‘ଭାରତ ନିଜ ବିମାନ ଧ୍ୱଂସାବଶେଷ ତଳେ ପୋତି ହୋଇଯିବ’
ଇସ୍ଲାମାବାଦ,୬ା୧୦: ଆଉ ଥରେ ସଂଘର୍ଷ ହେଲେ ଭାରତ ଏହାର ବିମାନଗୁଡ଼ିକର ଧ୍ୱଂସାବଶେଷ ତଳେ ପୋତି ହୋଇଯିବ ବୋଲି ରବିବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଧମକ ଦେଇଛନ୍ତି। ଏଥିସହ ଗତ ମେ’ରେ ‘ଅପରେଶନ୍ ସିନ୍ଦୂର’ ବେଳେ ପାକିସ୍ତାନ ଭାରତର ୬ଟି…
ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ୮୮ ରନ୍ରେ ହରାଇଲା ଭାରତ
କଲମ୍ବୋ,୫ା୧୦: ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାକିସ୍ତାନକୁ ୮୮ ରନ୍ରେ ପରାସ୍ତ କରି ଏକ ବିଶାଳ ବିଜୟ ହାସଲ କରିଛି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି…
ଭାରତ ଆସିବେ ତାଲିବାନ ବୈଦେଶିକ ମନ୍ତ୍ରୀ, ଚିନ୍ତାରେ ପାକିସ୍ତାନ
ନୂଆଦିଲ୍ଲୀ,୩।୧୦: ଆଫଗାନିସ୍ତାନରେ ୨୦୨୧ ଅଗଷ୍ଟରେ ତାଲିବାନ କ୍ଷମତା ଦଖଲ କରିବା ପରେ ପ୍ରଥମ ଥର ପାଇଁ ତାଲିବାନ ସରକାରର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ଅକ୍ଟୋବର ୯ରୁ ୧୬ ତାରିଖ ମଧ୍ୟରେ ଭାରତ ଗସ୍ତ କରିବେ। ଏହା ଭାରତ-ତାଲିବାନ ସମ୍ପର୍କରେ…
ଭାରତ କାହା ଆଗରେ ନଇଁବ ନାହିଁ: ଆମେରିକାକୁ ଚେତାବନୀ ଦେଲେ ପୁଟିନ
ମସ୍କୋ,୩।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଟାର୍ଗେଟ କରିଥିଲେ। ଆମେରିକା ଭାରତ ଏବଂ ଚାଇନାକୁ ରୁଷିଆର ଶକ୍ତି ସମ୍ପର୍କ ସମାପ୍ତ କରିବାକୁ ଚାପ ପକାଇବାକୁ ଚାହୁଁଛି, କିନ୍ତୁ ଏପରି ପଦକ୍ଷେପ ଓଲଟା ପ୍ରଭାବ ପକାଇପାରେ ବୋଲି ପୁଟିନ ଆମେରିକାକୁ ଚେତାବନୀ…
ଡିସେମ୍ବରରେ ଭାରତ ଆସିବେ ପୁଟିନ୍: ଯୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଗସ୍ତ
ନୂଆଦିଲ୍ଲୀ,୧।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୨୩ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ୫-୬ ଡିସେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୨ ଫେବ୍ରୁଆରୀରେ ଯୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଏହା ତାଙ୍କର ନୂଆଦିଲ୍ଲୀର ପ୍ରଥମ ଗସ୍ତ। କ୍ରେମ୍ଲିନ୍ ପୂର୍ବରୁ…
ଏସିଆ କପ୍ ଟ୍ରଫି ନେଇ ବିବାଦ: ମୋହସିନ ନାକଭିଙ୍କ ସର୍ତ୍ତ, ଭାରତୀୟ ଦଳକୁ ଟ୍ରଫି ଫେରାଇବେ କିନ୍ତୁ…
ନୂଆଦିଲ୍ଲୀ,୩୦।୯: ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇ ବିଜୟୀ ହୋଇଥିଲେ ମଧ୍ୟ, ଏସିଆନ୍ କ୍ରିକେଟ୍ କାଉନସିଲ (ଏସିସି) ଅଧ୍ୟକ୍ଷ ମୋହସିନ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ଭାରତୀୟ ଦଳ ମନା କରିବା ପରେ ବିବାଦ…
ଭାରତୀୟ ପରିବାରର ସମ୍ପତ୍ତି ୨୦୨୪ରେ ୧୪.୫% ବୃଦ୍ଧି ପାଇଛି, ଗତ ୮ ବର୍ଷରେ ସର୍ବାଧିକ: ରିପୋର୍ଟ
ନୂଆଦିଲ୍ଲୀ,୨୯।୯: ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବଜାରଗୁଡ଼ିକ ମଧ୍ୟରୁ ଗୋଟିଏ ଭାବେ ଉଭା ହୋଇଛି। ଏକ ରିପୋର୍ଟ ୨୦୨୫ ଅନୁଯାୟୀ, ୨୦୨୪ରେ ଭାରତୀୟ ପରିବାରଗୁଡ଼ିକର ଆର୍ଥିକ ସମ୍ପଦ ବାର୍ଷିକ ହିସାବରେ ୧୪.୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା…
ଭାରତକୁ ଆଉ ମିଳିବ ନାହିଁ ଏସିଆ କପ ଟ୍ରଫି? ଜାଣନ୍ତୁ କ’ଣ ରହିଛି ICCର ନିୟମ
ଦୁବାଇ,୨୯।୯: ଭାରତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ନବମ ଏସିଆ କପ ଟାଇଟଲ ଜିତିଥିଲା। ଫାଇନାଲ ଏକ କଡ଼ା ପ୍ରତିଯୋଗିତା ଥିଲା, ପାକିସ୍ତାନ ଜିତିବା ପରି ମନେ ହେଉଥିଲା, କିନ୍ତୁ ଶେଷରେ ଟିମ ଇଣ୍ଡିଆ ବିଜୟୀ ହୋଇଥିଲା। ଆଶା ଅନୁଯାୟୀ, ବିଜୟୀ…
ଟୁର୍ନାମେଣ୍ଟରେ ମାତ୍ର ଗୋଟିଏ ବଲ୍ ଖେଳି ଭାରତକୁ ଚାମ୍ପିଅନ୍ କରାଇଲେ ଏହି ଖେଳାଳି: ଜୀବନରେ ଭୁଲି ପାରିବନି ପାକିସ୍ତାନ
ଦୁବାଇ,୨୯।୯: ରିଙ୍କୁ ସିଂହ ସମଗ୍ର ଏସିଆ କପ୍ରେ କେବଳ ଗୋଟିଏ ବଲ ଖେଳିଥିଲେ ଏବଂ ପାକିସ୍ତାନ ବିପକ୍ଷ ଫାଇନାଲ୍ରେ ସେହି ବଲ୍ରେ ବିଜୟୀ ଚୌକା ମାରି କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଜୀବନବ୍ୟାପୀ ସ୍ମୃତି ପାଲଟି ଯାଇଥିଲେ। ପାକିସ୍ତାନ ବିପକ୍ଷ ଫାଇନାଲ…
ଭାରତକୁ କେବେ ମିଳିବ ବିଜେତା ଟ୍ରଫି, ମୋହସିନ ନକଭିଙ୍କୁ ଅଲ୍ଟିମେଟମ ଦେଲା BCCI
ଦୁବାଇ,୨୯।୯: ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଚାମ୍ପିଅନ ହୋଇଛି। କିନ୍ତୁ ପରେ ସେମାନଙ୍କୁ ଟ୍ରଫି ପାଇବାରୁ ବଞ୍ଚିତ କରାଯାଇଛି। ଭାରତୀୟ ଦଳ ଏସୀୟ କ୍ରିକେଟ ପରିଷଦ (ACC)ର ସଭାପତି ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା…
ଏସିଆ କପ୍ ଫାଇନାଲ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଦୁବାଇ,୨୮।୯: ଏସିଆ କପ୍ ୨୦୨୫ର ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଏହି ୪୧ ବର୍ଷିୟ ଟୁର୍ନାମେଣ୍ଟର ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇ ଚିରପ୍ରତିଦ୍ୱନ୍ଦୀ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି। ଭାରତୀୟ ଅଧିନାୟକ…
ଭାରତର ଏହି ତିନି ରାଜ୍ୟର ଲୋକେ ସପୂର୍ଣ୍ଣ ଶିକ୍ଷିତ, ଜାଣନ୍ତୁ କିପରି ହାସଲ କଲେ ଏହି ସଫଳତା
ନୂଆଦିଲ୍ଲୀ,୨୮।୯: ମିଜୋରାମ, ଗୋଆ ଓ ତ୍ରିପୁରା ଦୀର୍ଘ ବର୍ଷର ସରକାରୀ ଉଦ୍ୟମ, ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ଆଧୁନିକ ଟେକ୍ନୋଲୋଜି-ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ସାକ୍ଷରତା ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ULLAS) ଏହି…

