‘ନବକାର ମହାମନ୍ତ୍ର’ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ମୋଦି, ସାଧାରଣ ଜନତାଙ୍କ ମଝିରେ ବସି କଲେ ଜପ
ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜୈନ ଧର୍ମର ସବୁଠାରୁ ପବିତ୍ର ଏବଂ ସର୍ବବ୍ୟାପୀ ମନ୍ତ୍ର ନବକାର ମହାମନ୍ତ୍ରର ସାମୂହିକ ଜପରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସରଳତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।…
କିଏ ହେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ, ଫଡନଭିସଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୮।୪: ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ କିଏ ହେବ ଏନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛଇ। ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ ଫୋରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ ବିଷୟରେ ଉତ୍ତର ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ। ଏହା ସହିତ, ସେ ବିରୋଧୀ…
ପୁଣି ବଦଳିଗଲେ ନବୀନ! ମୋଦିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ନେଲା ବିଜେଡି
ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର ଧାର୍ମିକ ଓ ସମ୍ପତ୍ତି ଅଧିକାର ଉ ପରେ ଆଘାତ ଦେବ ବୋଲି ଦଳ ଅଭିଯୋଗ…
ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!
ଓ୍ବାଶିଂଟନ୍,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର ଘୋଷଣାକୁ ନେଇ ଅନେକ ଦେଶରେ ଉତ୍ତେଜନାର ବାତାବରଣ ରହିଛି। ଟ୍ରମ୍ପଙ୍କ ଘୋଷଣା ସହିତ ଅନେକ…
ଭାରତର ଶତ୍ରୁ ଦେଶକୁ ଝଟ୍କା ଦେଲା ଚାଇନା, କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ। କିନ୍ତୁ ଏବେ ଏହା କୁହାଯାଇପାରେ ଯେ ତାଙ୍କର ସମସ୍ତ ଜ୍ଞାନ ବ୍ୟର୍ଥ ଯାଇଛି କାରଣ…
ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ
ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ…
ହାସିନାଙ୍କୁ ଭାରତୀୟ ନାଗରିକତା, ମୋଦି ସରକାର ନେବେ ବଡ଼ ନିଷ୍ପତ୍ତି! ବାଂଲାଦେଶର ସବୁ ଚାଲ୍ ଫେଲ୍
ନୂଆଦିଲ୍ଲୀ,୨୩।୧: ଗତ ବର୍ଷ ଅଗଷ୍ଟ ୪ରେ ବାଂଲାଦେଶରେ ବଡ଼ ଧରଣର ହିଂସା ଘଟିଥିଲା। ଏହି ହିଂସା ଏତେ ତୀବ୍ର ହୋଇଥିଲା ଯେ ସରକାର ତଥା ଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ଛାଡିବାକୁ ପଡିଲା। ଏହି ହିଂସାରେ ଶହ ଶହ ଲୋକଙ୍କ…
‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରକୃତ ‘BOSS“
ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଫିଜି ଗଣରାଜ୍ୟର ପ୍ରଧାନମନ୍ତ୍ରୀ ସିଟେନି ଲିଗାମାମାଡ଼ା ରାବୁକା। ସେ ମୋଦିଙ୍କୁ ବିଶ୍ୱର ପ୍ରକୃତ ବସ୍(ମାଲିକ) ବୋଲି କହିଛନ୍ତି। ଏଥିସହ ସେ ମୋଦିଙ୍କ ସବ୍କା ସାଥ୍, ସବ୍କା ବିକାଶର ମଧ୍ୟ ପ୍ରଶଂସା କରିଛନ୍ତି।…
ଭିନେଶ ଫୋଗାଟଙ୍କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ, କହିଲେ ରଚିଛ ଇତିହାସ
ନୂଆଦିଲ୍ଲୀ, ୧୬।୦୮: ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇଥିବା ୧୧୭ ଭାରତୀୟ ଆଥଲେଟ୍ ଦଳ ସ଼୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଆୟୋଜିତ ଅଲିମ୍ପିକ୍ସରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଥିଲା । ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ତାଙ୍କର…
କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଏଣିକି ମିଳିବ ୧୦୯….
ନୂଆଦିଲ୍ଲୀ, ୧୧।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୧୦୯ ପ୍ରକାରର ଫସଲର ଉନ୍ନତ ବିହନର କିସମ୍ ଜାରି କରିଛନ୍ତି । ଏହି ବିହନ ଜଳବାୟୁ ଅନୁକୂଳ ଏବଂ…
ସଞ୍ଜୟ ସିଂଙ୍କ ବଡ଼ ବୟାନ: ଯେତେଦିନ ପର୍ଯ୍ୟନ୍ତ ମୋଦି ପଦରେ ରହିଥିବେ ସେତେଦିନ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୧୧ା୮: ହିଣ୍ଡେନବର୍ଗର ନୂଆ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିବା ପରେ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂ କେନ୍ଦ୍ର ସରକାର, ସେବି ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନିଷ୍ଠ ବନ୍ଧୁଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ…
ଅଗ୍ନିପଥ ଯୋଜନାକୁ ନେଇ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୬।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ତମ କାର୍ଗିଲ ବିଜୟ ଦିବସ ଅବସରରେ କାର୍ଗିଲ ଯୁଦ୍ଧ ସ୍ମାରକରେ ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ୨୬ ଜୁଲାଇ ୧୯୯୯ରେ ଭାରତ କାର୍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା । ଏହି…
Archives


