Tag Archives: dharitri

ଚାଇନାର ବେଜିଂରେ ବଡ଼ ଦୁର୍ଘଟଣା: ୨ ଟ୍ରେନ୍‌ ମଧ୍ୟରେ ଧକ୍କା

ବେଜିଂ,୧୫।୧୨: ଚାଇନାର ବେଜିଂରେ ଥଣ୍ଡା ପାଗ ଯୋଗୁ ମେଟ୍ରୋ ଲାଇନ୍‌ରେ ଦୁଇଟି ସବ୍‌ଓ୍ବେ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ହାଡ଼ ଭାଙ୍ଗି ଯାଇଥିବା ନେଇ ସହରର…

ଗ୍ରାହକଙ୍କୁ ଏସ୍‌ବିଆଇର ଝଟ୍‌କା, ଗୃହ-ଅଟୋ-ବ୍ୟକ୍ତିଗତ ଋଣ ହେଲା ମହଙ୍ଗା

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଦେଇଛି। ଏବେ ଋଣ ଲାଗି ସୁଧ ଦର ୧୦.୧୦%ରୁ ବଢ଼ି ୧୦.୨୫% ହୋଇଛି। ଫଳରେ ଗୃହ ଋଣ, ଅଟୋ ଋଣ, ବ୍ୟକ୍ତିଗତ ଋଣ ଆଦି…

ସଂସଦ ଦର୍ଶକ ଗ୍ୟାଲେରୀରୁ ଡେଇଁଥିଲେ ମନୋରଞ୍ଜନ, ଏବେ ଚମକାଇଲା ବାପାଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ,୧୩।୧୨: ଲୋକ ସଭାରେ ବୁଧବାର ୨ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ହଙ୍ଗାମା କରିଥିଲେ। ଉଭୟଙ୍କ ପରିଚୟ ସାଗର ଏବଂ ମନୋରଞ୍ଜନ ଭାବେ ହୋଇଛି। ଦୁହେଁ ହଠାତ୍‌ ଗ୍ୟାଲେରୀରୁ ଡେଇଁ ପଡ଼ି ଧୂଆଁ ଛାଡ଼ିବା ଯୋଗୁ ଗୃହରେ ଭୟର ବାତାବରଣ…

ଦ୍ୱିଗୁଣା ହେଲା ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କ ଖୁସି, ଜାଣନ୍ତୁ…

ଜୟପୁର,୧୩।୧୨: ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୁକ୍ରବାର ଅର୍ଥାତ ଡିସେମ୍ବର ୧୫ରେ ଶପଥ ନେବେ। ଜୟପୁରର ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତାଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରଓ୍ବା…

ଶ୍ରୀସନ୍ଥଙ୍କ ନାଁ ଶୁଣିବା ମାତ୍ରେ ରାଗିଗଲେ ଗମ୍ଭୀର, କହିଦେଲେ ଏମିତି

ନୂଆଦିଲ୍ଲୀ,୧୩।୧୨: ବିବାଦ ଯେଉଁଠି,ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସେଇଠି। ନିକଟରେ ସେ ପୂର୍ବତନ କ୍ରିକେଟର ଏସ୍‌. ଶ୍ରୀସନ୍ଥଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ରହିଥିଲେ। ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟରେ ଗମ୍ଭୀର ‘ଫିକ୍ସର’ କହିବା ଯୋଗୁ ରାଗି ଯାଇଥିବା ନେଇ ଶ୍ରୀସନ୍ଥ…

ଜୋତାରେ ଖାସ୍‌ ବାର୍ତ୍ତା ଲେଖି ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଖେଳାଳି: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫସିଲେ ବିବାଦରେ…

ନୂଆଦିଲ୍ଲୀ,୧୩।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିୟ ଖେଳାଳିଙ୍କ ଆଚରଣକୁ ନେଇ ବିବାଦ ଦେଖାଦେଇଛି। ଘଟଣାକୁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସହ ଯୋଡ଼ାଯାଉଛି।…

ଦୀର୍ଘ ୬ ଘଣ୍ଟାର ଅପରେଶନ ସଫଳ: ବୋରଓ୍ବେଲରେ ଫିଙ୍ଗି ଦିଆଯାଇଥିବା ନବଜାତକ ଜୀବିତ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଥିବା ଏକ ବୋରଓ୍ବେଲ ମଧ୍ୟରେ କେହି ଫିଙ୍ଗି ଚାଲିଯାଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ଦୀର୍ଘ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି…

ଲେଡି ଡନ୍‌ ପୂଜା ସାଇନି କିଏ? କର୍‌ନି ସେନା ଅଧ୍ୟକ୍ଷ ସୁଖଦେବଙ୍କ ହତ୍ୟା ମାମଲାରେ ହୋଇଛନ୍ତି ଗିରଫ, ଜାଣନ୍ତୁ…

ଜୟପୁର,୧୨।୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗମେଦିଙ୍କୁ ଘରେ ପଶି ଗୁଳି କରି ହତ୍ୟା କରିବା ମାମଲାରେ ମଙ୍ଗଳବାର ପୋଲିସ ପୂଜା ସାଇନି ନାମକ ମହିଳାଙ୍କୁ ଗିରଫ କରିଛି। ଏହି ଲେଡି ଡନ୍‌ଙ୍କ ଘରେ ଶୁଟ୍‌ର…

ଭଜନଲାଲ୍‌ ଶର୍ମା କିଏ? ୨୦୦୮ରେ ସ୍ବାଧୀନ ଭାବେ ଲଢ଼ିଥିଲେ, ପ୍ରଥମ ଥର ନିର୍ବାଚନ ଜିତିବା ସତ୍ତ୍ୱେ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ଭାଜପା ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚମକାଇଛି। ଦଳ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ଭଜନଲାଲ୍‌ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ମଙ୍ଗଳବାର ଜୟପୁରରେ ହୋଇଥିବା ବିଧାୟକ ଦଳର ବୈଠକରେ ତାଙ୍କ…

ଦଳରୁ ବାଦ୍‌ ପଡ଼ିବା ପରେ ଖୁସି ବ୍ୟକ୍ତ କଲେ ଇଂଲଣ୍ଡର ଏହି ବୋଲର୍‌: କହିଲେ -‘ମୋତେ ଚୟନ ନ କରିବା ନିଷ୍ପତ୍ତି ଠିକ୍‌’

ନୂଆଦିଲ୍ଲୀ,୧୨।୧୨: ଇଂଲଣ୍ଡ କ୍ରିକେଟ ଟିମ୍‌ ସୋମବାର ଭାରତ ଗସ୍ତ ଲାଗି ଦଳ ଘୋଷଣା କରିଛି। ଏହି ଟିମ୍‌ରେ ଇଂଲଣ୍ଡ ଅନୁଭବୀ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସଙ୍କୁ ସ୍ଥାନ ମିଳିନାହିଁ। ଫଳରେ ସେ ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍‌…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ, ପ୍ରଥମେ ଦୌଡ଼ି ପଳାଇଲେ କଣ୍ଡକ୍ଟର; ଭିଡିଓ ଦେଖିଲେ…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ଼। ଏଭଳି ଚକିତ କଲା ଭଳି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳର। ଏଠାରେ ହଠାତ ଏକ ବସ୍‌ରେ ମାଙ୍କଡ଼ଟିଏ ପଶିଯିବାରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରଥମେ କଣ୍ଡକ୍ଟର…

ପାନ ମସଲା ବିଜ୍ଞାପନ କରିବା ମାମଲାରେ ଝଟ୍‌କା! ଶାହାରୁଖ-ଅକ୍ଷୟ-ଅଜୟଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ମୁମ୍ବାଇ,୧୦।୧୨: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ପଡ଼ିଛି ମହଙ୍ଗା। ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାଁ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?