ସନ୍ଦେହରେ ଗଣତନ୍ତ୍ରର ମୂଳଦୁଆ
ମ ଦେଶର ଗଣତନ୍ତ୍ରର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ପ୍ରଶ୍ନ ଉଠିଛି ଆମ ନିର୍ବାଚନୀ ବ୍ୟବସ୍ଥା ଉପରେ। ନିର୍ବାଚନ କମିଶନ ପ୍ରସ୍ତୁତ କରୁଥିବା ଭୋଟର ତାଲିକା ଉପରେ, ଯାହାର ଆଧାରରେ ଦେଶର ପ୍ରତ୍ୟେକ ନାଗରିକ ଭୋଟଦେବା ପାଇଁ ଯୋଗ୍ୟ ବା ଅଯୋଗ୍ୟ…
ଦାୟିତ୍ୱ ନିର୍ବାହର ଦାୟବଦ୍ଧତା
ଆମମାନଙ୍କର ବ୍ୟକ୍ତିଗତ, ପାରିବାରିକ ଜୀବନ ହେଉ କି ସାମାଜିକ ଜୀବନ ହେଉ ଆମର କିଛି ନା କିଛି ଦାୟିତ୍ୱ ନିଶ୍ଚିତ ରହିଛି। ସେହିସବୁ ଦାୟିତ୍ୱଗୁଡିକୁ ଠିକ୍ ଭାବେ ନିର୍ବାହ କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ତେବେ ଆମେ ଯେତେବେଳେ ଏହା…
ୟୁରୋପ ଏତେ ଦୁର୍ବଳ କାହିଁକି
ଆମେରିକାର ଅସ୍ଥିରତା, ଚାଇନାର ଏକଚ୍ଛତ୍ରବାଦ ଓ ରୁଷିଆର ଆକ୍ରମଣାତ୍ମକ ତଥା ବିଦ୍ୱେଷ ଭାବନାକୁ ବିଶ୍ୱ ଏବେ ସାମ୍ନା କରୁଛି। ବିଶ୍ୱରେ ଏଭଳି ସ୍ଥିତିରେ ପରିବର୍ତ୍ତନ ପାଇଁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ବା ଗୋଷ୍ଠୀର ଆବଶ୍ୟକତା ଅନିବାର୍ଯ୍ୟ। ଯଦି ଦେଖାଯାଏ ତେବେ କେବଳ…
ଏଇ ଭାରତରେ
ରୋଗ ହେଲେ ସମସ୍ତେ ଡାକ୍ତର ପାଖକୁ ଯାଆନ୍ତି। କିନ୍ତୁ ଏଥିପାଇଁ କେହି କ’ଣ ମନ୍ଦିର ଲୁଟିବାକୁ ଯିବା କଥା ଶୁଣିଛନ୍ତି! ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ଦୁର୍ଗ ଅଞ୍ଚଳରେ। ଏଠାରେ ୪୫ ବର୍ଷୀୟ ଜଣେ ବ୍ୟକ୍ତି ଏବେ ପୋଲିସ ହାତରେ…
ଶାନ୍ତିର ସନ୍ଧାନ
ଶାନ୍ତି କିଏ ନ ଚାହେଁ ? ହେଲେ ପାଆନ୍ତି କେତେଜଣ? ଏ ପ୍ରଶ୍ନ ଯୁଗ ଯୁଗ ଧରି ଅସମାହିତ ରହିଆସିଛି; କାରଣ ଶାନ୍ତିର ମାର୍ଗ ଅସ୍ପଷ୍ଟ ଯାହା ଏକ ବ୍ୟକ୍ତିଗତ ବ୍ୟାପାର ହେଲେ ବି ସାମଗ୍ରିକ ସ୍ଥିତି ଉପରେ ନିର୍ଭରଶୀଳ। ଅନେକଙ୍କର…
ଭୂପେନ୍ଦା’ଙ୍କୁ ଶ୍ରଦ୍ଧାଞ୍ଜଳି
ଆଜି ସେପ୍ଟେମ୍ବର ୮ ତାରିଖ। ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତ ପ୍ରତି ଆଗ୍ରହ ରଖୁଥିବା ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆଉ ବିଶେଷ ଭାବେ ମୋର ଆସାମର ଭାଇଭଉଣୀମାନଙ୍କ ପାଇଁ ଆଜିର ଦିନ ଅଧିକ ସ୍ବତନ୍ତ୍ର। ଆଜି ଭାରତରତ୍ନ ଡକ୍ଟର…
କାଠଗୁଡ଼ା ଗଡ଼ିଗଲା
ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପୂର୍ଣ୍ଣ ଭାବେ କିଭଳି ଅନୁଭୂତ ହେଲାଣି ତା’ର ସଦ୍ୟ ଟ୍ରେଲର ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଜମ୍ମୁ ଓ କଶ୍ମୀରରୁ ଦେଖିବାକୁ ମିଳିଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର…
ଏଇ ଭାରତରେ
ଗୋଟିଏ ଟମାଟୋ ବି ଜଣଙ୍କ ପାଇଁ ମୃତ୍ୟୁର କାରଣ ହୋଇପାରେ! କଥାଟା ଶୁଣିଲେ ଅଜବ ଲାଗିପାରେ। ହେଲେ ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଅନୁପପୁର ଜିଲା ବିଜୁରୀ ଥାନା ଅଞ୍ଚଳରେ। ଏହି ଅଞ୍ଚଳରେ ଜଣେ ଯୁବକ ଗତ ସୋମବାର ରାତିରେ…
ମୃତ୍ୟୁକୁ ଜୀବନ
ମୃତ୍ୟୁ ସତ୍ୟ। କିନ୍ତୁ ମୋହ ମାୟା ମଣିଷକୁ ଏପରି ଗ୍ରାସକରି ରଖେ ଯେ, ଯେ କେହିବି ସଂସାରରେ ମରିବାକୁ ଚାହାନ୍ତି ନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ବନ୍ଧନରେ ବାନ୍ଧି ହୋଇ ରହେ। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ,…
ସାମାଜିକ ଚକ୍ରରେ ପ୍ରୌଢ଼ାବସ୍ଥା
ଗତ ଜୁଲାଇ ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଏକ ଲଜ୍ଜାଜନକ ତଥା ଅମାନବୀୟ ଘଟଣା ସାମ୍ନାକୁ ଆସିଛି। କିଶନ ଦାସପୁର ନିକଟରେ, ନିଜ ପରିବାର ଲୋକେ ବିଳମ୍ବିତ ରାତିରେ ଜଣେ ରୋଗିଣା ବୃଦ୍ଧା ମହିଳାଙ୍କୁ ଗୋଟିଏ ଇ-ରିକ୍ସାରେ ଆଣି ରାସ୍ତାକଡ଼ରେ ଛାଡ଼ି ଚାଲି…
ମହରଗରୁ କାନ୍ତାରରେ
ଚାଇନାର ତିଆନ୍ଜିନ୍ଠାରେ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ନେତାଙ୍କ ସମ୍ମିଳନୀ ୩୧ ଅଗଷ୍ଟ ୨୦୨୫ରେ ଆରମ୍ଭ ହୋଇଛି। ସମ୍ମିଳନୀ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି। କଥାବାର୍ତ୍ତା…
ଏଇ ଭାରତରେ
ସ୍ବର୍ଣ୍ଣଚମ୍ପାର ମୂଲ୍ୟ ବଜାରରେ ଅଧିକ। ଏହାକୁ ଲକ୍ଷ୍ୟ କରି ମହାରାଷ୍ଟ୍ର ସିନ୍ଧୁଦୁର୍ଗର ଉଦୟ ଗୋପୀନାଥ ଭେଲାଙ୍କର ଏହି ଫୁଲ ଚାଷ ଆରମ୍ଭ କରିଥିଲେ। ଏବେ ଜଣେ ସଫଳ ଚାଷୀ ଭାବେ ଏଥିରୁ ସେ ବର୍ଷକୁ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।…
Archives


