ବସ୍ରେ ଯାଉଥିବା ୧୩ ବର୍ଷର ଝିଅଙ୍କୁ ଦେଖି ମନ ଦେଇ ବସିଥିଲେ ଜ୍ୟାକି ଶ୍ରଫ୍, ବେଶ ନିଆରା ତାଙ୍କ ପ୍ରେମକାହାଣୀ
ବମ୍ବେ: ବଲିଉଡ୍ର ବିଡ୍ଡୁ ଓରଫ ଜ୍ୟାକି ଶ୍ରଫ୍ ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଦୀର୍ଘ ୪ ଦଶକ ଧରି ସେ ଫିଲ୍ମଜଗତ ସହ ଜଡ଼ିତ ରହିଛନ୍ତି।…
‘ଇଭିଏମ୍ ଅଛି ତ ମୋଦି ଅଛନ୍ତି’
ନୂଆଦିଲ୍ଲୀ,୩୧।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପାର ବିଜୟକୁ ନେଇ ଉଭୟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ଏମ୍ପି ସଞ୍ଜୟ ରାଉତ। ଖୋଲାଖୋଲି ଭାବେ ଅନେକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ସଞ୍ଜୟ କହିଛନ୍ତି ଯେ ଇଭିଏମ୍ ଅଛି…
ଘରେ ଗଙ୍ଗାଜଳ ରଖୁଥିଲେ ଜାଣିରଖନ୍ତୁ ଏସବୁ ନିୟମ…ଜୀବନରୁ ଦୂର ହେବ ଦୁଃଖକଷ୍ଟ, ଖୁସିରେ ବିତିବ ଦିନ
ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହତ୍ୱ ରହିଛି। ପ୍ରାଚୀନ କାଳଳୁ ଗଙ୍ଗା ନଦୀକୁ ମା’ଙ୍କ ଭଳି ବିବେଚନା କରାଯାଏ। ଏପରିକି ଏହାର ଜଳକୁ ଅମୃତ ବୋଲି କୁହାଯାଏ। ମା’ ଗଙ୍ଗାଙ୍କୁ ‘ମୋକ୍ଷ ଦାୟିନୀ’ ବୋଲି କୁହାଯାଉଥିବାରୁ ମୃତ୍ୟୁ ପରେ ମୃତକଙ୍କ ପାଟିରେ…
ବିଗ୍ ବସ୍ରୁ ବାହାରୁ ବାହାରୁ ଏହି ଅଭିନେତ୍ରୀଙ୍କ ସହ ପାର୍ଟି କରି ଚର୍ଚ୍ଚାରେ ବିକ୍କି
ବମ୍ବେ: ବିଗ୍ବସ୍ ୧୭ ଫାଇନାଲ ପୂର୍ବରୁ ଶୋ’ରୁ ବିଦା ହୋଇଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଏବେ ସେ ଘରୁ ବାହାରେ ଥିବା ବେଳେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେଇଟି ହେଲା ‘ପାର୍ଟି’। ଶୋ’ରୁ ବାହାର…
ପୁଣି ଛଟେଇ କରିବ ଫ୍ଲିପ୍କାର୍ଟ-ସ୍ବିଗି, ଚାକିରି ହରାଇବେ ୧,୪୦୦ କର୍ମଚାରୀ
ନୂଆଦିଲ୍ଲୀ,୨୭।୧: ପୁଣି ଛଟେଇ କରିବେ ସ୍ବିଗି ଏବଂ ଫିଲ୍ପକାର୍ଟ। ଦୀର୍ଘ ମାସ ଧରି ଫଣ୍ଡିଂ ଅଭାବ କାରଣରୁ ଷ୍ଟାଟ୍ଅପ୍ ସେକ୍ଟରେ ବଢ଼ୁଥିବା ଅଡ଼ୁଆର ଏହା ସଙ୍କେତ ବୋଲି କୁହାଯାଉଛି। ତେବେ ସ୍ବିଗି ପ୍ରାୟ ୩୫୦-୪୦୦ କର୍ମଚାରୀ (ମୋଟ ସଂଖ୍ୟାର ୭%) ଙ୍କୁ…
ଜ୍ଞାନବାପି ମାମଲା: ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ
ବାରାଣସୀ,୧୬।୧: ବହୁଚର୍ଚ୍ଚିତ ବାରାଣସୀର ଜ୍ଞାନବାପି ମସ୍ଜିଦ୍ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ମସଜିଦ୍ ପରିସରରେ ଥିବା ସିଲ୍ ଅଞ୍ଚଳକୁ ସଫା କରିବା ଲାଗି ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି। ଜିଲା ମାଜିଷ୍ଟ୍ରେଟ୍ଙ୍କ ତତ୍ତ୍ୱାବଧାନରେ ଉକ୍ତ ଅଞ୍ଚଳକୁ ସଫା କରିବା…
ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍: ଇଟା ଭଳି ଆକାର, ଦାମ୍ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ…
ଆଜିକାଲି ସମୟରେ ମୋବାଇଲ ଫୋନ୍ ବା କାହା ହାତରେ ନାହିଁ। ଏବେ ଭଳିକି ଭଳି କମ୍ପାନୀ ଏବଂ ସୁବିଧା ସହ ମୋବାଇଲ ଉପଲବ୍ଧ ହେଉଛି। ହେଲେ କ’ଣ ଆପଣ ପ୍ରଥମ ମୋବାଇଲ ଫୋନ୍ କିଭଳି ଥିଲା ଜାଣନ୍ତି। ଯଦି ନା, ତେବେ…
Dunki Movie Ticket: ମାଗଣାରେ ଦେଖନ୍ତୁ ‘ଡଙ୍କି’; ମିଳୁଛି ଜବରଦସ୍ତ ଅଫର, ଏଭଳି କରନ୍ତୁ ବୁକିଂ
ବମ୍ବେ: ବଲିଉଡ ଅଭିନେତା ଶାହାରୁଖ ଖାନ୍ ଏବଂ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ‘ଡଙ୍କି’ ରିଲିଜ ହୋଇଛି। ଦିର୍ଘଦିନ ଧରି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍ ଥିଲା। ଏହାର ପରିଣାମସ୍ବରୂପ ସିନେମାହଲ୍ଗୁଡ଼ିକରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳୁଛି। ତେବେ…
ଘରେ କେତେ ଟଙ୍କା ନଗଦ ରଖିପାରିବେ? ଜାଣନ୍ତୁ କ’ଣ କୁହେ ଆୟକର ବିଭାଗର ନିୟମ
ନୂଆଦିଲ୍ଲୀ,୨୦।୧୨: ଆୟକର ଚଢ଼ାଉରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଘରେ କୋଟି କୋଟି ଟଙ୍କାର ନଗଦ ରାଶି ରଖିଥିବା ଜଣାପଡ଼ୁଛି। ନିକଟରେ କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କ କଥାକୁ ଉଦାହରଣସ୍ବରୂପ ନିଆଯାଇପାରେ। ତାଙ୍କ ନିକଟରୁ ବିଭାଗ ୩୫୧ କୋଟି ଜବତ କରିଥିଲା।…
୨୦୨୪ ନିର୍ବାଚନ ପୂର୍ବରୁ ହ୍ରାସ ପାଉଛି କି କଂଗ୍ରେସର ମନୋବଳ? ଚିଦାମ୍ବରମଙ୍କ ବୟାନରୁ ସ୍ପଷ୍ଟ ହେଲା ‘ଡର’
ନୂଆଦିଲ୍ଲୀ,୧୭।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତାମାନଙ୍କର ଚିନ୍ତା ବଢ଼ୁଥିବା ନଜର ଆସୁଛି। ନିକଟରେ ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ସରକାର ଗଢ଼ିଛି। ସେହିଭଳି ମଧ୍ୟପ୍ରଦେଶ ଏବଂ ମିଜୋରାମରେ…
ପାର୍ଲାମେଣ୍ଟ ବାହାରେ ନିଜକୁ ଜଳାଇବାକୁ ଚାହୁଁଥିଲେ ଅଭିଯୁକ୍ତ ସାଗର! ଡାଏରୀରେ ଲେଖିଥିଲେ ‘ବିଦାୟ ନେବାର ବେଳ…’
ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଶନିବାର ଅଭିଯୁକ୍ତ ସାଗର ଶର୍ମା ସଦନ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିଲାଗି ସେ ସ୍ବତନ୍ତ୍ର ଭାବେ ଉପଲବ୍ଧ…
ଏକଦା ଯାହାଙ୍କୁ ଢାବା ମାଲିକ ବୋଲି ଭାବୁଥିଲେ ଲୋକେ, ଏବେ ସେ ସବୁଠୁ ଧନୀ ଟିମ୍ର ଅଧିନାୟକ
ନୂଆଦିଲ୍ଲୀ,୧୬।୧୨: ଜୀବନରେ କୌଣସି ଉପଲବ୍ଧି ହାସଲ କରିବା ଲାଗି ଭାଗ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ପରିଶ୍ରମ ମଧ୍ୟ ଅନୁରୂପ ଭାବେ ଆବଶ୍ୟକ। କ୍ରିକେଟରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ମଇଦାନରେ ନିଜ ପ୍ରଦର୍ଶନ ବଳରେ ଖେଳାଳିମାନେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ଟିମ୍…

