Tag Archives: India

ଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଚେତାବନୀ ଦେଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୨୮।୯: ଏସିଆ କପ ୨୦୨୫ର ଫାଇନାଲ ପୂର୍ବରୁ, ପୂର୍ବତନ ଭାରତୀୟ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ପାକିସ୍ତାନକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତୀୟ ଦଳର ବ୍ୟାଟିଂରେ ଏବେ ବି ପ୍ରଚୁର ଶକ୍ତି…

ଡିଜିଟାଲ୍ ପେମେଣ୍ଟରେ ବଦଳୁଛି ଭାରତ: ପ୍ରତି ୧୦୦ ଟଙ୍କାରେ ୭୪ ଟଙ୍କା ଡିଜିଟାଲ୍ କାରବାର

ମୁମ୍ବାଇ,୨୮।୯: ଭାରତର ସହରାଞ୍ଚଳଗୁଡ଼ିକରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଇଛି, ଯାହା ଦୈନନ୍ଦିନ କିଣାକିଣିରେ ନଗଦ ଟଙ୍କାର ପ୍ରାଧାନ୍ୟକୁ ପରିବର୍ତ୍ତନ କରୁଛି। ମୁମ୍ବାଇସ୍ଥିତ ସଂସ୍ଥା ‘ନିଓଗ୍ରୋଥ୍’ ଦ୍ୱାରା ପରିଚାଳିତ ‘ନିଓଇନ୍‌ସାଇଟ୍‌ସ’ର ନବମ ସଂସ୍କରଣ ‘ହାଓ ଇଣ୍ଡିଆ ପେଜ୍’ ଅନୁସାରେ, ଦେଶର…

ଭାରତର ଔଷଧ ଉଦ୍ୟୋଗକୁ ବଡ଼ ଝଟକା, ୧୦୦% ଟାରିଫ୍ ଲଗାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୬।୯: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟେଡ୍ ଔଷଧର ଆମଦାନୀ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି। ଏହା ୨୦୨୫ ଅକ୍ଟୋବର ୧ ଠାରୁ କାର୍ଯ୍ୟକାରୀ ହେବ। ଅମେରିକା ସହ ବ୍ୟବସାୟରେ ଅତ୍ୟନ୍ତ ନିର୍ଭରଶୀଳ…

ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆକୁ ପାଣ୍ଠି ଯୋଗାଉଛନ୍ତି ଭାରତ-ଚାଇନା: ଟ୍ରମ୍ପ

ନ୍ୟୁୟର୍କ,୨୩।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ଭାରତ ଓ ଚାଇନାକୁ ରୁଷିଆ ଯୁକ୍ରେନ୍‌ ଆକ୍ରମଣର ‘ପ୍ରାଥମିକ ଅନୁଦାନକାରୀ’ ବୋଲି ଅଭିଯୋଗ କରିଛନ୍ତି। ରୁଷୀୟ ତୈଳ-ଗ୍ୟାସ୍‌ ଆମଦାନି ଯୋଗୁଁ ମସ୍କୋର ଯୁଦ୍ଧକୁ ସମର୍ଥନ…

ଜାତିସଂଘର ପୁଣି ଦୋହରାଇଲେ ଟ୍ରମ୍ପ, ‘ମୁଁ ଶେଷ କରିଛି ଭାରତ-ପାକିସ୍ତାନ ଯୁଦ୍ଧ’

ନୂଆଦିଲ୍ଲୀ,୨୩ା୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ୭ ମାସରେ ୭ଟି ‘ଅନ୍ତହୀନ’ ଯୁଦ୍ଧ ସମାପନ କରିବାର ଦାବି କରିଛନ୍ତି। “ସେମାନେ କହୁଥିଲେ ଏହା ଅସମ୍ଭବ, କିଛି ୩୧ ବର୍ଷ, ଗୋଟିଏ ୩୬…

ଏଇ ଭାରତରେ

ମାତ୍ର ୮୦ ବର୍ଗଫୁଟର ଘରେ ମାଇକ୍ରୋଗ୍ରୀନ ଚାଷ କରି ମାସକୁ ୫ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଅଜୟ ଗୋପୀନାଥ। ମାଇକ୍ରୋଗ୍ରୀନ୍‌ (ବିଭିନ୍ନ ଶସ୍ୟର ମଞ୍ଜିରୁ ଗଜା ହେବା ପରେ କଅଁଳ ଅବସ୍ଥାର ଛୋଟ ଗଛ)କୁ ବିଶେଷ…

ପୁଣି ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ କଲେ ନାହିଁ, ତେଜିଲା ବିବାଦ

ଦୁବାଇ,୨୧।୯: ଏସିଆ କପ ୨୦୨୫ ସୁପର-୪ ମ୍ୟାଚରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଟସ୍ ସମୟରେ ପୁନର୍ବାର ହ୍ୟାଣ୍ଡସେକ କରିନଥିଲେ। ଏହା ପୂର୍ବ ମ୍ୟାଚରେ ମଧ୍ୟ ଦେଖାଯାଇଥିଲା, ଯେତେବେଳେ ଭାରତୀୟ ଦଳ ମ୍ୟାଚ…

ଏସିଆ କପ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଆବୁଧାବି,୨୧।୯: ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷ ମ୍ୟାଚରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ପୁନର୍ବାର ପାକିସ୍ତାନ ଅଧିନାୟକ ସଲମାନଙ୍କ ସହ ପାରମ୍ପରିକ ହ୍ୟାଣ୍ଡସେକ କରିନଥିଲେ। ସୂର୍ଯ୍ୟକୁମାର କହିଛନ୍ତି, “ଆମେ ପ୍ରଥମେ…

ପାକିସ୍ତାନ ସହ ବଡ ଚୁକ୍ତି କଲା ସାଉଦି, ଯୁଦ୍ଧ ହେଲେ ଭାରତ ବିରୋଧରେ…

ନୂଆଦିଲ୍ଲୀ,୧୮।୯: ସାଉଦି ଆରବ ଓ ପରମାଣୁ ଅସ୍ତ୍ରଧାରୀ ପାକିସ୍ତାନ ବୁଧବାର ‘ଷ୍ଟ୍ରାଟେଜିକ ମ୍ୟୁଚୁଆଲ ଡିଫେନ୍ସ ଏଗ୍ରିମେଣ୍ଟ’ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ଉଲ୍ଲେଖ ଅଛି ଯେ “ଯେ କୌଣସି ଦେଶ ଉପରେ ଆକ୍ରମଣକୁ ଉଭୟ ଦେଶ ଉପରେ ଆକ୍ରମଣ ଭାବେ ଗଣାଯିବ।” ଏହି…

ମୁଇଜୁଙ୍କ ଉପରେ ସୁନା କଳସ ଢାଲିଲା ଭାରତ, କଲା ଏମିତି କାମ ପାକିସ୍ତାନକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଲୀ,୧୮।୯: ଭାରତୀୟ ହାଇ କମିଶନ ଗୁରୁବାର (ସେପ୍ଟେମ୍ବର ୧୮, ୨୦୨୫)ରେ ଘୋଷଣା କରିଛନ୍ତି ଯେ ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ଭାବରେ ମାଳଦ୍ୱୀପର ୫୦ ନିୟୁତ ଆମେରିକୀୟ ଡଲାର ସରକାରୀ ବଣ୍ଡ (ଟି-ବିଲ)କୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛି।…

ପାକିସ୍ତାନ ମୁଣ୍ଡ କାମ କରୁନି, ବଏକଟ ଖବର ମଧ୍ୟରେ ଏସିଆ କପ୍ ଅୟୋଜକଙ୍କୁ କଲା ଏପରି ଅନୁରୋଧ

ଦୁବାଇ,୧୭।୯: ଶେଷରେ ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରେ UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍ ମ୍ୟାଚ ଖେଳିବାକୁ ଷ୍ଟାଡିୟମ ଅଭିମୁଖେ ବାହାରିଛି। ପୂର୍ବରୁ ଭାରତ ବିପକ୍ଷ ମ୍ୟାଚରେ ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ହାତ ମିଳାଇବା ବିବାଦ ପରେ…

ଭାରତରେ କ୍ରୋନିକ୍‌ ଡିଜିଜ୍‌ ମୃତ୍ୟୁ ବଢ଼ିଛି

ନୂଆଦିଲ୍ଲୀ, ୧୬ା୯ (ପି.ଟି.): କ୍ୟାନ୍‌ସର, ହୃଦ୍‌ରୋଗ ପରି କ୍ରୋନିକ୍‌ ଡିଜିଜ୍‌ (ଦୀର୍ଘକାଳୀନ ରୋଗ)ରେ ମୃତ୍ୟୁ ସମ୍ଭାବନା ବଢ଼ିଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ରହିଛି। ଲାନ୍‌ସେଣ୍ଟ ପତ୍ରିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନ ସୋମବାର ପ୍ରକାଶ ପାଇଛି। ଅଧ୍ୟୟନ ଅନୁଯାୟୀ, ୨୦୧୦ରୁ ୨୦୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?