Tag Archives: Iran

ଇରାନରେ ଫସିଛନ୍ତି ୯୦୦୦ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୧୨ା୩: ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇ କହିଛନ୍ତି, ଏହି ୯ ହଜାରଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ, କର୍ମଜୀବୀ ଏବଂ ତୀର୍ଥଯାତ୍ରୀ ଫସି…

ଟ୍ରମ୍ପଙ୍କ ଦାବିକୁ ନେଇ ଫାୟାର ହେଲା ଇରାନ, ଦେଲା ଏମିତି ଜବାବ

ତେହରାନ୍‌,୧୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଚାଲିଥିବା ଯୁଦ୍ଧ ଖୁବ ଶୀଘ୍ର ଶେଷ ହୋଇପାରେ, କିନ୍ତୁ ଇରାନ ଏହାକୁ ନେଇ ଏକ କଡ଼ା ଜବାବ ଦେଇଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ (IRGC) କହିଛି ଯେ ଯୁଦ୍ଧ…

ଆମେରିକା ଛାଡୁନି, ଇରାନ ନରମୁନି

ଓ୍ବାଶିଂଟନ୍‌ ,୧୦ା୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି ଚାଲିଛି। ରବିବାର ଇସ୍ରାଏଲ ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା…

ତୈଳ ଡିପୋ ଉପରେ ବୋମାମାଡ଼ ପରେ ଇରାନରେ ଏସିଡ୍‌ ବର୍ଷା

ତେହରାନ୍‌,୧୦ା୩: ଇରାନ ରାଜଧାନୀ ତେହରାନ୍‌ରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ ରାଜଧାନୀ ସହରକୁ ଘନ କଳାଧୂଆଁର ବାଦଲ ଢାଙ୍କି ରହିଥିବାବେଳେ ଦୃଶ୍ୟମାନତା ହ୍ରାସ…

ଇରାନର ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନେଇ

ତେହରାନ,୯।୩: ଇରାନର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଆସିଛି। ଆୟାତୋଲ୍ଲା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇଙ୍କୁ ଦେଶର ନୂତନ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି। ଇରାନର ବିଶେଷଜ୍ଞ ସଭା ତାଙ୍କ ପିତାଙ୍କ ମୃତ୍ୟୁର କିଛି ଦିନ ପରେ ଏହି ନିଷ୍ପତ୍ତି…

‘ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଥିଲା ଯୋଜନା’, ଇରାନୀ ଗୁପ୍ତଚର ଏଜେଣ୍ଟଙ୍କ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ

ଓ୍ବାଶିଂଟନ,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଜଣେ ପାକିସ୍ତାନୀ ନାଗରିକ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଇରାନୀ ଗୁପ୍ତଚର ଏଜେଣ୍ଟମାନେ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତି…

‘ଭୟାନକ ଆକ୍ରମଣ ବାକି ରହିଛି…’, ଇରାନ ସହିତ କ’ଣ କରିବ ଆମେରିକା? ଯୁଦ୍ଧ ପଛର ଯୋଜନା କହିଲେ ମାର୍କୋ ରୁବିଓ

ଓ୍ବାଶିଂଟନ,୩।୩: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଇରାନ ଉପରେ ଚାଲିଥିବା ଆମେରିକାର ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାର ପରିବର୍ତ୍ତନ କରିବା ନୁହେଁ, ବରଂ ଏହାର ବାଲିଷ୍ଟିକ କ୍ଷେପଣାସ୍ତ୍ର କ୍ଷମତାକୁ ନଷ୍ଟ କରିବା। ସେ ବ୍ୟାଖ୍ୟା କରିଛନ୍ତି…

କେତେଦିନ ଇରାନ ଉପରେ ବୋମା ବର୍ଷଣ କରିବେ ଟ୍ରମ୍ପ? ଲିକ୍‌ ହେଲା ପ୍ଲାନ, ଧୂଆଁମୟ ମିଡଲ ଇଷ୍ଟ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷ ଚାରି ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ। ପୂର୍ବରୁ, ଟ୍ରମ୍ପ କହିଥିଲେ ଯେ ଆମେରିକାର ବୋମାମାଡ଼ ସମ୍ପୂର୍ଣ୍ଣ…

‘ଆମେରିକା ସହିତ ଆଉ କୌଣସି ବୁଝାମଣା କରାଯିବ ନାହିଁ’, ଟ୍ରମ୍ପଙ୍କୁ ଇରାନର କଡ଼ା ବାର୍ତ୍ତା

ତେହରାନ୍‌,୨।୩: ଇସ୍ରାଏଲୀ-ଆମେରିକୀୟ ଆକ୍ରମଣରେ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଇରାନ ଏବେ ଯେକୌଣସି ମୂଲ୍ୟରେ ଏହାର ପ୍ରତିଶୋଧ ନେବାକୁ ସ୍ଥିର କରିଛି। ଏହା ଇରାନ ରାଜନୀତି ଏବଂ ଜାତୀୟ ସୁରକ୍ଷାର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ…

୧୨ ଘଣ୍ଟାରେ ଇରାନ୍‌ର ୯୦୦ ଠିକଣାରେ ବୋମାମାଡ଼

ତେହରାନ୍‌ ,୨ା୩: ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଗତ ୧୨ ଘଣ୍ଟା ମଧ୍ୟରେ ଇରାନ୍‌ର ପ୍ରମୁଖ ୯୦୦ ଠିକଣାରେ ବୋମାମାଡ଼ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ଇରାନ୍‌ର ସାମରିକ ପ୍ରତିଷ୍ଠାନ ଏବଂ ଅସ୍ତ୍ର ଭଣ୍ଡାର ରହିଛି। ଏହାମଧ୍ୟରେ ଇରାନର ଏକ ଯୁଦ୍ଧ…

ଇରାନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ, ଜରୁରୀକାଳିନ ପରିସ୍ଥିତି ଘୋଷଣା କରି…

ତେହରାନ,୨୮ା୨: ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ। ଯାହାକୁ ଏହା ‘ପୂର୍ବ ଆକ୍ରମଣ’ ବୋଲି କହିଛି। ଏହି ଘଟଣା ଅଞ୍ଚଳରେ ଉତ୍ତେଜନାକୁ ବୃଦ୍ଧି କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ସାରା ଦେଶରେ ବିଶେଷ ଏବଂ…

ଆମେରିକାକୁ ଖୋଲା ଧମକ ଦେଲା ଚାଇନା: ଇରାନ ଉପରେ ଆକ୍ରମଣ କଲେ…

ଓ୍ବାଶିଂଟନ୍‌,୨୬।୨: ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଚାଇନା ଖୋଲାଖୋଲି ଭାବରେ ଇରାନର ପକ୍ଷ ନେଇଛି। ଚାଇନା ୱାଶିଂଟନକୁ ଧମକ ଦେଇଛି ଯେ, ଯଦି ଆମେରିକା ତେହେରାନ ଆକ୍ରମଣ କରେ ତେବେ ତା’ର ବିରଳ ଧାତୁର ରପ୍ତାନି ତୁରନ୍ତ ବନ୍ଦ କରିଦିଆଯିବ। ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?