Tag Archives: PAKISTAN

ଝିଅ ମ୍ୟାରିଅମକୁ ଉତ୍ତରାଧିକାରୀ କରିବାକୁ ସଙ୍କେତ ଦେଲେ ନଓ୍ବାଜ ସରିଫ

ଇସଲାମବାଦ,୨୨।୧୦: ପାକିସ୍ତାନର ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସ୍ବଦେଶକୁ ଫେରିବା ପରେ ଲାହୋରରେ ପ୍ରଥମେ ରାଜନୈତିକ ସମାବେଶରେ ଯୋଗ ଦେଇଛନ୍ତି। ଆଗାମୀ ପାକିସ୍ତାନ ନିର୍ବାଚନରେ ସେ ନିଜ ଦଳ ମୁସଲିମ ଲିଗ୍‌ ପକ୍ଷରୁ ଲଢିବେ। ପୁଣି ଚତୁର୍ଥ ଥର ପାଇଁ…

ଚାରି ବର୍ଷ ପରେ ଲଣ୍ଡନରୁ ପାକିସ୍ତାନ ଆସିଲେ ନୱାଜ ଶରିଫ, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୧/୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଦୀର୍ଘ ଚାରି ବର୍ଷ ପରେ ଲଣ୍ଡନରୁ ସ୍ୱଦେଶ ଫେରିଛନ୍ତି। ଶନିବାର ଅପରାହ୍ନରେ ନୱାଜ ପାକିସ୍ତାନରେ ପହଞ୍ଚିବା ପରେ ଦଳୀୟ ନେତାମାନେ ଜୋରଦାର ସ୍ୱାଗତ ସହିତ ତାଙ୍କୁ ପାଛୋଟି ନେଇଥିଲେ। ନୱାଜ ବିମାନ…

ପାକିସ୍ତାନରେ ପହଞ୍ଚିବେ ନଓ୍ବାଜ, ସ୍ବାଗତ ପାଇଁ ମୁସଲିମ ଲିଗ୍‌ କରିଛି ସ୍ବତନ୍ତ୍ର ପ୍ରସ୍ତୁତି

ଇସଲାମବାଦ,୨୧।୧୦: ୨୦୧୯ ପରଠାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଦେଶକୁ ଫେରୁଛନ୍ତି। ସେ ଦୁବାଇରୁ ଉମେଦ-ଇ-ପାକିସ୍ଥାନ ବିମାନରେ ପାକିସ୍ତାନକୁ ଯାତ୍ରା କରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ନୱାଜଙ୍କ ବିମାନ ପାକିସ୍ତାନର ଏୟାରସ୍ପେସ୍‌ରେ ପ୍ରବେଶ କରି ସାରିଛି।…

ଫେରୁଛନ୍ତି ନଓ୍ବାଜ: ଲାହୋରରେ ଆଲର୍ଟ ଜାରି

ଇସଲାମବାଦ,୨୦।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଶନିବାର ପାକିସ୍ତାନ ଫେରୁଛନ୍ତି। ବ୍ରିଟେନରେ ୪ବର୍ଷ ରହିବା ପରେ ସେ ସ୍ବଦେଶକୁ ଫେରିବେ। ପାକିସ୍ତାନରେ ୩ ୩ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ…

୧୪ଦେଶ ସହ ପାକିସ୍ତାନର ସମରାଭ୍ୟାସ

ଇସଲାମବାଦ,୧୭।୧୦: ପଡୋଶୀ ଦେଶ ପାକିସ୍ତାନ ୧୪ଟି ଦେଶ ସହ ମିଶି ସମରାଭ୍ୟାସ ଆରମ୍ଭ କରିଛି। ପିଏଏଫ ଅର୍ଥାତ ପାକିସ୍ତାନ ବାୟୁସେନା ଦ୍ୱାରା ଆୟୋଜିତ ସମରାଭ୍ୟାସରେ ଚାଇନା-ସାଉଦି ଆରବ ସମେତ ୧୪ଟି ଦେଶର ବାୟୁସେନା ଅଂଶଗ୍ରହଣ କରିଛନ୍ତ। ଏହି ସମରାଭ୍ୟାସ ମାଧ୍ୟମରେ ପିଏଏଫ…

ପାକିସ୍ତାନରେ ଘୂର୍ଣିଝଡର ତାଣ୍ଡବ: ୩୯ ମୃତ

ଇସଲମାବାଦ, ୧୮।୪:ପାକିସ୍ଥାନର ବିଭିନ୍ନ ଜିଲାରେ ଘୂର୍ଣ୍ଣିଝଡ ସହ ବର୍ଷାର ତାଣ୍ଡବ। ଏଥିରେ ୩୯ଜଣଙ୍କ ମୃତ୍ୟୁ ଘଟିଛି। ୧୩୫ରୁ ଅଧିକ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଗଛ ଏବଂ ଘର ଭାଙ୍ଗି ପଡିଛି। ପ୍ରର୍ବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?