Tag Archives: India

ମହିଳା ଦିନିକିଆ ବିଶ୍ୱକପ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ବର୍ଷା ସଙ୍କଟ

ମୁମ୍ବାଇ,୨୨।୧୦: ଗୁରୁବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମହିଳା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ବର୍ଷା ଯୋଗୁଁ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭ୍ୟାସ ବାତିଲ ହୋଇଛି। ମଙ୍ଗଳବାର ନଭି ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ହେବା କାରଣରୁ ଭାରତୀୟ…

‘କାବୁଲ୍ ଉପରେ କେହି ହୁକୁମ୍ ଚଲାଇ ପାରିବେନି’, ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ

କାବୁଲ୍,୨୧।୧୦: ଭାରତକୁ ଦୋଷ ଦେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପାଇଁ ଦାୟୀ କରିବା ଅଭିଯୋଗ ଉପରେ ତାଲିବାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ୍ କଡ଼ା ଜବାବ ଦେଇଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫଙ୍କ ବୟାନକୁ…

ଭାରତରେ ଦୀପାବଳି ବାଣ ପାଇଁ ପାକିସ୍ତାନରେ ବାଜିଲା ଆଲାରାମ୍, ଲାହୋରକୁ ସବୁଠୁ ବଡ କ୍ଷତି

ନୂଆଦିଲ୍ଲୀ,୨୧।୧୦: ଭାରତରେ ଦୀପାବଳି ପାଳନ ସମୟରେ ଫୁଟାଯାଇଥିବା ବାଣର ଧୂଆଁ ଓ ପ୍ରଦୂଷକ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ବ୍ୟାପିଛି। ଭାରତର ଉତ୍ତର ସହରରୁ ଆସୁଥିବା ପବନ ଏବଂ କମ୍ ବେଗରେ ପ୍ରବାହିତ ହେଉଥିବା ପବନ ଯୋଗୁଁ ପାକିସ୍ତାନରେ ବାୟୁ ଗୁଣବତ୍ତା ବହୁତ…

ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଅଭିଯୋଗ କଲା ଚାଇନା

ନୂଆଦିଲ୍ଲୀ,୨୦।୧୦: ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି। ଏହା…

ରୁଷିଆ ତେଲକୁ ନେଇ ପୁଣିଥରେ ଭାରତକୁ ଧମକାଇଲେ ଟ୍ରମ୍ପ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୧୦: ଦୀପାବଳିରେ ଭାରତର ଶୁଳ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ସେ ଚେତାବନୀ ଦେଇଥିଲେ ଯେ ଯଦି ଭାରତ ରୁଷିଆରୁ ତେଲ କିଣିବା ବନ୍ଦ ନ କରେ, ତେବେ ସେ ଆହୁରି ଶୁଳ୍କ ବୃଦ୍ଧି…

ରୋମାଞ୍ଚକର ମ୍ୟାଚ୍‌ରେ ୪ ରନ୍‌ରେ ଭାରତକୁ ହରାଇ ସେମିରେ ଇଂଲଣ୍ଡ,

ଇନ୍ଦୋର,୧୯ା୧୦: ମହିଳା ବିଶ୍ୱକପରେ ଭାରତ ଇଂଲଣ୍ଡ ଠାରୁ ୪ ରନରେ ହାରିଛି। ଶେଷ ୩ ଓଭରରେ ୨୭ ରନ ଦରକାର ଥିବା ବେଳେ ଦୀପ୍ତି ଶର୍ମାଙ୍କ ଉଇକେଟ ପଡ଼ିବା ପରେ ଭାରତ ହାରିଗଲା। ଇଂଲଣ୍ଡ ୫୦ ଓଭରରେ ୨୮୮ ରନ କରିଥିଲା,…

ଦୀପାବଳି ଆଲୋକରେ ଚମକୁଛି ଚାଇନା ଅର୍ଥନୀତି, ଦମ୍ ଦେଖାଇପାରୁନି ‘ମେକ୍‌ ଇନ୍‌ ଇଣ୍ଡିଆ’

ନୂଆଦିଲ୍ଲୀ,୧୯।୧୦: ଦୀପାବଳିରେ ବ୍ୟବହୃତ ଏଲଇଡି ଲାଇଟ୍ ଓ କନେକ୍ଟର ଭାରତର ଉତ୍ପାଦନ ବ୍ୟବସ୍ଥାରେ ଏକ ବଡ଼ ସମସ୍ୟା ବିଷୟରେ ଆଲୋକପାତ କରୁଛି। ଏହା ‘ମେକ୍‌ ଇନ୍‌ ଇଣ୍ଡିଆ’ ଓ ‘ସ୍ୱଦେଶୀ’ ଅଭିଯାନ ଉପରେ ପ୍ରଶ୍ନ ଉଠାଉଛି। ଦେଶର ବିଭିନ୍ନ ବଡ଼ ଇଲେକ୍ଟ୍ରିକାଲ…

ଆଫଗାନିସ୍ତାନଠାରୁ ମାଡ଼ ଖାଇବା ପରେ ବି ସୁଧୁରୁ ନାହିଁ ପାକିସ୍ତାନ, ଭାରତକୁ ନେଇ ଦେଲା ବାବାଦୀୟ ବୟାନ

ଇସଲାମାବାଦ,୧୭।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ଜାରି ରହିଛି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସଂଘର୍ଷ ଅକ୍ଟୋବର ୮ ତାରିଖରେ ଆରମ୍ଭ ହୋଇଥିଲା। ଏହି ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏହି ସଂଘର୍ଷକୁ ଭାରତ…

ଚିନ୍ତାରେ ପାକିସ୍ତାନ! ଏବେ ମନେ ପଡୁଛି ଭାରତ, କହିଲା ଭାରତ ଆମର ଶତ୍ରୁ ହୋଇପାରେ ହେଲେ…

ଇସଲାମାବାଦ,୧୭।୧୦: ଚାରି ଦିନର ରକ୍ତପାତ ଏବଂ ସୀମାପାର ଆକ୍ରମଣ ପରେ, ଶେଷରେ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ଏକ ଯୁଦ୍ଧବିରତି ହୋଇଛି। ବୁଧବାର (୧୫ ଅକ୍ଟୋବର, ୨୦୨୫) ସା ୬ଟାରେ କାର୍ଯ୍ୟକାରୀ ହୋଇଥିବା ଏହି ଯୁଦ୍ଧବିରତି ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିଛି,…

ଟ୍ରମ୍ପ କହିଲେ ମୋଦି ଫୋନ୍ କରିଥିଲେ, ଭାରତ କହିଲା ମିଛ କଥା

ନୂଆଦିଲ୍ଲୀ,୧୬ା୧୦: ଭାରତ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରି ରୁଷିଆରୁ ତୈଳ କିଣା ବନ୍ଦ କରିବାକୁ ନିଶ୍ଚିତି…

ଭାରତ ସହ ବଡ଼ ଡିଲ କଲା ରୁଷିଆ, ଆମେରିକାକୁ ଲାଗିବ ବଡ଼ ଝଟକା

ନୂଆଦିଲ୍ଲୀ,୧୬।୧୦: ରୁଷିଆର ଫାଇଟୋସାନିଟାରୀ ମନିଟରିଂ ଏଜେନ୍ସି କହିଛି ଯେ ଭାରତ ରୁଷିଆର ବଜାରକୁ କଦଳୀର ଯୋଗାଣ ବୃଦ୍ଧି କରିପାରିବ। ବିଦେଶରୁ କୃଷି ଉତ୍ପାଦ ଆମଦାନିକୁ ଅନୁମୋଦନ କରୁଥିବା ଏହି ଏଜେନ୍ସି କହିଛି ଯେ ରୁଷିଆ ଭାରତରୁ ୫୦୦,୦୦୦ ମେଟ୍ରିକ ଟନ ପର୍ଯ୍ୟନ୍ତ…

ରୁଷିଆଠାରୁ ଭାରତ ତେଲ କିଣିବ କି ନାହିଁ ହେଲା ସ୍ପଷ୍ଟ, ପୁଣି ଥରେ ଧରାପଡ଼ିଗଲା ଟ୍ରମ୍ପଙ୍କ ମିଛ

ନୂଆଦିଲ୍ଲୀ,୧୬ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି ଯେ, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଷୟରେ ଆଶ୍ୱାସନା ଦେଇଛନ୍ତି। ଟ୍ରମ୍ପଙ୍କ ବୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?