ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ପ୍ରସୂତି-ନବଜାତକଙ୍କ ମୃତ୍ୟୁ ନେଇ ଜେଲ୍ ଗଲେ ନର୍ସିଂହୋମ୍ ମାଲିକ
ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ରେ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଫେରାର…
ନାବାଳିକା ଅପହରଣକାରୀଙ୍କୁ ୭ ବର୍ଷ ଜେଲ୍ଦଣ୍ଡ ସହ…
କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ସାନସିଆଡ଼ିମାଳ ଗ୍ରାମର ଚିତ୍ତରଞ୍ଜନ ମହାନ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ତ ସହ ୫ହଜାର…
ଜେଲ୍ରେ କାହିଁକି କଏଦୀମାନଙ୍କୁ ପିନ୍ଧିବାକୁ ପଡ଼େ ଧଳାପଟି ଯୁକ୍ତ ଡ୍ରେସ୍, ଜାଣନ୍ତୁ ଏହା ପଛର କାରଣ…
ଅପରାଧୀଙ୍କୁ ନ୍ୟାୟପାଳିକା କଠୋର ଜେଲ ଦଣ୍ଡ ପ୍ରଦାନ କରେ। ଜେଲରେ କଏଦୀଙ୍କ ଖାଦ୍ୟ ଏବଂ ଜୀବନଯାପନ ସହିତ ଜଡ଼ିତ ସମସ୍ତ ନିୟମ ବି ବହୁ କଠୋର। ପ୍ରତ୍ୟେକ କଏଦୀଙ୍କ ପାଇଁ ସେଗୁଡ଼ିକୁ ପାଳନ କରିବା ବାଧ୍ୟତାମୂଳକ। ଆପଣ ଫିଲ୍ମରେ ଦେଖିଥିବେ, ଜେଲରେ…
ଏମିତି ଜେଲ୍, ଯେଉଁଠି କଏଦୀମାନଙ୍କ ଉପରେ ନ ଥାଏ କଟକଣା, ରୁହନ୍ତି ପରିବାର ସହ
ଜୟପୁର: ରାଜସ୍ଥାନରେ ଏକ ନିଆରା ଜେଲ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରୁହନ୍ତି। ଏହି ଜେଲରେ ଥିବା କଏଦୀମାନଙ୍କ ଉପରେ ବିଶେଷ କଟକଣା ନ ଥାଏ। ସେମାନେ ଅଟୋ ଚଳାଇ, ମକା ବିକ୍ରି କରି, ଟିଫିନ୍ ସେଣ୍ଟରରେ ଲୋକଙ୍କୁ…
‘ଭୋଟର ଲିଷ୍ଟରେ ନାମ ନ ଥିଲେ ଯିବାକୁ ପଡ଼ିବ ଜେଲ’, ବଡ଼ ଘୋଷଣା କଲେ ମମତା
କୋଲକାତା,୧୬।୭: ବୁଧବାର ଭାଜପା ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗଳା ଭାଷାଭାଷୀ ପ୍ରବାସୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କୋଲକାତାରେ ତୃଣମୂଳ କଂଗ୍ରେସର ଏକ ବିଶାଳ ପଦଯାତ୍ରାର ନେତୃତ୍ୱ ନେଇଥିଲେ। ମମତାଙ୍କ…
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୬ ମାସ ଜେଲ
ଢାକା,୨।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ଆହୁରି ବଢିଛି। ଅଦାଲତ ତାଙ୍କୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କୁ ଛଅ ମାସ ଜେଲଦଣ୍ଡ ଦିଆଯାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦଣ୍ଡର ନିଷ୍ପତ୍ତି…
ଜେଲରୁ ବାହାରିବେ ଇମ୍ରାନ! ଜାଣନ୍ତୁ କେଉଁ ମାମଲାରେ ମିଳିବ ଜାମିନ…
ଇସଲାମାବାଦ,୯।୬: ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଭାପତି ବାରିଷ୍ଟର ଗୌହର ଅଲି ଖାନ ଦାବି କରିଛନ୍ତି ଯେ ଦଳର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ଏବେ ଜାମିନ ମିଳିବ। ଏଥିପାଇଁ ଜୁନ ୧୧ ତାରିଖ ବହୁତ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ…
ଜେଲରେ ବନ୍ଧୁକ ଧରିଲେ କଏଦୀ, ଅଡୁଆରେ ପାକିସ୍ତାନ ସରକାର
ଇସଲାମାବାଦ,୩।୬: ପାକିସ୍ତାନର ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମଧ୍ୟ ଏହାକୁ ସମ୍ଭାଳି ପାରୁନାହାଁନ୍ତି। ଏଠାରେ, କରାଚୀର ମାଲିର ଜେଲରେ ବନ୍ଦୀ କଏଦୀମାନେ ବନ୍ଧୁକ ଉଠାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ହଠାତ ଜେଲରେ କଏଦୀ ଏବଂ ପୋଲିସ…
Operation Sindoor 2.0: କାଳେ ମୃତ୍ୟୁ ହେବ ଭାବି ଡରି ଗଲେଣି ଇମ୍ରାନ ଖାଁ! କହିଲେ, ‘ମୁକୁଳାଇ ଦିଅ, ଭାରତ ଯଦି…’
ଇସଲାମାବାଦ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ସବୁଠି ଭୟର ବାତାବରଣ ରହିଛି। ଏବେ ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ଶୁକ୍ରବାର ପାକିସ୍ତାନର ଏକ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ପାକିସ୍ତାନ…
ଦୁଇ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡାଦେଶ
ପାରଳାଖେମୁଣ୍ଡି,୨୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍. ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତରୁଣ କୁମାର ସେଠୀ ପୃଥକ୍ ଦୁଇଟି ଚୋରି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ସେ ଏହି ଦୁଇଟି ମାମଲାର…
ଶାନ୍ତି ମିଶ୍ର ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ଦଣ୍ଡ
ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରର ବହୁଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲା ଦୀର୍ଘ ୧୧ ବର୍ଷ ହେଲା କୋର୍ଟରେ ବିଚାରଣା ଚାଲିଥିବା ବେଳେ ଗୁରୁବାର ତାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ୧୧ ଜଣ…
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍ ଗଲେ ଦମ୍ପତି
ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଡ. ଅରୁଣ କୁମାର ସାହୁ ଜଣେ ସରକାରୀ କର୍ମଚାରୀ ଓ ତାଙ୍କ ସ୍ତ୍ରୀ’ଙ୍କୁ ଶନିବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ…
Archives


