Tag Archives: Iran

ବିମାନ ବାତିଲ, ଆଲର୍ଟରେ ସାଉଦି-ୟୁଏଇ… କ’ଣ କରିବାକୁ ଯାଉଛି ଇରାନ?

ତେେହେରାନ,୧୧।୪: ଏପ୍ରିଲ ଆରମ୍ଭରେ ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ୨ ଇରାନ କମାଣ୍ଡୋ ଏବଂ ଅନ୍ୟ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଇରାନ ଇସ୍ରାଏଲଠାରୁ ପ୍ରତିଶୋଧ ନେବ ବୋଲି କହିଥିଲା।…

ପାକିସ୍ତାନ-ଇରାନ ମଧ୍ୟରେ ବଢ଼ିଲା ବିବାଦ: ଏୟାର ଷ୍ଟ୍ରାଇକ୍ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ

ନୂଆଦିଲ୍ଲୀ,୧୭।୧: ବାଲୁଚିସ୍ତାନ ପ୍ରଦେଶ ଉପରେ ଏୟାର ଷ୍ଟ୍ରାଇକ୍ କରିବା ପାକିସ୍ତାନ ବୁଧବାର ଇରାନରେ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି। ସେହିଭଳି ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ମଧ୍ୟ ବର୍ତ୍ତମାନ ନ ଫେରିବାକୁ କୁହାଯାଇଛି। ବାଲୁଚିସ୍ତାନରେ ଜୈଶ-ଉଲ-ଆଡଲ ଆତଙ୍କବାଦୀ ଗୋଷ୍ଠୀର ଦୁଇଟି “ଗୁରୁତ୍ୱପୂର୍ଣ୍ଣ”…

କବର ନିକଟରେ ବଡ଼ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ଅନେକ ଆହତ

ତେହରାନ,୩।୧: ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଥିଲା। ସୁଲେମାନୀଙ୍କ ମୃତ୍ୟୁର ଚତୁର୍ଥ…

ମେଟ୍ରୋ ଟ୍ରେନ୍‌ରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ, ପିନ୍ଧି ନ ଥିଲେ ହିଜାବ

ତେହରାନ,୨୮ା୧୦: ଇରାନର ରାଜଧାନୀ ତେହରାନରେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ସନ୍ଦେହଜନକ ଅବସ୍ଥାରେ ଆହତ ହୋଇଥିବା ଯୁବତୀ ଅରମିତା ଗେରାବନ୍ଦଙ୍କର ମୃତ୍ୟୁ ଘଟିଛି। ସେ ବିନା ହିଜାବରେ ମେଟ୍ରୋରେ ଯାତ୍ରା କରୁଥିଲେ। ଅରମିତା କିଛି ସପ୍ତାହ ହେଲା କୋମାରେ ଥିବା…

ଯୁଦ୍ଧ ବଢିଲେ ଏଥିରେ ଆମେରିକା ମଧ୍ୟ ଜଳିବ-ଇରାନ, କଡ଼ା ଜବାବ ଦେଲା ଆମେରିକା

ନୂଆଦିଲ୍ଲୀ,୨୮/୧୦: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଭିତରେ ପଶି ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସୈନ୍ୟ ପକ୍ଷରୁ ଗାଜା ପଟି ଏବଂ ଲେବନାନ ଆତଙ୍କୀ ସଂଗଠନ ଉପରେ ବୋମାମାଡ଼ ତୃତୀୟ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ କରୁଛି। ଏହାର କାରଣ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?