ୍କୁ ଦ୍ରୁତ ବୋଲିଂ…
ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ରିଚ୍ଟର ସ୍କେଲରେ ତୀବ୍ରତା ୫.୨
ନୂଆଦିଲ୍ଲୀ, ୧୫।୧୧: ବୁଧବାର ସକାଳୁ ସକାଳୁ ପାକିସ୍ତାନରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ…
ପାକିସ୍ତାନ ଫେରିବା ପରେ ବଢୁଛି ନଓ୍ବାଜ ସରିଫ୍ଙ୍କ ଅଡୁଆ
ଇସ୍ଲାମାବାଦ,୧୧ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସମ୍ପତ୍ତି ଜବତ ପାଇଁ ପାକିସ୍ତାନର ଏକ ଉତ୍ତରଦାୟିତ୍ୱ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ଲାମାବାଦ ଆକାଉଣ୍ଟବିଲିଟି କୋର୍ଟର ବିଚାରପତି ମହମ୍ମଦ ବଶିର ଶୁକ୍ରବାର ୭୩ ବର୍ଷୀୟ ପାକିସ୍ତାନୀ ମୁସ୍ଲିମ୍ ଲିଗ୍-ନଓ୍ବାଜ (ପିଏମ୍ଏଲ୍-ଏନ୍) ସୁପ୍ରିମୋଙ୍କ ବିରୋଧରେ…
ହମାସ୍କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍
ଜେରୁଜେଲମ୍,୬ା୧୧: ହମାସ୍କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍କୁ ସମର୍ଥନ କରିଛନ୍ତି। ଏହି ସମୟରେ ପାକିସ୍ତାନ ମଧ୍ୟ ହମାସ୍…
ମଙ୍ଗଳବାରଠାରୁ ୧୭ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନରୁ କରାଯିବ ବିତାଡିତ
ଇସଲାମାବାଦ,୩୦।୧୦: ପାକିସ୍ତାନରେ ଅବୈଧ ଭାବେ ବାସ କରୁଥିବା ପ୍ରାୟ ୧୭ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ସମେତ ସମସ୍ତ ଶରଣାର୍ଥୀଙ୍କୁ ସ୍ବେଚ୍ଛାକୃତ ଭାବେ ଛାଡ଼ିବାର ସମୟସୀମା ମଙ୍ଗଳବାର (ଅକ୍ଟୋବର ୩୧ ଶେଷ ହୋଇଛି। ବୁଧବାରରୁ ଏଭଳି ଲୋକଙ୍କୁ ଦେଶରୁ ବିତାଡିତ କରାଯିବ। ଏକ୍ସପ୍ରେସ…
ମ୍ୟାଚ୍ ହାରିବା ପରେ ଭୋ-ଭୋ ହୋଇ କାନ୍ଦିଲେ ଆଫ୍ରିଦି; ଅଟକାଇ ପାରିଲେନି କୋଚ୍…
ନୂଆଦିଲ୍ଲୀ,୨୮।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ପାକିସ୍ତାନ ପରାଜୟର ସ୍ବାଦ ଚାଖିଛି। ଏହାକୁ ନେଇ ଦଳ ବେଶ ନିରାଶ ହୋଇଥିବା ବେଳେ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଲୁହକୁ ରୋକି ପାରି ନ ଥିଲେ। ଡଗ୍ଆଉଟ୍ରେ ବସିଥିବା…
ଖେଳାଳିଙ୍କୁ ପାଞ୍ଚ ମାସ ହେଲା ଦରମା ଦେଇନି ପାକିସ୍ତାନ ବୋର୍ଡ, ବଡ଼ ଅଭିଯୋଗ ଲଗାଇଲେ ପୂର୍ବତନ ଅଧିନାୟକ
ନୂଆଦିଲ୍ଲୀ,୨୮/୧୦: ଶୁକ୍ରବାର ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ପାକିସ୍ତନର ସେମିଫାଇନାଲ ରାସ୍ତା ଏକ ପ୍ରକାର କଷ୍ଟକର ହୋଇପଡିଛି। ଏହାରି ମଧ୍ୟରେ ପାକିସ୍ତାନ ଖେଳାଳିଙ୍କ ସହିତ ଜଡିତ ଏକ ଖବର ଆସିଛି ଯାହା ଖେଳାଳୀଙ୍କର ପ୍ରଦର୍ଶନ ଉପରେ ପ୍ରଭାବ ପକାଉଥିବା କୁହାଯାଉଛି।…
‘ଦିନକୁ ୮ କେଜି ମଟନ୍ ଖାଉଛନ୍ତି’: ଆଫଗାନିସ୍ତାନଠାରୁ ହାରିବା ପରେ ପାକିସ୍ତାନ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଲେ ୱାସିମ ଆକ୍ରାମ
ନୂଆଦିଲ୍ଲୀ,୨୪/୧୦: ସୋମବାର ଦିନ ଚେନ୍ନାଇରେ ଅନୁଷ୍ଠିତ ବିଶ୍ୱକପ ୨୦୨୩ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ପୂର୍ବତ୍ତନ ଚାମ୍ପିୟାନକୁ ୨ ଉଇକେଟରେ ପରାସ୍ତ କରିଛି। ଯାହାକୁ ପ୍ରଶଂସକ ଏବଂ ପାକିସ୍ତାନର ପୂର୍ବତ୍ତନ ଖେଳାଳିମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହି ପରାଜୟ ପରେ ପାକିସ୍ତାନର…
ବିଶ୍ୱକପ ୨୦୨୩: ଇତିହାସ ରଚିଲା ଆଫଗାନିସ୍ତାନ, ପାକିସ୍ତାନକୁ ୮ ୱିକେଟ ହରାଇଲା
ଚେନ୍ନାଇ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟକୁ ହାସଲ କରିଛି। ଲଗାତାର ପରାଜୟ ପରେ ପାକିସ୍ତାନର ବିଶ୍ୱକପ ଅଭିଯାନ ବର୍ମାନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୮୩ ରନ୍ର ଟାର୍ଗେଟକୁ ପିଛା…

