Tag Archives: PAKISTAN

ଭାରତ କି ଆମେରିକା ନୁହେଁ, ଏହି ଦେଶରେ ରହିଛି ସ୍ପିଡ୍‌ ଇଣ୍ଟରନେଟ୍‌ ସେବା, ଜାଣନ୍ତୁ ତାଲିକାରେ ଅଛି କି ପାକିସ୍ତାନ…

ଆଜିର ଡିଜିଟାଲ ଯୁଗରେ ସ୍ପିଡ୍‌ ନେଟ୍‌ଓ୍ବର୍କ ଥିବା ଦେଶ ପ୍ରଯୁକ୍ତିବିଦ୍ୟା ପ୍ରଗତିର ମାପକାଠି ପାଲଟିଛି। ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ, ଆମେରିକା କିମ୍ବା ଭାରତ ଭଳି ବଡ଼ ଦେଶରେ ନିଶ୍ଚିତ ଭାବରେ ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛନ୍ତି। କିନ୍ତୁ…

ପାକିସ୍ତାନ ପରମାଣୁକୁ ନେଇ ସାଂଘାତିକ ଖବର! ଯୁଦ୍ଧ ସମୟରେ ହୋଇଥିଲା…

ଇସଲାମବାଦ,୨୪।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହା ସହିତ, ୧୩ଟି ଏୟାରବେସରୁ ୧୧ଟିକୁ ଟାର୍ଗେଟ କରାଯାଇଥିଲା। ଏହି ସମୟରେ, ସୋସିଆଲ ମିଡିଆରେ…

ସହଜରେ ପାକିସ୍ତାନକୁ ଛାଡ଼ିବନି ଭାରତ, FATFର ଓ୍ବାଚ୍‌ ଲିଷ୍ଟରେ ରଖିବା ପାଇଁ ଦେବ ବଳିଷ୍ଠ ପ୍ରମାଣ 

ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଏକ ଧ୍ୱସ୍ତ କରିଥିଲା ଭାରତ। ଏବେ ପୁଣି ନିଜର କବଜାକୁ ଆହୁରି କଠୋର କରିବାକୁ ଯାଉଛି। ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (FATF)ର ପରବର୍ତ୍ତୀ ବୈଠକରେ ପାକିସ୍ତାନକୁ ପୁଣି ଥରେ…

ସତ ମାନିଲା IMF! ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ କାହିଁକି ଦେଇଥିଲା ୧ ବିଲିୟନ ଡଲାରର ଋଣ…

ନୂଆଦିଲ୍ଲୀ,୨୩।୫: ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ…

ପାକିସ୍ତାନକୁ ହାତରେ ନ ମାରି ଭାତରେ ମାରିବ ଭାରତ: FATFର ଗ୍ରେ ତାଲିକାରେ ସାମିଲ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ପରେ ଭାରତ ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛି। ପାକିସ୍ତାନକୁ ଗ୍ରେ ତାଲିକାରେ ସାମିଲ କରିବା ପାଇଁ ଭାରତ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (FATF) ସହିତ କଥାବାର୍ତ୍ତା କରିବ ବୋଲି…

ଖୋଲିଲା ପାକିସ୍ତାନ ମିଛ ଦାବିର ବଡ଼ ଗୁମର, ସାଂସଦ କହିଲେ-ଭାରତରୁ ବୋମା କି ଲୋକ ପାକିସ୍ତାନ ଆକ୍ରମଣ ପାଇଁ ଆସୁନାହାଁନ୍ତି

ଇସଲାମାବାଦ,୨୩।୫: ଭାରତର ‘ଅପରେଶନ ସିନ୍ଦୂର’ ପରେ ପାକିସ୍ତାନ ସାଂସଦ ଉମର ଫାରୁକ ଦେଶର ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଉପରେ ସାର୍ବଜନୀନ ଭାବରେ ବର୍ଷିଛନ୍ତି। ସେ ବେଲୁଚିସ୍ତାନ ସମ୍ପର୍କରେ ତାଙ୍କ ସରକାରର ପର୍ଦ୍ଦାଫାସ ମଧ୍ୟ କରିଥିଲେ। ସେ କହିଥିଲେ ଯେ ଭାରତରୁ…

ଯେଉଁଠି ଦେଖିବୁ,ସେଠି ମାରିବୁ…ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୨୩।୫: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦର ‘ନିଶ୍ଚିତ ଅନ୍ତ’ ଚାହୁଁଛି ଏବଂ ଗତ ମାସରେ ପହଲଗାମରେ ହୋଇଥିବା ଯେକୌଣସି ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ପୁଣି ଥରେ…

ଆଖି ଦେଖାଇଲେ ତାଡ଼ି ଦେବୁ….ପାକିସ୍ତାନକୁ ଓ୍ବାର୍ନିଂ ଦେଲେ ଅନୁରାଗ

ନୂଆଦିଲ୍ଲୀ,୨୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ମାସ ପରେ ରାଜସ୍ଥାନର ବିକାନେର ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦକୁ ଦମନ କରିବା ପାଇଁ ଭାରତ ତାର ନୀତିରେ ପରିବର୍ତ୍ତନ କରିଛି।…

ପାକିସ୍ତାନ ମାଟିରେ ଥାଇ ଭାରତକୁ ଏମିତି ବଡ଼ ସୂଚନା ଦେଇଥିଲେ ଅଜିତ ଡୋଭାଲ: ନିମିଷକେ ଫସର ଫାଟିଥିଲା ପାକ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୨୨।୫: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭାରତର ଜେମ୍ସ ବଣ୍ଡ କୁହାଯାଏ। ତାଙ୍କୁ ଭାରତର ଶ୍ରେଷ୍ଠ ଗୁପ୍ତଚର ମଧ୍ୟ କୁହାଯାଏ। କାରଣ ଅଜିତ ଡୋଭାଲ ଯେଉଁ ପ୍ରକାରର କାରନାମା କରିଛନ୍ତି, ପାକିସ୍ତାନ ଏବେ ବି ତାଙ୍କ ନାମ ଶୁଣି…

ପାକିସ୍ତାନକୁ ପୁଣିଥରେ ବଡ଼ ଝଟକା ଦେଲା ଭାରତ, ନଷ୍ଟ ହେଲା ୫ ପୋଲିସ ପୋଷ୍ଟ ସହ ଗୋଟିଏ ଆତଙ୍କବାଦୀ ଲଞ୍ଚପ୍ୟାଡ

ନୂଆଦିଲ୍ଲୀ,୨୨।୫: ସୀମା ସୁରକ୍ଷା ବାହିନୀ (BSF) ଏକ ଅପରେଶନରେ ଜମ୍ମୁ ସୀମାରେ ପାଞ୍ଚଟି ପାକିସ୍ତାନୀ ପୋଷ୍ଟ ଏବଂ ଏକ ଆତଙ୍କବାଦୀ ଲଞ୍ଚପ୍ୟାଡ ଧ୍ୱଂସ କରିଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତ ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ଏବଂ…

ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚାଇନା, ତାଲିବାନ-ପାକିସ୍ତାନକୁ ଏକାଠି କରି…

ମୁମ୍ବାଇ, ୨୧।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ସହ ଆଲୋଚନା କରିବାର କିଛି ଦିନ ପରେ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ଇସଲାମାବାଦ ଓ…

ଭାରତଠାରୁ ଖାଇଲା ମାଡ, ଏବେ ବାହାଦୂରୀର ଢୋଲ ପିଟୁଛି ପାକିସ୍ତାନ: ଶହବାଜ ସରିଫ କହିଲେ, ‘ଯଦି ଭାରତ…’

ନୂଆଦିଲ୍ଲୀ/ଇସଲାମାବାଦ,୨୦।୫: ଅପରେଶନ ସିନ୍ଦୂର ସମୟରେ ଭାରତ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। ଏହା ପ୍ରଥମେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲା ଏବଂ ତା’ପରେ ପାକିସ୍ତାନ ସେନା ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା, କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?