Tag Archives: Dharitri Fursat

Viral Video: ଭୋକ ଲାଗିଲା ବୋଲି ସାଥୀର ହାତ ଖାଇଦେଲା କୁମ୍ଭୀର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

କୁମ୍ଭୀରକୁ ସବୁଠାରୁ ଆକ୍ରମଣାତ୍ମକ ଶିକାରୀ ଭାବେ ବିବେଚନା କରାଯାଏ। ପାଣି ଭିତରେ ହେଉ ବା ବାହାରେ ଏହା ବେଶ ସହଜରେ ଶିକାର କରିଦିଏ। ସୋସିଆଲ ମିଡିଆରେ ଏହି ସମୟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଚକିତ କଲାଭଳି…

Video: ଗ୍ରୋସରୀ ଦୋକାନରୁ ଚୋରି କରି ଧରାପଡ଼ିଲେ ମହିଳା, ଏଭଳି ସ୍ଥାନରେ ଲୁଚାଇଥିଲେ ସାମଗ୍ରୀ ଯେ ଦେଖି ଉଡିଲା ହୋସ୍‌

ଚୋରି କରିବା ଲାଗି ଚୋରମାନେ ଭଳିକି ଭଳି ଉପାୟ ଅବଲମ୍ବନ କରିଥାନ୍ତି। ଏହା ଏକ ମାନସିକତା ମଧ୍ୟ। ତେବେ ଅନେକ ସମୟରେ ଚୋରୀ ସମୟର ଘଟଣାବଳୀର ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍‌ ସେଭଳି ଏକ ଭିଡିଓ…

Viral Video: ଏଭଳି ସ୍ଥାନରୁ ଡେଇଁଲେ ଏହି ବ୍ୟକ୍ତି, ଦୃଶ୍ୟ ଦେଖି ଲୋକେ ତାଜୁବ, କହିଲେ-ଟାଙ୍କୁରି ଉଠିଲା ଲୋମ

ଷ୍ଟଣ୍ଟ କରିବା ସମସ୍ତଙ୍କୁ ପସନ୍ଦ। ହେଲେ ଅନେକେ ଷ୍ଟଣ୍ଟ ଲାଗି ଏଭଳି ଦୁଃସାହସିକ ଉପାୟ ଅବଲମ୍ବନ କରିଥାନ୍ତି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିଛି ଏଭଳି ଦୃଶ୍ୟ ଥିବା ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି…

ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍‌: ଇଟା ଭଳି ଆକାର, ଦାମ୍‌ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ…

ଆଜିକାଲି ସମୟରେ ମୋବାଇଲ ଫୋନ୍‌ ବା କାହା ହାତରେ ନାହିଁ। ଏବେ ଭଳିକି ଭଳି କମ୍ପାନୀ ଏବଂ ସୁବିଧା ସହ ମୋବାଇଲ ଉପଲବ୍ଧ ହେଉଛି। ହେଲେ କ’ଣ ଆପଣ ପ୍ରଥମ ମୋବାଇଲ ଫୋନ୍‌ କିଭଳି ଥିଲା ଜାଣନ୍ତି। ଯଦି ନା, ତେବେ…

ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଦେଖିଲେ କହିବେ ବାଃ, ଭାଜପା ନେତା କ୍ଲାସର ଭିଡିଓ ଶେୟାର କରି କହିଲେ…

ନାଗାଲାଣ୍ଡର ମନ୍ତ୍ରୀ ଏବଂ ଭାଜପା ନେତା ତେମଜେନ ଇମ୍‌ନା ଆଲୋଙ୍ଗ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ତାଙ୍କର ପ୍ରତିଟି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ଅନେକ ସମୟରେ ସେ ନିଜ ସହ ଜଡ଼ିତ ପୋଷ୍ଟ ଶେୟାର କରି ଲୋକଙ୍କୁ ହସାଇଥାନ୍ତି।…

ଅନଲାଇନ୍‌ରେ ମଗାଇଥିଲେ ୨୦ ହଜାର ଟଙ୍କାର ହେଡ୍‌ଫୋନ୍‌, ପାର୍ସଲରୁ ଯାହା ମିଳିଲା ଦେଖି ବ୍ୟକ୍ତିଙ୍କ ଉଡ଼ିଲା ହୋସ୍‌

ଆଜିକାଲିର ସମୟରେ ଅନଲାଇନରେ ଶପିଂ କରିବା ସାଧାରଣ କଥା। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରେ ସବୁକିଛି ଲୋକେ ହାତ ପାହାନ୍ତାରେ ପାଇଯାଉଛନ୍ତି। ହେଲେ ବେଳେବେଳେ କିଛି ଲୋକ ଠକାମୀର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜଣେ ‘ଏକ୍ସ’ ବ୍ୟବହାରକାରୀଙ୍କ ସହ ଘଟିଛି।…

୨୦୨୩ରେ ସର୍ବାଧିକ ଥର ଦେଖାଯାଇଛି ଏହି ଯୁବତୀଙ୍କ ଭିଡିଓ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସୋସିଆଲ ମିଡିଆରେ ପ୍ରତ୍ୟେହ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି ମେକ୍‌ଅପ୍‌ ସହାୟତାରେ ସୁନ୍ଦରୀ ଯୁବତୀ ଦେଖାଯିବାର ଭିଡିଓକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି। ଏହି କ୍ରମରେ ୨୦୨୩ରେ ମେକଅପ୍‌ କରୁଥିବା ଜଣେ ଯୁବତୀଙ୍କ ଭିଡିଓ ସର୍ବାଧିକ ଥର ଦେଖାଯିବାର…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ, ପ୍ରଥମେ ଦୌଡ଼ି ପଳାଇଲେ କଣ୍ଡକ୍ଟର; ଭିଡିଓ ଦେଖିଲେ…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ଼। ଏଭଳି ଚକିତ କଲା ଭଳି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳର। ଏଠାରେ ହଠାତ ଏକ ବସ୍‌ରେ ମାଙ୍କଡ଼ଟିଏ ପଶିଯିବାରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରଥମେ କଣ୍ଡକ୍ଟର…

ପୃଥିବୀର ୨୬୨ ମିଟର ତଳେ ଥିବା ସୁନ୍ଦର ଦୁନିଆ, ନଦୀ-ବାଦଲ ସହ ରହିଛି…

ଶାସ୍ତ୍ରରେ ପାତାଳ ଲୋକ ବିଷୟରେ ଉଲ୍ଲେଖ ରହିଛି। ଆଜି ଆମେ ଆପଣଙ୍କୁ ଅସଲି ପାତାଳ ଲୋକ ବିଷୟରେ କହିବାକୁ ଯାଉଛୁ। ଏହା ପୃଥିବୀର ୨୬୨ ମିଟର ତଳେ ଉପସ୍ଥିତ। ଏଠାରେ ନଦୀ-ବାଦଲର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ପୃଥିବୀର ପାତାଳ ଲୋକ…

ଶିକାର କରିବାକୁ କୁଦି ପଡ଼ିଲା ସିଂହୀ, ହେଲେ ଜିରାଫର ପ୍ରତି ଆକ୍ରମଣରେ ଉଡିଗଲା ହୋସ୍‌; ଦେଖନ୍ତୁ ଚମକାଇବା ଭଳି ଭିଡିଓ…

ସିଂହୀକୁ ଜଙ୍ଗଲର ବଡ଼ ଶିକାରୀ ବୋଲି କୁହାଯାଏ। ତା ଆଗରେ ପଡ଼ିଲେ ବଡ଼ ବଡ଼ ପଶୁମାନେ ଥରହର ହୁଅନ୍ତି। ହେଲେ ସିଂହୀ ନିଜ ଶିକାରଠାରୁ ଜୋରଦାର ପ୍ରତି ଆକ୍ରମଣର ଶିକାର ହେବା ଶୁଣିଛନ୍ତି କି। ତେବେ ଆପଣଙ୍କୁ ସେଭଳି ଏକ ଭିଡିଓ…

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ ମିଳୁଛି। ଏହି କ୍ରମରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହା କୁଆଁରାମାନଙ୍କ ହୃଦୟ…

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଭାରତୀୟ ସଂସ୍କୃତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି। ବିଶେଷକରି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?