Odisha Elections 2024

Tag Archives: Dharitri Fursat

Stunt Video: ଟ୍ରକ୍‌ ଆଗକୁ ଯାଇ ଷ୍ଟଣ୍ଟ କରୁଥିଲେ ଯୁବକ, ହଠାତ୍‌ ହେଲା ଭୟଙ୍କର ଦୁର୍ଘଟଣା; ତା ପରେ…

ଯୁବକମାନଙ୍କୁ ଷ୍ଟଣ୍ଟ କରିବା ପସନ୍ଦ। ଇଣ୍ଟରନେଟ୍‌ରେ ଷ୍ଟଣ୍ଟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଭୟଙ୍କର ଷ୍ଟଣ୍ଟ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଭିଡିଓରେ ଜଣେ ଯୁବକ...

ଜେଜେବାପା ବୟସର ବ୍ୟକ୍ତିଙ୍କ ପ୍ରେମରେ ପଡ଼ି ବିବାହ କଲେ ଏହି ୨୮ ବର୍ଷୀୟ ଯୁବତୀ; ଟ୍ରୋଲ ହେବା ପରେ କହିଲେ-‘ମୋ ପ୍ରେମ ଶାଶ୍ୱତ’

କଥାରେ ଅଛି ପ୍ରେମ ମାନେନା ବୟସ। ଠିକ୍‌ ସେଭଳି ଏକ ଘଟଣାକ୍ରମରେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଭଲପାଇ ବସିଛନ୍ତି ୨୮ ବର୍ଷୀୟ ଯୁବତୀ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏକ ଡେଟିଂ ଆପ୍‌ରେ ଯୁବତୀଜଣଙ୍କ ବୃଦ୍ଧଙ୍କୁ ଭେଟିଥିଲେ। ଧିରେ...

Stunt Video: ବାଇକ୍‌ରେ ଯୁବତୀ କରୁଛନ୍ତି ଭୟଙ୍କର ଷ୍ଟଣ୍ଟ; ଦୃଶ୍ୟ ଦେଖି ଲୋକେ କହିଲେ-ଅବିଶ୍ୱସନୀୟ

ବାଇକ୍‌ରେ ଷ୍ଟଣ୍ଟ କରିବାକୁ ଯୁବକମାନେ ପସନ୍ଦ କରିଥାନ୍ତି। ହେଲେ ଆଜିକାଲିି ସମୟରେ ଯୁବତୀମାନେ ଏହି ମାମଲାରେ ପଛରେ ନାହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ହେଉଛି ତାର ପ୍ରମାଣ। ଭିଡିଓଟିରେ ଯୁବତୀଙ୍କ ଷ୍ଟଣ୍ଟ କରିବାର କୌଶଳ ଦେଖିଲେ...

Video: ଶିକାର କରିବାକୁ ଆସିଥିବା ସାପକୁ କେଇ ସେକେଣ୍ଡରେ ଗିଳି ଦେଲା ବେଙ୍ଗ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲରେ ଘାତକ ଶିକାରୀମାନଙ୍କ ମଧ୍ୟରୁ ସାପ ଗୋଟିଏ। ଯେତେ ବଡ଼ ପଶୁ ହୋଇଥାଉନା କାହିଁକି ସାପକୁ ଦେଖି ସବୁ ଛାନିଆ ହୁଅନ୍ତି। ଅନେକ ସମୟରେ ସାପ ଛୋଟ ମୂଷା ଏବଂ ବେଙ୍ଗ ଭଳି ଜୀବ ଶିକାର କରି ପେଟ ଭର୍ତ୍ତି...

Viral Video: ଭୋକ ଲାଗିଲା ବୋଲି ସାଥୀର ହାତ ଖାଇଦେଲା କୁମ୍ଭୀର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

କୁମ୍ଭୀରକୁ ସବୁଠାରୁ ଆକ୍ରମଣାତ୍ମକ ଶିକାରୀ ଭାବେ ବିବେଚନା କରାଯାଏ। ପାଣି ଭିତରେ ହେଉ ବା ବାହାରେ ଏହା ବେଶ ସହଜରେ ଶିକାର କରିଦିଏ। ସୋସିଆଲ ମିଡିଆରେ ଏହି ସମୟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଚକିତ...

Video: ଗ୍ରୋସରୀ ଦୋକାନରୁ ଚୋରି କରି ଧରାପଡ଼ିଲେ ମହିଳା, ଏଭଳି ସ୍ଥାନରେ ଲୁଚାଇଥିଲେ ସାମଗ୍ରୀ ଯେ ଦେଖି ଉଡିଲା ହୋସ୍‌

ଚୋରି କରିବା ଲାଗି ଚୋରମାନେ ଭଳିକି ଭଳି ଉପାୟ ଅବଲମ୍ବନ କରିଥାନ୍ତି। ଏହା ଏକ ମାନସିକତା ମଧ୍ୟ। ତେବେ ଅନେକ ସମୟରେ ଚୋରୀ ସମୟର ଘଟଣାବଳୀର ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେଭଳି ଏକ...

Viral Video: ଏଭଳି ସ୍ଥାନରୁ ଡେଇଁଲେ ଏହି ବ୍ୟକ୍ତି, ଦୃଶ୍ୟ ଦେଖି ଲୋକେ ତାଜୁବ, କହିଲେ-ଟାଙ୍କୁରି ଉଠିଲା ଲୋମ

ଷ୍ଟଣ୍ଟ କରିବା ସମସ୍ତଙ୍କୁ ପସନ୍ଦ। ହେଲେ ଅନେକେ ଷ୍ଟଣ୍ଟ ଲାଗି ଏଭଳି ଦୁଃସାହସିକ ଉପାୟ ଅବଲମ୍ବନ କରିଥାନ୍ତି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିଛି ଏଭଳି ଦୃଶ୍ୟ ଥିବା ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ...

ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍‌: ଇଟା ଭଳି ଆକାର, ଦାମ୍‌ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ…

ଆଜିକାଲି ସମୟରେ ମୋବାଇଲ ଫୋନ୍‌ ବା କାହା ହାତରେ ନାହିଁ। ଏବେ ଭଳିକି ଭଳି କମ୍ପାନୀ ଏବଂ ସୁବିଧା ସହ ମୋବାଇଲ ଉପଲବ୍ଧ ହେଉଛି। ହେଲେ କ’ଣ ଆପଣ ପ୍ରଥମ ମୋବାଇଲ ଫୋନ୍‌ କିଭଳି ଥିଲା ଜାଣନ୍ତି। ଯଦି ନା,...

ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଦେଖିଲେ କହିବେ ବାଃ, ଭାଜପା ନେତା କ୍ଲାସର ଭିଡିଓ ଶେୟାର କରି କହିଲେ…

ନାଗାଲାଣ୍ଡର ମନ୍ତ୍ରୀ ଏବଂ ଭାଜପା ନେତା ତେମଜେନ ଇମ୍‌ନା ଆଲୋଙ୍ଗ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ତାଙ୍କର  ପ୍ରତିଟି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ଅନେକ ସମୟରେ ସେ ନିଜ ସହ ଜଡ଼ିତ ପୋଷ୍ଟ ଶେୟାର କରି ଲୋକଙ୍କୁ...

ଅନଲାଇନ୍‌ରେ ମଗାଇଥିଲେ ୨୦ ହଜାର ଟଙ୍କାର ହେଡ୍‌ଫୋନ୍‌, ପାର୍ସଲରୁ ଯାହା ମିଳିଲା ଦେଖି ବ୍ୟକ୍ତିଙ୍କ ଉଡ଼ିଲା ହୋସ୍‌

ଆଜିକାଲିର ସମୟରେ ଅନଲାଇନରେ ଶପିଂ କରିବା ସାଧାରଣ କଥା। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରେ ସବୁକିଛି ଲୋକେ ହାତ ପାହାନ୍ତାରେ ପାଇଯାଉଛନ୍ତି। ହେଲେ ବେଳେବେଳେ କିଛି ଲୋକ ଠକାମୀର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜଣେ ‘ଏକ୍ସ’ ବ୍ୟବହାରକାରୀଙ୍କ ସହ ଘଟିଛି।...

୨୦୨୩ରେ ସର୍ବାଧିକ ଥର ଦେଖାଯାଇଛି ଏହି ଯୁବତୀଙ୍କ ଭିଡିଓ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସୋସିଆଲ ମିଡିଆରେ ପ୍ରତ୍ୟେହ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି ମେକ୍‌ଅପ୍‌ ସହାୟତାରେ ସୁନ୍ଦରୀ ଯୁବତୀ ଦେଖାଯିବାର ଭିଡିଓକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି। ଏହି କ୍ରମରେ ୨୦୨୩ରେ ମେକଅପ୍‌ କରୁଥିବା ଜଣେ ଯୁବତୀଙ୍କ ଭିଡିଓ ସର୍ବାଧିକ ଥର...

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ, ପ୍ରଥମେ ଦୌଡ଼ି ପଳାଇଲେ କଣ୍ଡକ୍ଟର; ଭିଡିଓ ଦେଖିଲେ…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ଼। ଏଭଳି ଚକିତ କଲା ଭଳି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳର। ଏଠାରେ ହଠାତ ଏକ ବସ୍‌ରେ ମାଙ୍କଡ଼ଟିଏ ପଶିଯିବାରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରଥମେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri