Tag Archives: India Share Market

ଇରାନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ପରେ ଧସିଲା ସେନସେକ୍ସ, ନିଫ୍ଟି; ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି

ନୂଆଦିଲ୍ଲୀ,୧୩।୬: ଶୁକ୍ରବାର କାରବାର ଆରମ୍ଭ ହେବା ପରେ ଶେୟାର ବଜାର ସୂଚକାଙ୍କ ତଳକୁ ଖସିଛି, କାରଣ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ଯୋଗୁଁ ଭୂ-ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ଖବର ପରେ ତୈଳ…

ବଜେଟ୍‌ ପୂର୍ବରୁ ଚମକିଲା ଶେୟାର ମାର୍କେଟ୍‌

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପୂର୍ବରୁ ଶେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ଷ୍ଟକ ମାର୍କେଟ ଧୀରେ ଧୀରେ ଆରମ୍ଭ ହୋଇଛି। ସକାଳ ୯.୫୨ ସମୟରେ ବମ୍ବେ ଷ୍ଟକ…

ଭାରତରେ ପଡ଼ିଲା ଆମେରିକା ପ୍ରଭାବ, ଖସିଲା ସେୟାର ବଜାର

ମୁମ଼୍ବାଇ, ୦୨।୦୮: ଆମେରିକାରେ ଚିନ୍ତାଜନକ ଦର ବୃଦ୍ଧି ଏବଂ ଏସୀୟ ବଜାରରେ ହ୍ରାସର ପ୍ରଭାବ ଭାରତରେ ପଡ଼ିଛି । ଫଳରେ ନିଫ୍ଟି ଏବଂ ସେନ୍‌ସେକ୍ସ ଶୁକ୍ରବାର ଅହେତୁକ ହ୍ରାସର ସହ ଖୋଲିଛି । ବ୍ୟାଙ୍କିଂ, ଅଟୋ, ଆଇଟି ଏବଂ ଶକ୍ତି କ୍ଷେତ୍ରରେ…

ବଜେଟ୍‌ ପୂର୍ବରୁ ଶେୟାର ମାର୍କେଟ୍‌ରେ ରେକର୍ଡ, ୮୦ ହଜାର ଟପିଲା ସେନ୍‌ସେକ୍ସ

ମୁମ଼୍ବାଇ, ୨ା୭: ମଙ୍ଗଳବାର ଭାରତର ଶେୟାର ମାର୍କେଟ୍‌ ନୂଆ ସ୍ତରରେ ପହଞ୍ଚି ରେକର୍ଡ କରିଛି । ପ୍ରଥମଥର ପାଇଁ ବମ଼୍େବ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୮୦ ହଜାର ପଏଣ୍ଟ ପାର କରି ଇତିହାସ ରଚିଛି । କାରବାର…

ଆମେରିକା ବ୍ୟାଙ୍କର ପ୍ରଭାବ, ରେକର୍ଡ ସ୍ତରରେ ସେୟାର ମାର୍କେଟ୍‌

ମୁମ଼୍ବାଇ, ୧୩।୬: ବିଶ଼୍ବର ସବୁଠାରୁ ବୃହତ୍‌ ଅର୍ଥନୈତିକ ଦେଶ ଆମେରିକାର ଫେଡରାଲ୍‌ ରିଜର୍ଭ ବ୍ୟାଙ୍କ୍‌ ଏହାର ନୀତିଗତ ସୁଧ ହାରକୁ ନେଇ ଘୋଷଣା କରିଛି । ଏହି ନିଷ୍ପତ୍ତି ସାରା ବିଶ଼୍ବର ଅପେକ୍ଷା ରହିଥିଲା । ଏହାର ପ୍ରଭାବ ଗୁରୁବାର ଭାରତୀୟ…

ନୂଆ ସରକାର ପ୍ରଭାବ, ସମସ୍ତ ରେକର୍ଡ ଭାଙ୍ଗିଲା ସେୟାର ବଜାର

ମୁମ଼୍ବାଇ, ୧୦।୦୬: ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ରବିବାର ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଛନ୍ତି । ଏହାର ପ୍ରଭାବ ସେୟାର ମାର୍କେଟ୍‌ ଉପରେ ପଡ଼ିଛି ।…

ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି

ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି। ଏପରିକି ଦିନକରେ ନିବେଶକ ୭(୭,୩୪,୫୧୩.୪୮କୋଟି)…

ବଜେଟ ପରେ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ, ୮୦୦ ପଏଣ୍ଟକୁ ବଢ଼ିଲା, ୨୧,୯୦୦ ଅତିକ୍ରମ କଲା ନିଫ୍ଟି

ମୁମ୍ବାଇ,୨।୨: ଶୁକ୍ରବାର ଶେୟାର ବଜାର ଜବରଦସ୍ତ ଉତ୍ସାହ ସହିତ କାରବାର ଆରମ୍ଭ କରିଛି। ଉଭୟ ବେଞ୍ଚମାର୍କ ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ଉତ୍ସାହ ସହିତ କାରବାର କରୁଛି। ବଜାର ଖୋଲିବା ପରେ ସେନସେକ୍ସ ୮୪୪.୭୭ ପଏଣ୍ଟ ବୃଦ୍ଧି ସହିତ ୭୨,୪୯୦.୦୬ ପଏଣ୍ଟରେ(୧.୧୮%)…

ଐତିହାସିକ ସ୍ତରରେ ବନ୍ଦ ହେଲା ଶେୟାର ବଜାର, ପ୍ରଥମ ଥର ୭୨,୦୦୦ ପଏଣ୍ଟ ପାର କଲା ସେନସେକ୍ସ ସୁଚକାଙ୍କ

ମୁମ୍ବାଇ,୨୭।୧୨ : ଭାରତୀୟ ଶେୟାର ବଜାରରେ ଲଗାତାର ଚତୁର୍ଥ ଦିନ ଉତ୍ସାହ ସହିତ ବୁଧବାର ସେନସେକ୍ସ ସୁଚକାଙ୍କ ସର୍ବକାଳୀନ ସ୍ତର ୭୨,୦୦୦ ପଏଣ୍ଟ ଛୁଇଁଛି ଏବଂ ନିଫ୍ଟି ୨୦୬ ପଏଣ୍ଟ ବୃଦ୍ଧି ପାଇଁ ୨୧,୬୭୫ ପଏଣ୍ଟରେ ପହଞ୍ଚିଛି। ସେହିପରି ବ୍ୟାଙ୍କ ନିଫ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?