Odisha Elections 2024

Tag Archives: Dharitri Fursat

ଗୋଡ଼ ନ ଥାଇ ବି ସକ୍ଷମ, ଆଶାବାଡ଼ି ଧରି ଶ୍ରମିକ ସାଜିଥିବା ଏହି ଦିବ୍ୟାଙ୍ଗଙ୍କ ପରିଶ୍ରମ ଦେଖିଲେ ଆଖିରେ ଆସିବ ଲୁହ…

ଅନେକେ ଗୋଡ଼ ଥାଇ ବି ପରିଶ୍ରମ କରିବାକୁ କୁଣ୍ଠାବୋଧ କରନ୍ତି। ହେଲେ ଜଣେ ଦିବ୍ୟାଙ୍ଗ ଗୋଡ଼ ନ ଥାଇ ବି ଆଶାବାଡ଼ି ସାହାଯ୍ୟରେ ମଜୁରି ଲାଗି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବା...

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଜଷ୍ଟ ଲୁକିଂ ଲାଇକ୍‌ ଏ ଓ୍ବାଓ’, ଜାଣନ୍ତୁ କିଏ ଆରମ୍ଭ କରିଥିଲେ…

ସୋସିଆଲ ମିଡିଆରେ ଆଜିକାଲି ‘ଜଷ୍ଟ ଲୁକିଂ ଲାଇକ୍‌ ଏ ଓ୍ବାଓ’ର ଟ୍ରେଣ୍ଡ ଚାଲିଛି। କଳାକାରଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ଏଥିରେ ରିଲ୍ସ କରି ନିଜ ଆକାଉଣ୍ଟରେ ଶେୟାର କରୁଛନ୍ତି। ହେଲେ ହଠାତ୍‌ ଏହି ଟ୍ରେଣ୍ଡ କେଉଁଠୁ ଆସିଲା ଏବଂ କିଏ...

ପାଣି ବଦଳରେ ପେଟଭର୍ତ୍ତି ମଦ ପିଇଦେଲା ମୂଷା, ପରେ ଯାହା ହେଲା ଦେଖିଲେ ରୋକି ପାରିବେନି ହସ…

ସୋସିଆଲ ମିଡିଆରେ ପ୍ରତ୍ୟହ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିବା ପରେ ବେଶ ଭାଇରାଲ ହେଉଛି। ଭିଡିଓରେ ଏକ ମୂଷା...

ମୁକେଶ ଅମ୍ବାନୀଙ୍କୁ ମିଳିଛି ୫୫ ଯବାନଙ୍କ ଅଭେଦ୍ୟ ସୁରକ୍ଷା କବଚ, ମାସକୁ ଗଣନ୍ତି ମୋଟା ଅଙ୍କର ଟଙ୍କା

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଇ-ମେଲ ପ୍ରେରକ ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରିଛନ୍ତି। ପୂର୍ବରୁ ଅମ୍ବାନୀଙ୍କ...

କେବଳ ୨୯୫ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ‘ବ୍ରିଟାନିଆ’, ଏବେ ୧.୦୯ ଲକ୍ଷ କୋଟିରେ ପହଞ୍ଚିଲାଣି କମ୍ପାନୀ ମୂଲ୍ୟ…

ଏକଦା କେବଳ ‘ବିସ୍କୁଟ’ରୁ ବ୍ୟବସାୟ ଆରମ୍ଭ କରିଥିଲା ‘ବ୍ରିଟାନିଆ’। ହେଲେ ଏବେ ଏହାର ବ୍ୟବସାୟ ବ୍ରେଡ୍‌, କେକ୍‌, ରସ୍କଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ପହଞ୍ଚିଲାଣି। ସାରା ଦେଶରେ ଏହା ୧୫ ମାନୁଫାକ୍ଚରିଂ ୟୁନିଟ୍‌୍‌ ଏବଂ ୩୫ କଣ୍ଟ୍ରାକ୍ଟ ଏବଂ...

ଆଖି ପିଛୁଳାକେ ଛେଳିକୁ ଜିଅନ୍ତା ଗିଳିଲା ବିଶାଳକାୟ ଗୋଧି, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ…

ପ୍ରତ୍ୟେହ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ ହୁଏନା। ଏବେ ସେଭଳି ଏକ ଭିଡିଓରେ ଏକ ଛେଳି ଛୁଆକୁ ବିଶାଳକାୟ ଗୋଧି(କୋମୋଡୋ ଡ୍ରାଗନ୍‌) କିଭଳି କେଇ ସେକେଣ୍ଡରେ ଜିଅନ୍ତା...

ନାରୀ ଶକ୍ତି: ସେ ଘର ସମ୍ଭାଳିପାରେ, ଦେଶ ବି…

ସଂସ୍କୃତରେ ଏକ ଶ୍ଲୋକ ଅଛି-‘ନ ସ୍ତ୍ରୀରତ୍ନସମଂ ରତ୍ନମ’। ନାରୀ ରତ୍ନପରି ଆଉ କୌଣସି ରତ୍ନ ନାହିଁ । ସେ ଏମିତି ଏକ ରତ୍ନ ଯାହାର ଚମକରେ ସାରା ବିଶ୍ୱ ଝଲସିଯାଏ । ତା’ର ଶକ୍ତି, ସାମର୍ଥ୍ୟର କୌଣସି ସୀମା ନାହିଁ।...

ଉଡ଼ନ୍ତା ପ୍ଲେନ୍‌ରେ କିଭଳି ପକାଯାଏ ଇନ୍ଧନ, ଦୃଶ୍ୟ ଦେଖିଲେ ଚକିତ ହେବେ; ଭାଇରାଲ ହେଉଛି…

ସାଧାରଣତଃ ବିମାନରେ ସ୍ବତନ୍ତ୍ର ଇନ୍ଧନ ବ୍ୟବହୃତ ହୁଏ ବୋଲି ସମସ୍ତେ ଜାଣନ୍ତି। ହେଲେ କେବେ ବିମାନରେ ଏହାକୁ ପକାଯିବାର ଦୃଶ୍ୟ ଦେଖିଛନ୍ତି କି? ହୁଏତ ନା। ତେବେ ଇଣ୍ଟରନେଟ୍‌ରେ ଏବେ ଆକାଶରେ ଉଡନ୍ତା ପ୍ଲେନ୍‌ରେ ଇନ୍ଧନ ପକାଯିବାର ଏକ ଭିଡିଓ...

ସ୍ୱାମୀଙ୍କୁ ଛାଡ଼ି ମାଳଦ୍ଵୀପରେ ପହଁଚିଲେ ପରିଣୀତି ଚୋପ୍ରା, ଏହି ଖାସ ବ୍ୟକ୍ତି ଉଠାଇଲେ ଫଟୋ

ମାଳଦ୍ଵୀପ,୧୬।୧୦:(୧୦) ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ। ବିବାହ ପରେ ପରିଣୀତି ସ୍ୱାମୀଙ୍କୁ ଛାଡ଼ି ଏବେ ମାଳଦ୍ଵୀପରେ ଛୁଟି କାଟିବାକୁ ପହଞ୍ଚିଛନ୍ତି। ଏହି ସମୟର ଏକ ଫଟୋ ପରିଣୀତି ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ...

ବିଶ୍ୱ ଇତିହାସର ରହସ୍ୟମୟ ତାଲିକାରେ ସାଇତା ନିଖୋଜ ମଣିଷଙ୍କ କଥା: କୁଆଡ଼େ ଗଲେ ନେତାଜୀ, ହୋଫା…

ଏଇଟା ସେଇ ସମୟ ନୁହେଁ, ଯେତେବେଳେ ଜଣେ ଆଖିପିଛୁଳାରେ ଉଭାନ ହୋଇଯିବ। ତନ୍ତ୍ର ବା ମନ୍ତ୍ରବଳରେ ନିଜକୁ ଦିନଦିନ ଧରି ଲୁଚେଇ ଦେଇପାରିବ। ଅଥବା ପୁଣିଥରେ ମନ୍ତ୍ରଶକ୍ତିକୁ ଉପଯୋଗ କରି ଆଖି ଆଗରେ ଆସି ପହଞ୍ଚତ୍ୟିବ। ସେସବୁ ଘଟୁଥିଲା ପୌରାଣିକ...

ବସ୍‌ରେ ବଗିଚା ତିଆରି କରି ଚର୍ଚ୍ଚାରେ ଡ୍ରାଇଭର

ପ୍ରଦୂଷଣ ବୃଦ୍ଧିକୁ ନେଇ ସରକାରଙ୍କଠାରୁ ସାଧାରଣ ଜନତା ସମସ୍ତେ ଚିନ୍ତାରେ। ପ୍ରଦୂଷଣ କମ୍‌ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉପାୟ ଅବଲମ୍ବନ କରୁଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବେଙ୍ଗାଲୁରୁର ବସ୍‌ ଡ୍ରାଇଭର ନାରାୟଣପ୍ପା। ସେ...

ଯୌତୁକ ନ ନେବାକୁ ସର୍ତ୍ତ ରଖିଲେ ଶିକ୍ଷକ ଜ୍ୱାଇଁ: ଲକ୍ଷେ ଟଙ୍କାର ପୁସ୍ତକ ଉପହାର ଦେଲେ ଶ୍ୱଶୁର

ଆଇନ ଅନୁଯାୟୀ ଯୌତୁକ ମାଗିବା ଏକ ଅପରାଧ। ମାତ୍ର ଆମ ସମାଜରେ ଯୌତୁକ ମାଗିବା ଯେପରି ଏକ ପ୍ରଥା ପାଲଟିଛି। ଭାରତରେ ବୋଧହୁଏ ଏମିତି କୌଣସି ଜାଗା ନ ଥିବ ଯେଉଁଠାରେ ଯୌତୁକ ନିଆଯାଉ ନ ଥିବ। ମାତ୍ର ସମାଜରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri