Tag Archives: National

ଇତିହାସ ରଚିଲା ଇସ୍ରୋ, ଶ୍ରୀହରିକୋଟାରୁ ସଫଳତାର ସହ SpaDex Mission ଲଞ୍ଚ

ଶ୍ରୀହରିକୋଟା,୩୦।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସୋମବାର ଇତିହାସ ରଚିଛି। ଇସ୍ରୋ ସଫଳତାର ସହିତ ଏହାର ଉଚ୍ଚାଭିଳାଷୀ ମିଶନ PSLV-C60 SpaDeX ଆରମ୍ଭ କରିଛି। ଏହି ମିଶନ ସହିତ ଭାରତ ଦେଶମାନଙ୍କର ସିଲେକ୍ଟ କ୍ଲବରେ ଯୋଗ ଦେଇଛି, ଯେଉଁମାନେ...

ମନମୋହନଙ୍କୁ ନେଇ ସାରା ଦେଶ ଶୋକ ପାଳୁଥିବା ବେଳେ ଭିଏତନାମ ଗଲେ ରାହୁଲ ଗାନ୍ଧୀ, କଟାକ୍ଷ କଲା ଭାଜପା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ସୋମବାର ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକର କିଛି ଦିନ ପରେ ନୂଆ ବର୍ଷକୁ ସ୍ବାଗତ କରିବାକୁ ରାହୁଲ ଭିଏତନାମ ଯାଇଛନ୍ତି।...

ଗୋଟିଏ ଛୋଟ ପକ୍ଷୀ କିଭଳି ବିମାନ ଦୁର୍ଘଟଣାର କାରଣ ପାଲଟିଥାଏ? ବନ୍ଧୁକ ଗୁଳିଠାରୁ ଅଧିକ ଘାତକ

ଚଳିତ ବର୍ଷ ସବୁଠାରୁ ଦକ୍ଷିଣ କୋରିଆରେ ଏଯାବତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି।  ଜେଜୁ ଏୟାରଲାଇନ୍ସର ବିମାନ ବ୍ୟାଙ୍କକ୍‌ରୁ ଉଡ଼ାଣ ଭରିବା ପରେ ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ନିୟନ୍ତ୍ରଣ ହରାଇଥିଲା।...

ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି…

ନୂଆଦିଲ୍ଲୀ,୨୮।୧୨: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ୧୯୫୮ରେ ସେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଅଛନ୍ତି। ସେମାନେ ହେଲେ ଉପିନ୍ଦର ସିଂ, ଦମନ ସିଂ, ଅମୃତ ସିଂ। ସମସ୍ତେ ରାଜନୀତି...

ସେହି ୪ ଘଟଣା, ଯେବେ ଅପମାନର ବିଷ ପିଇ ବି ଦେଶ ପାଇଁ କାମ କରି ଚାଲିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୧୨: ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନ ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିଲେ। ତେବେ ଅର୍ଥନୀତି ଅଧ୍ୟୟନ କରିବା ପରେ ସାଧାରଣ ଜୀବନକୁ...

ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video

କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା ତାହା ଭଗବାନଙ୍କ ଉପରେ ନିର୍ଭର କରିଥାଏ। କାରଣ ବେଳେବେଳେ ମୃତ୍ୟୁ ଲୁଚିଛପି ଆସି...

ନାଗା ସାଧୁ କିଏ? ଜାଣନ୍ତୁ ଏମାନଙ୍କର ଜୀବନ ସହ ଜଡ଼ିତ ରହସ୍ୟମୟ କଥା…

ନୂଆଦିଲ୍ଲୀ,୨୪।୧୨: ଗଙ୍ଗା କୂଳରେ, ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଜିଇଁ ଉଠୁଥିବା ଶୀତୁଆ ସକାଳରେ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ପାଉଁଶ ବୋଳା ଉଲଗ୍ନ ଶରୀର, ଜଟାଭର୍ତ୍ତୀ କେଶ ଏବଂ ଆଖିରେ ନିଆରା ଚମକ ଦ୍ୱାରା ନାଗାସାଧୁ ମହାକୁମ୍ଭ...

କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…! 

କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ ମଧ୍ୟରୁ ସହରବାସୀଙ୍କ ହୃଦୟର ନିକଟତର ଥିବା ‘ହଳଦିଆ ଟ୍ୟାକ୍ସି’ ଇତିହାସ ପାଲଟିବାକୁ ଯାଉଛି।...

ତାଶି ନାମଗାଲ୍‌ କିଏ? ଯାହାଙ୍କ ନିଧନରେ ଶୋକବ୍ୟକ୍ତ କଲା ଭାରତୀୟ ସେନା, କାର୍‌ଗିଲ ଯୁଦ୍ଧରେ…

ନୂଆଦିଲ୍ଲୀ,୨୧।୧୨: କାର୍‌ଗିଲ ଯୁଦ୍ଧର ପ୍ରଚ୍ଛଦ ପଟର ନାୟକ ଆଉ ନାହାନ୍ତି। ୧୯୯୯ରେ କାର୍‌ଗିଲ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ବିଷୟରେ ଭାରତୀୟ ସୈନିକମାନଙ୍କୁ ସୂଚନା ଦେଇଥିବା ମେଷପାଳକ ତାଶି ନାମଗାଲ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଚଳିତ...

ନାତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅତୁଲ ସୁଭାଷଙ୍କ ମା’, ୩ ରାଜ୍ୟ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୨୦।୧୨: ବହୁଚର୍ଚ୍ଚିତ ଇଞ୍ଜିନିୟର ଅତୁଲ ସୁଭାଷ ମୋଦିଙ୍କ ଆତ୍ମହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଅତୁଲଙ୍କ ମା’ ନିଜର ୪ ବର୍ଷର ନାତିଙ୍କ କଷ୍ଟଡି ଦାବି କରିଛନ୍ତି। ଏହାକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ହରିୟାଣା ଏବଂ...

ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚିଲା ଠେଲାପେଲା କାଣ୍ଡ, ଜାଣନ୍ତୁ କେଉଁ କେଉଁ ଧାରାରେ ପଞ୍ଜିକୃତ ହେଲା ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: ସଂସଦରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଗୁରୁବାର ହୋଇଥିବା ମୁହାଁମୁହିଁ ସ୍ଥିତିକୁ ନେଇ ରାଜନୀତି ସରଗରମ ରହିଛି। ଘଟଣାକୁ ନେଇ ଉଭୟ ଦଳର ପ୍ରତିନିଧି ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚିଛନ୍ତି। ପ୍ରଥମେ ଭାଜପା ଏମ୍‌ପି ଅନୁରାଗ ଠାକୁର, ବନସୁରୀ...

ଅମିତ ଶାହାଙ୍କୁ ବଞ୍ଚାଇବା ଲାଗି ଷଡଯନ୍ତ୍ର ରଚିଛି ଭାଜପା; ଠେଲାପେଲାକୁ ନେଇ ପ୍ରିୟଙ୍କାଙ୍କ ବଡ଼ ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ଲଗାଯାଉଥିବା ଠେଲାପେଲା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏସବୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ଷା କରିବା ଲାଗି ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଏପରିକି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri