Tag Archives: Dharitri Fursat

VIRAL VIDEO: ଶିକାର କରିବାକୁ ଯାଇ ଫସିଲା ଚିତାବାଘ, ଜୀବନ ନେଇଗଲେ ଜଙ୍ଗଲୀ ବାର୍‌ହା

ଜଙ୍ଗଲରେ ଚିତାବାଘକୁ ସବୁଠାରୁ ଶିକାରୀ ଜନ୍ତୁଙ୍କ ମଧ୍ୟରେ ଗଣାଯାଏ। ବିଶେଷକରି ଏହାର ଫୁର୍ତ୍ତି ଏବଂ ଶକ୍ତି ଅନ୍ୟ ଜୀବଜନ୍ତୁଠାରୁ ଅଧିକ। ଥରେ ଚିତାବାଘ ଶିକାର ପଛରେ ପଡ଼ିଲେ ତାକୁ କାବୁ କରିବାକୁ କେଇ ସେକେଣ୍ଡ ଲାଗେ। ହେଲେ ଏବେ ସୋସିଆଲ ମିଡିଆରେ…

ପ୍ରେମିକା ଅନ୍ୟତ୍ର ବିବାହ କଲେ ବୋଲି ରାଗିଗଲେ ପ୍ରେମିକ, ବରଯାତ୍ରୀଙ୍କ ଖାଦ୍ୟରେ ମିଶାଇଲେ ପେଟ ଖରାପ ହେବା ଔଷଧ; ପରେ ଯାହା ହେଲା…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସାଧାରଣ ଘଟଣା ପାଲଟିଲାଣି। ସେଥିରୁ କିଛି ବେଶ ମଜାଦାର ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ କରି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ଭାଇରାଲ ହେଉଛି। ବିବାହ ସମୟର ଭିଡିଓଟି…

Viral Video: ଘନକୁହୁଡ଼ିରେ ବି ଫୁଲ୍‌ ସ୍ପିଡ୍‌ରେ ଟ୍ରେନ୍‌ ଚଳାଉଛନ୍ତି ପାଇଲଟ୍‌, ଭିଡିଓ ଦେଖିଲେ…

ଭାରତରେ ଟ୍ରେନ୍‌କୁ ସବୁଠାରୁ ସୁଗମ ସାଧନ ମଧ୍ୟରେ ଗଣାଯାଏ। ଏଥିପାଇଁ ଦେଶର ଅଧିକାଂଶ ଲୋକେ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଶୀତଦିନ ଚାଲିଥିବା ବେଳେ ଘନକୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ହେଲେ ଟ୍ରେନ୍‌ ଯାତ୍ରୀଙ୍କୁ ତାର ଡର…

Viral video: ସ୍ବଳ୍ପ ଟଙ୍କା ବିନିମୟରେ ସୋଲାର କାର୍‌ ପ୍ରସ୍ତୁତ କଲେ ଏହି ଯୁବକ, ଦେଖିଲେ ଏଲନ ମସ୍କ ବି ଚକିତ ହେବେ…

ଭାରତରେ ପ୍ରତିଭାର ଅଭାବ ନାହିଁ। ସୋସିଆଲ ମିଡିଆରେ ପ୍ରତ୍ୟେହ ଦେଶୀ ଉଦ୍ଭାବନର ଶହ ଶହ ଭିଡିଓ ଭାଇରାଲ ହୋଇଥାଏ, ଯାହା ଚକିତ କରିଥାଏ। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଜଣେ ଯୁବକ ସୋଲାର ଚାଳିତ କାର୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି।…

Video: ମରୁଭୂମିରେ ହଠାତ୍‌ ପାଣି ଦେଖି ନାଚିବାକୁ ଲାଗିଲେ ଓଟ, ହୃଦୟ ଜିଣୁଛି ଦୃଶ୍ୟ…

କଥାରେ ଅଛି ଜଳ ହିଁ ଜୀବନ। ବହୁତ ଏ କଥାକୁ ହୃଦବୋଧ କରିପାରନ୍ତି। ସେଥିପାଇଁ ତ ପାଣୀ ଅପଚୟ କରିବା ପୂର୍ବରୁ ଥରଟିଏ ବି ଚିନ୍ତା କରନ୍ତି ନାହିଁ। ହେଲେ ଥରେ ମରୁଭୂମି କଥା ଭାବନ୍ତୁ ତ। ସେଠାରେ ବସବାସ କରୁଥିବା…

୧୨୫ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛି ଏହି ଗଛ, କାରଣ ଜାଣିଲେ…

ଇସ୍‌ଲାମାବାଦ: ଯେତେବେଳେ କୌଣସି ବ୍ୟକ୍ତି କିଛି ଅପରାଧ କରିଥାଏ, ସେତେବେଳେ ତାଙ୍କୁ ଗିରଫ ହେବାକୁ ପଡ଼େ। ହେଲେ କୌଣସି ଗଛ ଗିରଫ ହେବା ଆଶ୍ଚର୍ଯ୍ୟର କଥା। ନିକଟରେ ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଜଣେ ଅପରାଧୀଙ୍କୁ ଯେପରି ମୋଟା ଶିକୁଳିରେ…

ଉଡ଼ନ୍ତା ବିମାନରୁ ବାହାରିଗଲା ଡୋର୍‌, ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ

ପୋର୍ଟଲାଣ୍ଡରୁ ଓଣ୍ଟାରିଓ ଯାଉଥିବା ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମାକ୍ସ ବିମାନରୁ ଉଡ଼ନ୍ତା ଅବସ୍ଥାରେ ଗୋଟିଏ ଡୋର ସମ୍ପୂର୍ଣ୍ଣ ବାହାରିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଉଡ଼ାଣ ଭରିବାର କିଛି ସମୟ ପରେ ଏଭଳି ଅଘଟଣ ଘଟିଥିଲା। ବିମାନରେ…

Video: ମଝି ରାସ୍ତାରେ ବନ୍ଧୁକରୁ ୭ ରାଉଣ୍ଡ ଫାୟାରିଂ କଲେ ଯୁବତୀ; ଭାଇରାଲ ଭିଡିଓର ତଦନ୍ତ କରି ଚକିତ ହେଲା ପୋଲିସ

ରାଜସ୍ଥାନର ଅଜମେରରେ ଜଣେ ଯୁବତୀ ହାତରେ ବନ୍ଧୁକ ଧରି ଗୁଳି ଚଳାଇବାର ଭିଡିଓ ଭାଇରାଲ ହୋଇଥିଲା। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିବା ପରେ ପୋଲିସ ଆକ୍ସନ ମୁଡ୍‌କୁ ଆସିଥିଲା। ଏହି ଘଟଣାରେ ପୋଲିସ ଶିବାନୀ ନାମକ…

Stunt Video: ଟ୍ରକ୍‌ ଆଗକୁ ଯାଇ ଷ୍ଟଣ୍ଟ କରୁଥିଲେ ଯୁବକ, ହଠାତ୍‌ ହେଲା ଭୟଙ୍କର ଦୁର୍ଘଟଣା; ତା ପରେ…

ଯୁବକମାନଙ୍କୁ ଷ୍ଟଣ୍ଟ କରିବା ପସନ୍ଦ। ଇଣ୍ଟରନେଟ୍‌ରେ ଷ୍ଟଣ୍ଟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଭୟଙ୍କର ଷ୍ଟଣ୍ଟ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଭିଡିଓରେ ଜଣେ ଯୁବକ ଷ୍ଟଣ୍ଟ…

ଜେଜେବାପା ବୟସର ବ୍ୟକ୍ତିଙ୍କ ପ୍ରେମରେ ପଡ଼ି ବିବାହ କଲେ ଏହି ୨୮ ବର୍ଷୀୟ ଯୁବତୀ; ଟ୍ରୋଲ ହେବା ପରେ କହିଲେ-‘ମୋ ପ୍ରେମ ଶାଶ୍ୱତ’

କଥାରେ ଅଛି ପ୍ରେମ ମାନେନା ବୟସ। ଠିକ୍‌ ସେଭଳି ଏକ ଘଟଣାକ୍ରମରେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଭଲପାଇ ବସିଛନ୍ତି ୨୮ ବର୍ଷୀୟ ଯୁବତୀ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏକ ଡେଟିଂ ଆପ୍‌ରେ ଯୁବତୀଜଣଙ୍କ ବୃଦ୍ଧଙ୍କୁ ଭେଟିଥିଲେ। ଧିରେ ଧିରେ…

Stunt Video: ବାଇକ୍‌ରେ ଯୁବତୀ କରୁଛନ୍ତି ଭୟଙ୍କର ଷ୍ଟଣ୍ଟ; ଦୃଶ୍ୟ ଦେଖି ଲୋକେ କହିଲେ-ଅବିଶ୍ୱସନୀୟ

ବାଇକ୍‌ରେ ଷ୍ଟଣ୍ଟ କରିବାକୁ ଯୁବକମାନେ ପସନ୍ଦ କରିଥାନ୍ତି। ହେଲେ ଆଜିକାଲିି ସମୟରେ ଯୁବତୀମାନେ ଏହି ମାମଲାରେ ପଛରେ ନାହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ହେଉଛି ତାର ପ୍ରମାଣ। ଭିଡିଓଟିରେ ଯୁବତୀଙ୍କ ଷ୍ଟଣ୍ଟ କରିବାର କୌଶଳ ଦେଖିଲେ ଆପଣଙ୍କ…

Video: ଶିକାର କରିବାକୁ ଆସିଥିବା ସାପକୁ କେଇ ସେକେଣ୍ଡରେ ଗିଳି ଦେଲା ବେଙ୍ଗ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲରେ ଘାତକ ଶିକାରୀମାନଙ୍କ ମଧ୍ୟରୁ ସାପ ଗୋଟିଏ। ଯେତେ ବଡ଼ ପଶୁ ହୋଇଥାଉନା କାହିଁକି ସାପକୁ ଦେଖି ସବୁ ଛାନିଆ ହୁଅନ୍ତି। ଅନେକ ସମୟରେ ସାପ ଛୋଟ ମୂଷା ଏବଂ ବେଙ୍ଗ ଭଳି ଜୀବ ଶିକାର କରି ପେଟ ଭର୍ତ୍ତି କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?