Tag Archives: dharitri

ଏହି ଧନୀ ମହିଳାଙ୍କ ଲାଗି ଦେବଦୂତ ପାଲଟିଲେ ନୀତା ଅମ୍ବାନୀ, ଅଭିଯୁକ୍ତ ସ୍ବାମୀ ୧୧,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ,୨୨।୧୧: କୋଟିପତି ବ୍ୟବସାୟୀ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ପରସ୍ପରଠାରୁ ଅଲଟା ହୋଇଛନ୍ତି। ଦୀପାବଳି ପାର୍ଟୀରେ ନଓ୍ବାଜଙ୍କୁ ସାମିଲ ହେବାକୁ ଦିଆଯାଇ ନ ଥିବା ଭିଡିଓ ଭାଇରାଲ ହୋଇଥିଲା। ପରେ ଗୌତମ ସୋସିଆଲ ମିଡିଆରେ ପୋଷ୍ଟ କରି…

ବିଶ୍ୱକପ୍‌ ଫାଇନାଲ ଅହମ୍ମଦାବାଦ ବଦଳରେ ଲକ୍ଷ୍ନୌରେ ଖେଳାଯାଇଥିଲେ ଭାରତ ନିଶ୍ଚୟ ଜିତିଥାନ୍ତା: ଅଖିଳେଶ

ଲକ୍ଷ୍ନୌ,୨୨।୧୧: ଆଇସିସି ବିଶ୍ୱକପ୍‌ରେ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ହେଲେ ମ୍ୟାଚ୍‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନେଇ ଅନେକ ନେତା କଟାକ୍ଷ କରୁଥିବା ଦେଖାଯାଇଛି। ଏହି କ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭାଜପାକୁ…

ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ: ମୁଖ୍ୟ କୋଚ୍‌ ଦୌଡ଼ରେ ଆଗରେ ଅଛନ୍ତି ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୨୧।୧୧: ଭାରତର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମୟରେ ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଦଳ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଏଥିରେ ପରାଜୟ ସହ ଦ୍ରାବିଡଙ୍କ…

ନିଜ ସହରରେ ସିଭିଲ ଜଜ ନିଯୁକ୍ତି ପରୀକ୍ଷା ଦେଇ ପାରିବେ ଗର୍ଭବତୀ ମହିଳା: ହାଇକୋର୍ଟ…

ବେଙ୍ଗାଲୁରୁ,୧୮।୧୧:ପ୍ରଥମ ଥର ପାଇଁ କର୍ନାଟକ ହାଇକୋର୍ଟ ଜଣେ ମହିଳାଙ୍କୁ ତାଙ୍କ ନିଜ ସହରରେ ସିଭିଲ ଜଜଙ୍କ ମୁଖ୍ୟ ପରୀକ୍ଷା ପାଇଁ ହାଜର ହେବାକୁ ଅନୁମତି ଦେଇଛନ୍ତି। ବାସ୍ତବରେ ମହିଳା ଜଣକ ସାଢ଼େ ଆଠ ମାସର ଜଣେ ଗର୍ଭବତୀ, ତେଣୁ ସେ ପରୀକ୍ଷା…

ରାଉରକେଲାରେ ବୃଦ୍ଧି ହେଉଛି ଆବର୍ଜନାଜନିତ ପ୍ରଦୂଷଣ

ରାଉରକେଲା, ୯ା୧୧(ବିପ୍ଳବରଞ୍ଜନ ଦାଶ): ଦିନକୁ ଦିନ ସ୍ମାର୍ଟସିଟି ରାଉରକେଲାରେ ଜନବସତି ବଢି ଚାଲିଛି। ଜନସଂଖ୍ୟା ବୃଦ୍ଧି ସହ ଅଳିଆ ଆବର୍ଜନା ମାତ୍ରା ବି ବୃଦ୍ଧି ପାଇବାକୁ ଲାଗିଛି। ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ତରଫରୁ ବାର୍ଷିକ…

ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ

ଭୁବନେଶ୍ୱର,୪ା୧୧: ଧରିତ୍ରୀ ମୁଖ୍ୟ କାର୍ଯ୍ୟାଳୟରେ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?