Tag Archives: cricket

ବିଦର୍ଭକୁ ହରାଇ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ,୧୪।୩: ମୁମ୍ବାଇ ପୁଣି ଥରେ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ବିଦର୍ଭଙ୍କୁ ୧୬୯ ରନ୍‌ରେ ପରାସ୍ତ କରି ଦଳ ଏହି ସଫଳତା ହାସଲ କରିଛି। ବିଦର୍ଭ ପାଇଁ ମୁମ୍ବାଇ ୫୩୮ ରନ୍‌ର ବିଶାଳ ଲକ୍ଷ୍ୟ ଦେଇଥିଲା। ଏହାକୁ ବିଦର୍ଭ ହାସଲ…

ଇତିହାସ ରଚିଲେ ରାଚିନ ରବିନ୍ଦ୍ର

ନୂଆଦିଲ୍ଲୀ,୧୪।୩: ଗତ ବର୍ଷ ଭାରତରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଚିନ ରବିନ୍ଦ୍ର ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାରରେ ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ଚୟନ ହୋଇଛନ୍ତି। ତାଙ୍କୁ ସାର୍‌ ରିଚାର୍ଡ ହାଡଲି ପଦକ ମିଳିଛି। ସବୁଠାରୁ କମ୍‌…

ଆଇପିଏଲ୍‌ ପୂର୍ବରୁ ଏହି କ୍ରିକେଟରଙ୍କୁ ଦଳରୁ ବାହାର କଲା ପଞ୍ଜାବ କିଙ୍ଗ୍ସ, ମାରିଛନ୍ତି ୬୭ ଶତକ

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୪ରେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ପଞ୍ଜାବ କିଙ୍ଗ୍ସ। ତଦନୁଯାୟୀ ଜଣେ ବରିଷ୍ଠ ଖେଳାଳିଙ୍କୁ ଦଳ ବାହାର କରିଦେଇଛି। ସେ ହେଲେ ଓ୍ବାସିମ୍‌ ଜାଫର। ସେ ପଞ୍ଜାବ ଟିମ୍‌ର ବ୍ୟାଟିଂ ପରାମର୍ଶଦାତା ଥିଲେ। ଏବେ…

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି। ଏହାର ପୁରସ୍କାରସ୍ବରୂପ ଅଶ୍ୱିନ ଟେଷ୍ଟ ର଼୍ୟାଙ୍କିଂରେ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଏସବୁ ହେବା ପରେ ଏବେ…

କୋହଲିଙ୍କୁ ନେଇ ଇଂଲଣ୍ଡ କ୍ରିକେଟର କହିଲେ-ଏହି ଖବର ସତ ହୋଇ ନ ପାରେ…

ନୂଆଦିଲ୍ଲୀ,୧୨।୩: ଟି୨୦ ବିଶ୍ୱକପ୍‌ରେ ଖେଳି ନ ପାରନ୍ତି ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି। ଚୟନ କମିଟି ତାଙ୍କୁ ବାଦ୍‌ ଦେବାକୁ ଚିନ୍ତା କରୁଛି। ଏମିତିରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏନେଇ କୋହଲିଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ଇଂଲଣ୍ଡର…

ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା…

ଧର୍ମଶାଳା,୯।୩: ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୬୪ ରନ୍‌ରେ ବିଜେତା ହେବା ପରେ ପରେ ବିସିସିଆଇ ବଡ଼ ଘୋଷଣା କରିଛି। ଟେଷ୍ଟ କ୍ରିକେଟ କୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇ ଟେଷ୍ଟ କ୍ରିକେଟ…

ରୋହିତଙ୍କ ସ୍ଥାନରେ ବୁମ୍‌ରା ସମ୍ଭାଳିଲେ ଅଧିନାୟକ ଦାୟିତ୍ୱ? ଜାଣନ୍ତୁ କାରଣ

ଧର୍ମଶାଳା,୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‌ ବେଳେ ଭାରତୀୟ ଟିମ୍‌ରୁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ପୀଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହାକୁ ନେଇ ସେ ଫିଲ୍ଡିଂ…

୧୧୨ ବର୍ଷ ପରେ ଏଭଳି କାରନାମା କରିଦେଖାଇଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା,୯।୩: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟକୁ ଜିତିନେଇଛି ଭାରତ। ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ଶତକ ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତ ଅନ୍ତିମ ଟେଷ୍ଟକୁ ଜିତି ୪-୧ରେ ସିରିଜ ଜିତିନେଇଛି। ଶନିବାର ବିରୋଧୀ ଟିମ୍‌କୁ ଏକ…

ସୁପରମ୍ୟାନ ଷ୍ଟାଇଲରେ କ୍ୟାଚ୍‌ ଧରିଲେ ଶୁଭମନ ଗିଲ୍‌: ଦେଖନ୍ତୁ ଭିଡିଓ

ଧର୍ମଶାଳା,୭।୩:ଇଂଲଣ୍ଡ ଟସ ଜିତି ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଭିଜ୍ଞ ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟ ଖେଳୁଛନ୍ତି।…

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା ହୋଇ ଭାରତ ଗସ୍ତର ସୁଖଦ ଅନ୍ତ କରିବାକୁ ଇଂଲଣ୍ଡ ଚାହିଁବ। ସେହିଭଳି ଟିମ୍‌ ଇଣ୍ଡିଆ…

ଇଂଲଣ୍ଡର ଏହି ଖେଳାଳିଙ୍କୁ ଉପହାରରେ ମିଳିଥିଲା ୧୦୦ ବୋତଲ ମଦ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨।୩: ଯେତେବେଳେ ଜଣେ ଖେଳାଳୀ ଅବସର ନିଅନ୍ତି, ତାଙ୍କୁ ସାଥୀ କ୍ରିକେଟରମାନେ କିଛି ଉପହାର ଦିଅନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରିୟୁ ଷ୍ଟ୍ରସ ଅବସର ନେବା ପରେ ତାଙ୍କୁ ମଧ୍ୟ ଦଳର ଖେଳାଳିମାନେ ମଧ୍ୟ ଉପହାର ଦେଇଥିଲେ। କିନ୍ତୁ ଏହି ଉପହାର…

ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା

ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ ବିପକ୍ଷରେ ଏକ ଜବରଦସ୍ତ ମୁକାବିଲାରେ ୬ ଉଇକେଟରେ ଦଳ ବିଜେତା ହୋଇଛି। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?