Tag Archives: Iran

ଏଥର ବିଶ୍ୱଯୁଦ୍ଧ ନିଶ୍ଚିତ! ଆମେରିକା ବାୟୁସେନା ଘାଟି ଉପରେ ମିସାଇଲ ମାଡ଼ କଲା ଇରାନ

ନୂଆଦିଲ୍ଲୀ, ୨୩।୬: କାତାରର ରାଜଧାନୀ ଦୋହାରେ ସୋମବାର ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ରିଉଟର୍ସ ରିପୋର୍ଟ ଅନୁଯାୟୀ, କାତାରରେ ଥିବା ଆମେରିକା ପରିଚାଳିତ ଆଲ ଉଦେଇଦ ବାୟୁସେନା ଘାଟିକୁ ଲକ୍ଷ୍ୟ କରି ଇରାନ ମିସାଇଲ ଆକ୍ରମଣ ଆରମ୍ଭ କରିଥିବା ଜଣାପଡ଼ିଛି। ଆମେରିକୀୟ ରାଷ୍ଟ୍ରପତି…

ଇରାନରେ ଆଖିବୁଜା ମିଶାଇଲ ମାଡ଼ କଲା ଇସ୍ରାଏଲ, ୯୫୦ରୁ ଅଧିକ ମୃତ

ତେହେରାନ,୨୩।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନାରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ମାନବାଧିକାର ଗୋଷ୍ଠୀ ଅନୁଯାୟୀ, ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ ୯୫୦ଇରାନୀଙ୍କ ମୃତ୍ୟୁ ହୋଇଛି ଏବଂ ୩,୪୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।…

“ଅର୍ଥନୈତିକ ଆତ୍ମହତ୍ୟା”: ଇରାନର ହର୍ମୁଜ୍ ଜଳସନ୍ଧି ବନ୍ଦ ସମ୍ଭାବନା ଉପରେ ଆମେରିକାର ଚେତାବନୀ

ଓ୍ୱାଶିଂଟନ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାଇନାକୁ ଆହ୍ୱାନ ଦେଇଛନ୍ତି ଯେ, ସେମାନେ ଇରାନକୁ ହର୍ମୁଜ୍ ଜଳସନ୍ଧି ବନ୍ଦ ନ କରିବାକୁ ପ୍ରଭାବିତ କରନ୍ତୁ। ଆମେରିକାର ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଏହି ଜଳସନ୍ଧି…

ଆମେରିକା ଆକ୍ରମଣ ପରେ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ଅନୁମତି ଦେଲା ଇରାନ ସଂସଦ, ଭାରତ ପାଇଁ ବଡ ଝଟକା

ନୂଆଦିଲ୍ଲୀ, ୨୨।୬: ଇରାନର ସଂସଦ ରବିବାର ହର୍ମୁଜ୍ ଜଳସନ୍ଧି ବନ୍ଦ କରିବାକୁ ଅନୁମୋଦନ ଦେଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ନେବେ। ଆମେରିକା ଇରାନର ତିନୋଟି ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ପରେ ଏହି…

ଅପରେସନ ମିଡନାଇଟ ହାମର: ୨୫ ମିନିଟରେ ଇରାନର ତିନୋଟି ପରମାଣୁ ସ୍ଥାନକୁ କିପରି ଧ୍ୱଂସ କଲା ଆମେରିକା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଓ୍ୱାଶିଂଟନ,୨୨ା୬: ଆମେରିକା ଶନିବାର ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ—ଫୋର୍ଡୋ, ନାଟାନ୍ଜ ଓ ଇସଫାହାନ—ଉପରେ ଆକ୍ରମଣ କରିଥିବା ସାମରିକ ଅଭିଯାନକୁ ‘ଅପରେସନ ମିଡନାଇଟ ହାମର’ ନାମ ଦିଆଯାଇଛି। ଏହି ଅଭିଯାନ ୨୫ ମିନିଟରେ ସମ୍ପନ୍ନ ହୋଇଥିଲା ଏବଂ ଇରାନର ଆକାଶ ପ୍ରତିରକ୍ଷା…

ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷଣ କରିବାବେଳେ ଓ୍ବାର୍‌ ରୁମ୍‌ରେ ବସିଥିଲେ ଟ୍ରମ୍ପ, ସାମ୍ନାକୁ ଆସିଲା ଫଟୋ

ଓ୍ବାଶିଂଟନ,୨୨ା୬: ଯେତେବେଳେ ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷା କରୁଥିଲା ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଓ୍ବାର୍‌ ରୁମ୍‌ ବା ଯୁଦ୍ଧ କକ୍ଷରେ ଉପସ୍ଥିତ ଥିଲେ। ଏହି ସମୟର ଫଟୋ ଏବେ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା…

ଇରାନରେ ଟାର୍ଗେଟେଡ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ସିନିୟର ମିଲିଟ୍ରି ଅଧିକାରୀ ନିହତ, ରହିଛି ହମାସ ସହ କନେକ୍ସନ

ତେହେରାନ,୨୧।୬: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ସେମାନେ ଇରାନର ବରିଷ୍ଠ ସାମରିକ ସଦସ୍ୟ ସଇଦ ଇଜାଦିଙ୍କୁ ହତ୍ୟା କରିଛନ୍ତି। ଇଜାଦିଙ୍କ ଉପରେ ଇସ୍ରାଏଲ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ଅଭିଯୋଗ ଅଛି। ଇସ୍ରାଏଲ ଇରାନରେ ଏକ ଲକ୍ଷ୍ୟଭେଦୀ ବିମାନ ଆକ୍ରମଣରେ…

ରାଗିଗଲେ ସୋନିଆ: ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୋଦି ସରକାର ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୨୧।୬: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଇଂରାଜୀ ଖବରକାଗଜରେ ଏକ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ଇରାନ ଭାରତର ପୁରୁଣା ବନ୍ଧୁ ଏବଂ ଗଭୀର ସମ୍ପର୍କ ଦ୍ୱାରା ଆମ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତକୁ ଜୋରଦାର ଝଟ୍‌କା, ସୀମାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭାରତକୁ ବଡ଼ ଝଟ୍‌କା ଦେଇଛି। ଏହି ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କୁ ପ୍ରଭାବିତ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନ ଦେଇ ଯାଉଥିବା ଚାଉଳ ରପ୍ତାନି ବନ୍ଦ…

ଇରାନ ମିସାଇଲ ଆଗରେ ଫେଲ୍ ମାରିଲା ଇସ୍ରାଏଲର ଆଇରନ ଡୋମ, ଖୁଲାସା କଲେ ଅବସରପ୍ରାପ୍ତ ବ୍ରିଗେଡିୟର ଜେନେରାଲ

ନୂଆଦିଲ୍ଲୀ,୨୦ା୬: ଗତ ଆଠ ଦିନ ଧରି ଇସ୍ରାଏଲର ଖ୍ୟାତିସମ୍ପନ୍ନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ ଡୋମ’ ଇରାନର ବିଭିନ୍ନ ମିସାଇଲ ଆକ୍ରମଣର ମୁକାବିଲା କରି ଏକ ଅଭୂତପୂର୍ବ ପରୀକ୍ଷା ଦେଇ ଗତି କରୁଛି। ସଂଘର୍ଷ ଆଠ ଦିନରେ ପହଞ୍ଚିଥିବା ବେଳେ ଏହାର…

କ୍ଲଷ୍ଟର ବୋମା କ’ଣ? ଇସ୍ରାଏଲ ଉପରେ ଇରାନ ବ୍ୟବହାର କଲା ଏହି ଭୟଙ୍କର ଅସ୍ତ୍ର

ନୂଆଦିଲ୍ଲୀ,୨୦।୬: କ୍ଲଷ୍ଟର ବୋମା, ଯାହାକୁ କ୍ଲଷ୍ଟର ମ୍ୟୁନିସନ୍ସ ମଧ୍ୟ କୁହାଯାଏ, ଏକ ପ୍ରକାରର ବିସ୍ଫୋରକ ଅସ୍ତ୍ର ଯେଉଁଥିରେ ଏକ ବୃହତ ବୋମା ବା କ୍ଷେପଣାସ୍ତ୍ର ମଧ୍ୟରେ ଅନେକ ଛୋଟ ଛୋଟ ବିସ୍ଫୋରକ ଉପକରଣ (ବୋମ୍ବଲେଟ୍ସ) ଥାଏ। ଏହି ବୋମାଗୁଡ଼ିକ ବାୟୁମଣ୍ଡଳରେ ଖୋଲି…

‘ଆମକୁ ଆବଶ୍ୟକ ନାହିଁ ଆମେରିକାର ମଧ୍ୟସ୍ଥତା’, ଇରାନକୁ ଆଉ ଏକ ଚେତାବନୀ ଦେଲେ ନେତାନ୍ୟାହୁ, କହିଲେ…

ଜେରୁଜେଲମ,୨୦।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରଖିବା ପାଇଁ ଆମେରିକାର ସବୁଜ ସଙ୍କେତକୁ ଅପେକ୍ଷା କରିବ ନାହିଁ ଏବଂ ଇରାନର ସମସ୍ତ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?