Tag Archives: India

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ମହାସାଗର କ୍ଷେତ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଭାରତ…

ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ, ଭାରତ ସମେତ ଏସବୁ ଦେଶ ହେବେ ପ୍ରଭାବିତ

ବ୍ରୁସ୍‌ଲେସ୍‌,୧୪ା୧୧: ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ । ଯାହାକୁ ନେଇ ଏବେଠୁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ସେମାନେ କହିଛନ୍ତି, ଆଟ୍‌ଲାଣ୍ଟିକ୍‌ ମହାସାଗରର ମୁଖ୍ୟ ସମୁଦ୍ର ସ୍ରୋତ, ଯାହା ୟୁରୋପ ଏବଂ ଅନ୍ୟାନ୍ୟ ମହାଦେଶକୁ ଉଷ୍ମ ରଖେ ତାହା ଏବେ…

ଭାରତର କମିଲା ବେରୋଜଗାରୀ ହାର: ମହିଳାଙ୍କ ନିଯୁକ୍ତିରେ ବୃଦ୍ଧି

ନୂଆଦିଲ୍ଲୀ,୧୦।୧୧: ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ବେରୋଜଗାରୀ ହାର ପୂର୍ବ ତ୍ରୈମାସିକର ୫.୪%ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି। କୃଷି ଋତୁରେ ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଏବଂ ମହିଳାମାନଙ୍କ ଅଂଶଗ୍ରହଣରେ ଉନ୍ନତି ଯୋଗୁଁ ଏହି ହ୍ରାସ…

ଏହିଦିନ ହେବ IPL ୨୦୨୬ ମିନି ନିଲାମ! ଚର୍ଚ୍ଚାରେ ଏହି ଖେଳାଳି

ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜିନ୍ ପାଇଁ ଖେଳାଳିଙ୍କ ମିନି-ନିଲାମ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୬ର ମିନି-ନିଲାମ ପାଇଁ ଡିସେମ୍ବର ୧୫…

ଭାରତର ସ୍ଥାନ ନିଶ୍ଚିତ! କିନ୍ତୁ ପାକିସ୍ତାନ ଅଲିମ୍ପିକ୍ସରେ ଖେଳିପାରିବ ନାହିଁ, ICC ବୈଠକରୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ

ନୂଆଦିଲ୍ଲୀ,୮।୧୧: ଭାରତ ବନାମ ପାକିସ୍ତାନ। କ୍ରିକେଟର ସବୁଠାରୁ ବଡ଼ ଏବଂ ଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରୁ ଗୋଟିଏ, କିନ୍ତୁ ଏହି ଦୁଇ ଦଳ ଏବେ କେବଳ ICC ଇଭେଣ୍ଟ କିମ୍ବା ବହୁ-ଦଳୀୟ ଟୁର୍ଣ୍ଣାମେଣ୍ଟରେ ପରସ୍ପରର ମୁହାଁମୁହିଁ ହୁଅନ୍ତି। କୌଣସି ଫର୍ମାଟରେ ଉଭୟ ଦଳ…

ଭାରତ ଗସ୍ତ ପାଇଁ ଟ୍ରମ୍ପଙ୍କ ସଙ୍କେତ: ବାଣିଜ୍ୟ ବିବାଦ ମଧ୍ୟରେ ମୋଦିଙ୍କୁ କହିଲେ ଏପରି

ନୂଆଦିଲ୍ଲୀ,୭ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ “ଜଣେ ମହାନ ବ୍ୟକ୍ତି” ଏବଂ “ବନ୍ଧୁ” ବୋଲି ପ୍ରଶଂସା କରିବା ସହ ଆସନ୍ତା ବର୍ଷ ସେ ଭାରତ ଗସ୍ତ କରିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ…

ଏହି ୫ ସହରରେ T20 ବିଶ୍ୱକପ୍ ୨୦୨୬ କରିବାକୁ BCCIର ନିଷ୍ପତ୍ତି, ଏଠାରେ ହେବ ଫାଇନାଲ୍

ମୁମ୍ବାଇ,୬।୧୧: ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବାକୁ ଥିବା ପୁରୁଷ T20 ବିଶ୍ୱକପ୍ ୨୦୨୬ (ମାର୍ଚ୍ଚ-ଏପ୍ରିଲ୍) ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ICCକୁ ପଠାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, BCCI…

ଭାରତକୁ ଆବଶ୍ୟକ ବିଶ୍ୱସ୍ତରୀୟ ବ୍ୟାଙ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆପଡା,୬।୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ ଦେଶକୁ ବଡ଼ ଏବଂ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି ଏବଂ ଏ ନେଇ ରିଜର୍ଭ ବ୍ୟାଙ୍କ (RBI) ସହ ଆଲୋଚନା ଜାରି ରହିଛି। ୧୨ତମ SBI ବ୍ୟାଙ୍କିଙ୍ଗ୍ ଏବଂ ଅର୍ଥନୀତି…

ଭାରତରେ ବିରଳ ମୃତ୍ତିକା ଉତ୍ପାଦନ ବଢ଼ାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ: ୭୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନା!

ନୂଆଦିଲ୍ଲୀ, ୨।୧୧: ଚାଇନାର ପ୍ରଭାବକୁ ହ୍ରାସ କରି ଦେଶରେ ବିରଳ ମୃତ୍ତିକା (Rare Earth) ଚୁମ୍ବକ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଏକ ବଡ଼ ଯୋଜନା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସରକାର ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମର ଆକାରକୁ…

ଭାରତ ବିଶ୍ୱ ଚାମ୍ପିୟନ: ଦକ୍ଷିଣ ଆଫ୍ରିକାକୁ ହରାଇ ରଚିଲା ଇତିହାସ

ନଭି ମୁମ୍ବାଇ, ୨।୧୧: ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ଡିୱାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ପ୍ରଥମ ଥର ପାଇଁ ଆଇସିସି…

ମହିଳା ବିଶ୍ୱକପ ଫାଇନାଲ୍: ଭାରତର ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନର ବିଶାଳ ଟାର୍ଗେଟ୍

ମୁମ୍ବାଇ,୨ା୧୧: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ଫାଇନାଲରେ ଭାରତୀୟ ମହିଳା ଦଳ ଏକ ଐତିହାସିକ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକାକୁ ଟାଇଟଲ୍ ଜିତିବା ପାଇଁ ବିଶ୍ୱକପ ଇତିହାସରେ ସବୁଠାରୁ…

ମ୍ୟାଚ୍ ବିଜୟୀ ଇନିଂସ ପରେ କାନ୍ଦି ପକାଇଲେ ଜେମିମାହ ରଡ୍ରିଗ୍ସ; ଖୁଲାସା କଲେ ରଣନୀତି

ନବୀ ମୁମ୍ବାଇ,୩୧।୧୦: ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ହରାଇ ଭାରତ ମହିଳା ବିଶ୍ୱକପ୍ ଫାଇନାଲ୍‌କୁ ପ୍ରବେଶ କରିଛି। ରବିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍ ଖେଳିବ। ଅଷ୍ଟ୍ରେଲିଆ ବିଦାୟ ନେବାରୁ ନୂଆ ଚାମ୍ପିଅନ୍ ହେବ। ଜେମିମାହ ରଡ୍ରିଗ୍ସ ୧୩୪ ବଲ୍‌ରେ ଅପରାଜିତ ୧୨୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?