ଫାଇଟର ଜେଟରେ ଉଡିଲେ ପ୍ରଧାନମନ୍ତ୍ରୀ
ବେଙ୍ଗାଲୁରୁ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଛନ୍ତି। ସେ ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ସୁବିଧା ପରିଦର୍ଶନ କରିଥିଲେ। ପିଏମଓ ଅନୁଯାୟୀ ସେ ତେଜସ ଜେଟର ଉତ୍ପାଦନ ବା ମ୍ୟାନ୍ୟୁଫ୍ୟାକ୍ଚରିଂ ହବ ଯାଞ୍ଚ…
କଂଗ୍ରେସକୁ ଟାର୍ଗେଟ କଲେ ମୋଦି
ରାୟପୁର,୨।୧୧: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଛତିଶଗଡରେ ପହଞ୍ଚିଛନ୍ତି ଏବଂ ଗୁରୁବାର କାଂକେରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ସେ…
ସମ୍ବଲପୁରରେ ମୋଦି: ଚିଟ୍ଫଣ୍ଡରେ ଯିଏ ବୁଡ଼ିଛନ୍ତି, ସେ କେମିତି ଆପଣଙ୍କ କଥା ବୁଝିବେ
ଭୁବନେଶ୍ୱର,୧୬।୪(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ମଙ୍ଗଳବାର ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦ୍ବୋଧନ ଦେଇଛନ୍ତି। ସମ୍ବଲପୁରର ରେମେଡ୍ ଛକ ପଡ଼ିଆରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ…

