Tag Archives: Dharitri Fursat

Video: ନିଶାରେ ଟଳମଳ ହୋଇ ବି ଟ୍ରାଫିକ୍‌ ନିୟମ ମାନିଲେ ଏହି ବ୍ୟକ୍ତି, ଭିଡିଓ ଦେଖି…

ସୋସିଆଲ ମିଡିଆରେ ମଦ୍ୟପମାନଙ୍କୁ ନେଇ ଅନେକ ଭିଡିଓ ଦେଖିଥାଇପାର, ହେଲେ କେବେ ନିଶାରେ ଥାଇ ବି ଟ୍ରାଫିକ୍‌ ନିୟମ ପାଳନ କରୁଥିବା ଦେଖିଛନ୍ତି। ହୁଏତ ନା, ଆଜି ଆମେ ଆପଣଙ୍କୁ ସେଭଳି କିଛି ଭିଡିଓ ଦେଖାଇବୁ। ଏବେ ତାହା ବେଶ...

ଯୁବତୀଙ୍କୁ ସ୍କୁଟି ଚଳାଉଥିବା ଦେଖି ହାତୀ ବି ଡରିଗଲା, ବାଟେ ବାଟେ ଜଙ୍ଗଲକୁ ଧାଇଁଲା…

ପୃଥିବୀପୃଷ୍ଠର ବିଶାଳକାୟ ପଶୁଙ୍କ ମଧ୍ୟରୁ ହାତୀ ଅନ୍ୟତମ। ଜଙ୍ଗଲର ରାଜା ସିଂହ ବି ଏହାର ସାମ୍ନାକୁ ଆସିବାକୁ ସାହସ କରନ୍ତି ନାହିଁ। ହେଲେ ଯଦି କେବେ ହାତୀ ସ୍କୁଟିରେ ଯାଉଥିବା ଯୁବତୀକୁ ଦେଖି ଡରିଯାଏ, ଆପଣ ବିଶ୍ୱାସ କରିବେ ତ।...

ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍‌- ଫୂର୍ତ୍ତିକୁ ଦେଖିଲେ…

କୁହାଯାଏ ଯୁବାବସ୍ଥାରେ ହିଁ ମଣିଷ ଅଧିକ ଆକ୍ଟିଭ ରୁହନ୍ତି। କଠିନରୁ କଠିନ କାମ କରିପାରନ୍ତି। ଦୌଡା ଦୌଡି, ଡିଆଁଡେଇଁ ସବୁ କରିପାରନ୍ତି। ହେଲେ ବୟସ ବଢିବା ସହ ଶରୀରର ବଳ କମିବାକୁ ଲାଗେ। ବିଭିନ୍ନ ପ୍ରକାରର ରୋଗ ମାଡିବସେ। ବସିବା...

Video: ଚାଇନାରେ କିଭଳି ହୋଇଥାଏ ରିକ୍ସା, ଦେଖିଲେ ଚକିତ ହେବେ…

ବିଶ୍ୱର ପ୍ରତିଟି ଦେଶର ନିଜ ସଂସ୍କୃତି ଏବଂ ଭାଷା ରହିଛି। ସେଠାକାର ବାସିନ୍ଦାଙ୍କ ଜୀବନ ଜିଇଁବାର ପଦ୍ଧତି ବି ନିଆରା। ଗାଡ଼ି ମୋଟରଠାରୁ ଆରମ୍ଭ କରି ଖାଦ୍ୟପେୟ, ପୋଷାକ ପରିଧାନ ଆଦିରେ ସେସବୁର ଝଲକ ଦେଖିବାକୁ ମିଳେ। ଏଭଳି ଏକ...

ଏପ୍ରିଲ ୮ରେ ଲୁଚିଯିବେ ସୂର୍ଯ୍ୟ, ଦିନରେ ହେବ ରାତିର ଭ୍ରମ!

ନୂଆଦିଲ୍ଲୀ,୫।୩: ଚଳିତ ବର୍ଷ ଦୃଶ୍ୟମାନ ହେବ ଏକ ବିରଳ ମହାଜାଗତିକ ଦୃଶ୍ୟ। ମାର୍ଚ୍ଚ ୮ରେ ପୃଥିବୀବାସୀ ଦେଖିବେ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଏହି ସମୟରେ ପରାଗ ସମ୍ପୂଣ୍ଣ ଭାବେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି...

ଓ୍ବେବ୍‌ ସିରିଜ ଦେଖିବା ବହୁତ ପସନ୍ଦ କି? କହିଲେ ଦେଖି ‘OTT’ର ଫୁଲଫର୍ମ…

ବର୍ତ୍ତମାନ ସମୟରେ ଓ୍ବେବ୍‌ସିରିଜ ଦେଖିବା ଏକପ୍ରକାର ନିଶାରେ ପରିଣତ ହେଲାଣି। କେହି କେହି ରାତିସାରା ଅନିଦ୍ରା ରହିବି ସମସ୍ତ ଏପିସୋଡ ଶେଷ କରିବାର ଜିଦ୍‌ ରଖିଥାନ୍ତି। ତେବେ ଆପଣ ବହୁଳ ବ୍ୟବହାର କରୁଥିବା ‘ଓଟିଟି’ର ଫୁଲଫର୍ମ କ’ଣ ଜାଣନ୍ତି କି?...

ବିଦେଶରେ ସଫଳତା ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ

ନୂଆଦିଲ୍ଲୀ: ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ। ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଝିଅ ବିଦେଶରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ନିଜ ପିତାଙ୍କୁ ଧନ୍ୟବାଦ...

ଘରେ ପଶି କୁକୁର ଶିକାର କଲା ଚିତାବାଘ, କ୍ୟାମେରାରେ କଏଦ ହେଲା ଲୋମହର୍ଷଣକାରୀ ଦୃଶ୍ୟ, ଦେଖନ୍ତୁ…

ଜଙ୍ଗଲର ଘାତକ ଶିକାରୀଙ୍କ ମଧ୍ୟରୁ ଚିତାବାଘ ଅନ୍ୟତମ। ଏହା ଥରେ ଶିକାର ଉପରେ ଆଖି ପକାଇଲେ ତାର ବଞ୍ଚିବା ଏକପ୍ରକାର ଅସମ୍ଭବ। ହେଲେ ଜଙ୍ଗଲର ଏହି ଜନ୍ତୁକୁ ଜନବସତିରେ ଶିକାର କରୁଥିବା ଦେଖିଛନ୍ତି କି। ହୁଏତ ନା। କିଛି ଏଭଳି...

ପ୍ରେମରେ କିଭଳି ପଡ଼ନ୍ତି ଲୋକେ, ଲାଇଭ୍‌ କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଦେଖନ୍ତୁ Video…

ପ୍ରେମରେ କିଭଳି ପଡ଼ନ୍ତି କେବେ ଦେଖିଛନ୍ତି କି, ହୁଏତ ନା। ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହାର ଉଦାହରଣ ଦେଖିବାକୁ ମିଳୁଛି। ଆପର ଭାବୁଥିବେ କିଭଳି। ତେବେ ତାହା ଭିଡିଓ ଦେଖିଲେ ଆପେଆପେ...

ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍‌ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ

କିଛି ବାର୍ତ୍ତା ଦେବାକୁ ଥିଲେ ଆମେ ତାକୁ ନିଜ ଭାଷାରେ କହିଥାଉ। ହେଲେ ଭାରତରେ ଏଭଳି ଏକ ବିଚିତ୍ର ଗାଁ ରହିଛି, ଯେଉଁଠାରେ ଲୋକେ ପରସ୍ପରସହ ହ୍ବିସିଲ୍‌ ମାରି କଥା ହୋଇଥାନ୍ତି। ଦକ୍ଷିଣ ପୂର୍ବରେ ଥିବା ମେଘାଳୟରେ ଏହି ରାଜ୍ୟ...

ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ

ଶୀତବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କରିଛନ୍ତି ଜଣେ କଲେଜ ଛାତ୍ରୀ। ସେ ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ଏହି କାରନାମା କରିଛନ୍ତି। ସେ ହେଲେ ଆମେରିକାର ସୋଫିଆ ଏଫ୍‌ ହେଡେନ୍‌। ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି।...

ଇ-ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ

ବର୍ତ୍ତମାନ ସମୟରେ ମାର୍କେଟିଂର ବଡ଼ ମାଧ୍ୟମ ଭାବେ ଉଭା ହୋଇଛି ସୋସିଆଲ ମିଡିଆ। ଏମିତିରେ କିଛି ପୋଷ୍ଟ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ। ନିକଟରେ ଏଭଳି ଏକ କ୍ରମରେ ଏକ ହୋର୍ଡିଂ ଭାଇରାଲ ହେଉଛି, ଯାହାକୁ ଲଗାଇ ନିଜ ପାଇଁ...

Advertisement
Mettle Meet 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri