Tag Archives: Dharitri Fursat

ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ…

ଘରର ବୃଦ୍ଧବୃଦ୍ଧା ନିଜର ସମ୍ପତ୍ତି ନିଜର ପରିବାର ନାମରେ କରିଥାନ୍ତି। କେହି କେହି ନିଜର ସମ୍ପତ୍ତି ନାତି ନାତୁଣୀଙ୍କ ନାମରେ କରିଦେଇଥାନ୍ତି। ହେଲେ କେବେ ଶୁଣିଛନ୍ତି କି କୌଣସି ବ୍ୟକ୍ତି ନିଜର ସମ୍ପତ୍ତି ପାଳିତ ପଶୁଙ୍କ ନାମରେ କରିଛନ୍ତି। ହୁଏତ...

B. Tech ଗୁପ୍‌ଚୁପ୍‌ବାଲୀଙ୍କ ଭିଡିଓ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା, Tharର ଉପଯୋଗକୁ ନେଇ କହିଲେ…

ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ନିଜର ମିଟିଂ ବ୍ୟତିତ ସାଧାରଣ ଲୋକଙ୍କ ପ୍ରଭାବିତ କଲା ଭଳି ଭିଡିଓ ଶେୟାର କରିଥାନ୍ତି। ନିକଟରେ ସେ ‘ବିଟେକ୍‌ ଗୁପ୍‌ଚୁପବାଲୀ’ଙ୍କ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାପସୀ ଉପାଧ୍ୟାୟଙ୍କୁ...

Shocking Video: ନେଉଳ ପଲଙ୍କ ମଝିରେ ଫସିଗଲା ବିଶାଳକାୟ ଅଜଗର, ପରେ ଯାହା ଘଟିଲା ଦେଖିଲେ ଟାଙ୍କୁରି ଉଠିବ ଲୋମ

ସାପଙ୍କ ମଧ୍ୟରେ ସବୁଠାରୁ ଭୟଙ୍କର ଶିକାରୀ ହେଉଛି ‘ଅଜଗର’। ବଡ଼ ବଡ଼ ପ୍ରାଣୀ ଏହାଠାରୁ ଦୂରେଇ ରହିଥାନ୍ତି। କାରଣ ଏହା କେବଳ ଦଶଂନ କରେ ନାହିଁ, ଗିଳିଦିଏ ମଧ୍ୟ। ହେଲେ ଏହି ବିଶାଳକାୟ ଜୀବ ଉପରେ ଛୋଟ ଶିକାରୀ ଆକ୍ରମଣ...

Viral Video: ଛେଳି ଚୋରି କରିବାକୁ କାର୍‌ରେ ଆସିଲେ ଚୋର, ପରେ ଏଭଳି ଉପାୟ ଆପଣାଇଲେ ଯେ ଦେଖିଲେ…

ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠି ପ୍ରତ୍ୟହ କିଛି ନା କିଛି ଭାଇରାଲ ହୋଇଥାଏ। ସେଥିରୁ କିଛି ଭାବୁକ କରୁଥିବା ବେଳେ କିଛି ମଜାଦାର ଥାଏ। ଏହି କ୍ରମରେ ଏଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି,ଯାହାକୁ ଦେଖିଲେ...

Viral Video: କୈଳାସ ଖେରଙ୍କ ଗୀତ ଗାଇ ଇଣ୍ଟରନେଟ୍‌ରେ ଚହଳ ପକାଇଛନ୍ତି ଏହି ପାକିସ୍ତାନୀ ଗାୟକ, ମନ୍ତ୍ରମୁଗ୍ଧ କରୁଛି…

ଆଜିକାଲି ସୋସିଆଲ ମିଡିଆରେ ‘ସଇଁୟା’ ଗୀତ ଗାଇବାର ଟ୍ରେଣ୍ଡ ଚାଲିଛି। ଅନେକ ଲୋକ ଏଥିରେ ଭାଗ ନେଇ ନିଜର ଭିଡିଓ ଶେୟାର କରୁଛନ୍ତି। ଏହି କ୍ରମରେ ଜଣେ ଲୋକପ୍ରିୟ ପାକିସ୍ତାନୀ ଗାୟକଙ୍କ ଭିିଡିଓ ସାମ୍ନାକୁ ଆସିଛି, ଯାହା ବେଶ ଭାଇରାଲ...

Viral Video: ଗୁଣ୍ଡାମାନଙ୍କୁ ନେଇ ପହଞ୍ଚିଲେ ପ୍ରେମିକ, ବିବାହ ମଣ୍ଡପରୁ ପ୍ରେମିକାଙ୍କୁ ଉଠାଇନେଲେ.. 

ହିନ୍ଦି ସିନେମାରେ ଅନେକ ଫିଲ୍ମ ରହିଛି ଯେଉଁଥିରେ ହିରୋ ବିବାହ ମଣ୍ଡପରୁ ହିରୋଇନଙ୍କୁ ଉଠାଇ ନେଇଥାଏ। ହେଲେ ବାସ୍ତବ ଜୀବନରେ କ’ଣ ସେଭଳି ଦୃଶ୍ୟ ଦେଖିଛନ୍ତି। ହୁଏତ ନା। ଏବେ କିନ୍ତୁ ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଗୁଣ୍ଡାମାନଙ୍କୁ...

VIRAL VIDEO: ଆଖି ଆଗରେ ଯୁବତୀ ପାଲଟିଲେ ଯୁବକ, ସୁନ୍ଦରତା ଆଗରେ ହିରୋଇନ୍‌ ବି ପଡ଼ିବେ ଫିକା…

ସୋସିଆଲ ମିଡିଆରେ ରାତାରାତି ଖ୍ୟାତି ଅର୍ଜନ କରିବାକୁ ଲୋକେ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ କିଛି ମଜାଦାର ଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଆଖିକୁ...

VIRAL VIDEO: ଶିକାର କରିବାକୁ ଯାଇ ଫସିଲା ଚିତାବାଘ, ଜୀବନ ନେଇଗଲେ ଜଙ୍ଗଲୀ ବାର୍‌ହା

ଜଙ୍ଗଲରେ ଚିତାବାଘକୁ ସବୁଠାରୁ ଶିକାରୀ ଜନ୍ତୁଙ୍କ ମଧ୍ୟରେ ଗଣାଯାଏ।  ବିଶେଷକରି ଏହାର ଫୁର୍ତ୍ତି ଏବଂ ଶକ୍ତି ଅନ୍ୟ ଜୀବଜନ୍ତୁଠାରୁ ଅଧିକ। ଥରେ ଚିତାବାଘ ଶିକାର ପଛରେ ପଡ଼ିଲେ ତାକୁ କାବୁ କରିବାକୁ କେଇ ସେକେଣ୍ଡ ଲାଗେ। ହେଲେ ଏବେ ସୋସିଆଲ...

ପ୍ରେମିକା ଅନ୍ୟତ୍ର ବିବାହ କଲେ ବୋଲି ରାଗିଗଲେ ପ୍ରେମିକ, ବରଯାତ୍ରୀଙ୍କ ଖାଦ୍ୟରେ ମିଶାଇଲେ ପେଟ ଖରାପ ହେବା ଔଷଧ; ପରେ ଯାହା ହେଲା…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସାଧାରଣ ଘଟଣା ପାଲଟିଲାଣି। ସେଥିରୁ କିଛି ବେଶ ମଜାଦାର ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ କରି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ଭାଇରାଲ ହେଉଛି। ବିବାହ ସମୟର...

Viral Video: ଘନକୁହୁଡ଼ିରେ ବି ଫୁଲ୍‌ ସ୍ପିଡ୍‌ରେ ଟ୍ରେନ୍‌ ଚଳାଉଛନ୍ତି ପାଇଲଟ୍‌, ଭିଡିଓ ଦେଖିଲେ…

ଭାରତରେ ଟ୍ରେନ୍‌କୁ ସବୁଠାରୁ ସୁଗମ ସାଧନ ମଧ୍ୟରେ ଗଣାଯାଏ। ଏଥିପାଇଁ ଦେଶର ଅଧିକାଂଶ ଲୋକେ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି।  ବର୍ତ୍ତମାନ ଶୀତଦିନ ଚାଲିଥିବା ବେଳେ ଘନକୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ହେଲେ ଟ୍ରେନ୍‌ ଯାତ୍ରୀଙ୍କୁ ତାର...

Viral video: ସ୍ବଳ୍ପ ଟଙ୍କା ବିନିମୟରେ ସୋଲାର କାର୍‌ ପ୍ରସ୍ତୁତ କଲେ ଏହି ଯୁବକ, ଦେଖିଲେ ଏଲନ ମସ୍କ ବି ଚକିତ ହେବେ…

ଭାରତରେ ପ୍ରତିଭାର ଅଭାବ ନାହିଁ। ସୋସିଆଲ ମିଡିଆରେ ପ୍ରତ୍ୟେହ ଦେଶୀ ଉଦ୍ଭାବନର ଶହ ଶହ ଭିଡିଓ ଭାଇରାଲ ହୋଇଥାଏ, ଯାହା ଚକିତ କରିଥାଏ। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଜଣେ ଯୁବକ ସୋଲାର ଚାଳିତ କାର୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ...

Video: ମରୁଭୂମିରେ ହଠାତ୍‌ ପାଣି ଦେଖି ନାଚିବାକୁ ଲାଗିଲେ ଓଟ, ହୃଦୟ ଜିଣୁଛି ଦୃଶ୍ୟ…

କଥାରେ ଅଛି ଜଳ ହିଁ ଜୀବନ। ବହୁତ ଏ କଥାକୁ ହୃଦବୋଧ କରିପାରନ୍ତି। ସେଥିପାଇଁ ତ ପାଣୀ ଅପଚୟ କରିବା ପୂର୍ବରୁ ଥରଟିଏ ବି ଚିନ୍ତା କରନ୍ତି ନାହିଁ। ହେଲେ ଥରେ ମରୁଭୂମି କଥା ଭାବନ୍ତୁ ତ। ସେଠାରେ ବସବାସ...

Advertisement
Mettle Meet 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri