Tag Archives: Iran

‘ଆକ୍ରମଣ ବନ୍ଦ ହେବନି, ବରବାଦ ହେବ ଇରାନ’, କିଛି ବଡ଼ ଘଟଣା ଘଟାଇବ କି ଇସ୍ରାଏଲ?

ଜେରୁଜେଲମ,୧୫।୬: ରବିବାର ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ନୂଆ ଆକ୍ରମଣ ଆରମ୍ଭ କରି ଏକ ବ୍ୟାପକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ବିଶ୍ୱର ସର୍ବବୃହତ ଗ୍ୟାସ କ୍ଷେତ୍ର ଉପରେ ଆକ୍ରମଣ କରି ଇସ୍ରାଏଲ ଇରାନ ବିରୁଦ୍ଧରେ ତା’ର ଆଶ୍ଚର୍ଯ୍ୟଜନକ ଅଭିଯାନକୁ…

ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଇସ୍ରାଏଲ୍‌

ଜେରୁଜେଲମ/ତେହରାନ୍‌,୧୫ା୬: ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ବହୁ ବର୍ଷ ଧରି କୁହୁଳୁଥିବା ଧୂଅଁା ଏବେ ନିଅଁାର ରୂପ ନେଇ ବ୍ୟାପିବାରେ ଲାଗିଛି। ୨୦୨୩ ଅକ୍ଟୋବର ୭ରୁ ହାମାସ୍‌ ସହ ଯୁଦ୍ଧରତ ଥିବା ଇସ୍ରାଏଲ୍‌ ଜୁନ୍‌ ୧୩ରେ ଇରାନ୍‌ ଉପରେ ଅତର୍କିତ ଆକ୍ରମଣ…

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ: କଥା ନ ମାନିଲେ ହେବ ବୋମାମାଡ଼

ନୂଆଦିଲ୍ଲୀ,୩୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତିରେ ପହଞ୍ଚିବାକୁ ମନା କରେ, ତେବେ ସେ ଇରାନ ଉପରେ ବୋମା ପକାଇବା ବିଷୟରେ ବିଚାର କରିବେ। ଏକ ସାକ୍ଷାତକାରରେ…

ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍‌, ଉଚିତ ଜବାବ ଦିଆଯିବ…

ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଶନିବାର ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା…

୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି…

ଇରାନରେ ବିଷାକ୍ତ ମଦ ପିଇ ୨୬ରୁ ଅଧିକ ମୃତ

ତେହେରାନ, ୩।୧୦: ଇରାନରେ ମିଥାନୋଲ ମିଶ୍ରିତ ବିଷାକ୍ତ ମଦ ପିଇ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାନେଇ ଗୁରୁବାର ଦେଶର ସରକାରୀ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଇରାନର ମାଜନ୍ଦରାନ ଓ ଗିଲାନ୍‌ ରାଜ୍ୟ ଏବଂ ପଶ୍ଚିମ ଇରାନର…

ଏସବୁ ସ୍ଥାନରେ ବଡ଼ଧରଣର ଯୁଦ୍ଧ କରିବ ଇସ୍ରାଏଲ, ଭାଙ୍ଗିବ ଅର୍ଥନୀତିର ମେରୁଦଣ୍ଡ

ଜେରୁଜେଲମ୍‌,୨ା୧୦: ପଶ୍ଚିମ ଏସିଆ କିମ୍ବା ମଧ୍ୟ ପୂର୍ବରେ ଏକ ବଡ଼ ଯୁଦ୍ଧର ବିପଦ ରହିଛି। ଇରାନର ସହଯୋଗୀ ଦେଶମାନଙ୍କ ଉପରେ ଇସ୍ରାଏଲର କ୍ରମାଗତ ଆକ୍ରମଣ ପରେ ଇରାନ ପ୍ରତିକ୍ରିୟା ପ୍ରକାଶ କରିଛି। ହେଜବୋଲ୍ଲା ମୁଖ୍ୟ ହାସନ ନସରୁଲ୍ଲା ଏବଂ ଇସ୍‌ମାଇଲ ହାନିଆଙ୍କ…

ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ

ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ହିବ୍ରୁ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇଛି,…

ଇସ୍ରାଏଲ ଉପରେ ୪୦୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ

ନୂଆଦିଲ୍ଲୀ,୧ା୧୦: ମଧ୍ୟପ୍ରାଚ୍ୟର ବଢୁଥିବା ଉତ୍ତେଜନା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାରା ଦେଶରେ ସାଇରନ୍ ବାଜୁଥିବା ବେଳେ ବ୍ୟାପକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲା ​​ବୋଲି ଇସ୍ରାଏଲ୍ ସୈନ୍ୟବାହିନୀ କହିଛି।…

ଇସ୍ରାଏଲର ଜାଫାରେ ଆଖିବୁଜା ଗୁଳିମାଡ଼: ଅନେକ ଆହତ

ନୂଆଦିଲ୍ଲୀ,୧ା୧୦: ଇସ୍ରାଏଲର ରାଜଧାନୀ ତେଲ ଆଭିବ ନିକଟ ଜାଫାରେ ଆଖିବୁଜା ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ୭ ଜଣ ଆହତ ହୋଇଥିବା କୁହାଯାଉଛି। ଗୁଳିର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଗୋଟିଏ ପରେ ଗୋଟିଏ ଗୁଳିର…

ଇସ୍ରାଏଲ ଉପରେ ବାଲାଷ୍ଟିକ ମିସାଇଲ ଆକ୍ରମଣ କରିପାରେ ଇରାନ: ସତର୍କ କରାଇଲା ଆମେରିକା

ନୂଆଦିଲ୍ଲୀ,୧ା୧୦: ଲେବାନନରେ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନ ବାଲିଷ୍ଟିକ୍ ମିସାଇଲ ଆକ୍ରମଣ କରିବାକୁ ପ୍ରସ୍ତୁତ କରୁଛି। ଆମେରିକାର ଗୋଇନ୍ଦା ରିପୋର୍ଟ ଅନୁଯାୟୀ ଇରାନ ଯେକୌଣସି ସମୟରେ ମିସାଇଲ ଆକ୍ରମଣ କରିପାରେ। ହ୍ୱାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ…

ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ଅଧିକ ଶକ୍ତିଶାଳୀ ହେବ ହିଜବୁଲ୍ଲା, ନିଆଯିବ ନାସରାଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ

ନୂଆଦିଲ୍ଲୀ,୨୯।୯: ଇସ୍ରାଏଲର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ରକ୍ତ ଚାଉଳ ଚୋବାଉଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକି ଏକ ବିବୃତ୍ତିରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ନାସରାଲ୍ଲାଙ୍କ ମୃତ୍ୟୁ ପାଇଁ ପ୍ରତିଶୋଧ ନ ନେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?