Tag Archives: India

ଭାରତକୁ ବଡ ଝଟକା ଦେଲା ୟୁକ୍ରେନ: ୧ ଅକ୍ଟୋବରରୁ ଲାଗୁ କରିବ କଟକଣା, ଏବେ ମୋଦି ନେବେ ବଡ ପଦକ୍ଷେପ

ନୂଆଦିଲ୍ଲୀ,୧୫ା୯: ଅମେରିକା ସହ ନାଟୋ ଦେଶମାନଙ୍କ ରୁଷିଆ ତେଲ ବାବଦରେ ଭାରତ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଯୁକ୍ରେନ୍‌ ଭାରତରୁ ଡିଜେଲ୍‌ ଆମଦାନୀ ଉପରେ ରୋକ୍‌ ଲଗାଇଛି। ଯୁକ୍ରେନ୍‌ର ଏନର୍ଜି କନ୍ସଲ୍‌ଟେନ୍ସି ଏନ୍‌କୋର୍‌ (ଏନ୍‌କୋର୍‌) ସୋମବାର (୧୫ ସେପ୍ଟେମ୍ବର ୨୦୨୫) ଘୋଷଣା…

ଏସିଆ କପ୍‌ ୨୦୨୫: ସୁପର ୪ରେ ଭାରତ, ପାକିସ୍ତାନର ବଢ଼ିଲା ଚିନ୍ତା

ଦୁବାଇ,୧୫ା୯: ଏସିଆ କପ୍‌ ୨୦୨୫ରେ ସୋମବାର ମ୍ୟାଚ୍‌ ୭ରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଓମାନକୁ ୪୨ ରନରେ ପରାସ୍ତ କରିବା ପରେ ଭାରତ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନ…

ଏସିଆ କପ୍‌ ୨୦୨୫: ଏକପାଖିଆ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

ଦୁବାଇ,୧୪।୯: ଏସିଆ କପ୍‌ ୨୦୨୫ର ଗ୍ରୁପ୍‌ ଏ ମ୍ୟାଚ୍‌ରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାଜିତ କରି ଲଗାତାର ଦ୍ୱିତୀୟ ବିଜୟ ହାସିଲ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୨୭/୯ ରନ୍‌ ସ୍କୋର କରିଥିବା ବେଳେ ଭାରତ…

ଏସିଆ କପ୍‌ ୨୦୨୫: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍‌ କଲେନି ଦୁଇ ଅଧିନାୟକ

ନୂଆଦିଲ୍ଲୀ,୧୪।୯: ବହୁ ପ୍ରତିକ୍ଷିତ ଏସିଆ କପ୍‌ ୨୦୨୫ର ଗ୍ରୁପ୍‌ ଏ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ସଲମାନ୍‌ ଆଲୀ ଆଘା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ସୁର୍ଯ୍ୟକୁମାର୍‌ ଯାଦବଙ୍କ ନେତୃତ୍ୱାଧୀନ ଭାରତ ବନାମ ପାକିସ୍ତାନ…

India vs Pakistan: ପାକିସ୍ତାନ ସହ ଭାରତ ନ ଖେଳିଲେ କେତେ ଟଙ୍କାର କ୍ଷତି ସହିବ BCCI ?

ଦୁବାଇ,୧୪।୯: ଏପ୍ରିଲ୍‌ରେ ହୋଇଥିବା ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଏବେ ମଧ୍ୟ ରୋଷ ପ୍ରବଳ ରହିଛି। ଏହାର କାରଣରୁ ଏସିଆ କପ୍‌ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବୟକଟ୍‌ କରିବାକୁ ଦାବି ବଢ଼ିଛି। ସୋମବାର ରାତି ୮ଟାରେ ଆରମ୍ଭ ହେବାକୁ…

ଭାରତ ପରେ ଏବେ ଚାଇନା ଉପରେ ନଜର ପକାଇଲେଣି ଟ୍ରମ୍ପ, ନାଟୋ ଦେଶକୁ କହିଲେ…

ଓ୍ବାଶିଂଟନ,୧୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ୫୦ ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନାଟୋକୁ ଅପିଲ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଏହା ରୁଷିଆ ଉପରେ ଚାଇନାର ଆର୍ଥିକ ନିୟନ୍ତ୍ରଣକୁ ଦୁର୍ବଳ କରିବ ଏବଂ…

ଏସିଆ କପର ପ୍ରଥମ ମ୍ୟାଚରେ ଭାରତର ଐତିହାସିକ ରେକର୍ଡ, ଏପରି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଦଳ ୨୦୨୫ ଏସିଆ କପରେ ୟୁଏଇ ବିପକ୍ଷରେ ଏକ ଦୃଢ଼ ବିଜୟ ସହିତ ତା’ର ଯାତ୍ରା ଆରମ୍ଭ କରିଥିଲା। ଏହି ବିଜୟ ସହିତ, ଭାରତ ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏସିଆ କପ୍‌ରେ ସବୁଠାରୁ ବଡ଼ ବିଜୟ ହାସଲ…

CAFA Nations Cup 2025: ଓମାନକୁ ପେନାଲଟିରେ ହରାଇଲା ଭାରତ, ଗୁରପ୍ରୀତଙ୍କ ଚମତ୍କାର ପ୍ରଦର୍ଶନ

ତାଜିକିସ୍ତାନ,୮।୯: ଭାରତୀୟ ଫୁଟବଲ ଦଳ ସିଏଏଫଏ ନେସନ୍ସ କପ ୨୦୨୫ରେ ଐତିହାସିକ ସଫଳତା ହାସଲ କରି ଓମାନକୁ ପେନାଲଟି ଶୁଟଆଉଟରେ ୩-୨ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି। ସୋମବାର ହିସୋର ସେଣ୍ଟ୍ରାଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସ୍ଥାନ ପାଇଁ…

ଭାରତ-ଇସ୍ରାଏଲ ମଧ୍ୟରେ ବଡ଼ ଚୁକ୍ତି, ୩.୯ ବିଲିୟନ ଡଲାର ବାଣିଜ୍ୟ ପାଇଁ…

ନୂଆଦିଲ୍ଲୀ,୮।୯: ଭାରତ ଓ ଇସ୍ରାଏଲ ସୋମବାର ନୂଆଦିଲ୍ଲୀରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷର କରି ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି। ଏହି ଚୁକ୍ତି ଦ୍ୱାରା ପରସ୍ପର ନିବେଶକୁ ପ୍ରୋତ୍ସାହନ ଓ ସୁରକ୍ଷା ପ୍ରଦାନ କରାଯିବ। ଇସ୍ରାଏଲର ଅର୍ଥ ମନ୍ତ୍ରଣାଳୟ…

ପାର୍ବଣ ଋତୁରେ ଭାରତର ସହରାଞ୍ଚଳରେ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ: ରିପୋର୍ଟ

ନୂଆଦିଲ୍ଲୀ,୮।୯: ଆସନ୍ତା ପାର୍ବଣ ଋତୁରେ ସହରାଞ୍ଚଳ ଭାରତରେ ପ୍ରାୟ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଲୋକାଲସର୍କଲ୍ସର ଏକ ରିପୋର୍ଟ ପ୍ରକାଶ କରିଛି। ନିକଟରେ ଘୋଷଣା ହୋଇଥିବା ଜିଏସଟି ହାର ହ୍ରାସ ଯୋଗୁ ଆବଶ୍ୟକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଓ…

ଭାରତକୁ ଫେରିବ କି ଟିକ୍‌ଟକ୍‌ ? ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଖୁଲାସା

ନୂଆଦିଲ୍ଲୀ,୮।୯: ଭାରତ ସରକାର ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ସେ…

‘ଭାରତ ଉପରେ ଟାରିଫ ଲଗାଇବା ସମ୍ପୂର୍ଣ୍ଣ ଠିକ…’, ଜେଲନସ୍କିଙ୍କ ଚମକାଇବା ଭଳି ବୟାନ

କ୍ୱିଭ,୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଭାରୀ ଶୁଳ୍କ ଲଗାଇଛନ୍ତି। ସେହି ସମୟରେ, ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ ଶୁଳ୍କ ଉପରେ ସମର୍ଥନ କରିଛନ୍ତି। ଜେଲେନ୍ସକି କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?