Tag Archives: Business

ସଦସ୍ୟଙ୍କୁ ବଡ଼ ଝଟ୍‌କା ଦେଲା EPFO: ଏଣିକି ଚାକିରି ଯିବା ପରେ ପରେ କାଢ଼ି ପାରିବେ ନାହିଁ PFର…

ନୂଆଦିଲ୍ଲୀ,୧୫।୧୦: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଏହାର ସଦସ୍ୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଏବେ ବେରୋଜଗାର ସଦସ୍ୟମାନେ ସେମାନଙ୍କର ଭବିଷ୍ୟ ନିଧି (ଇପିଏଫ୍‌) ଓ ପେନସନ୍‌ ଖାତା (ଇପିଏସ୍‌)ରୁ ସମ୍ପୂର୍ଣ୍ଣ ରାଶି ନିକାସୀ ପୂର୍ବ ଅପେକ୍ଷା…

ଦୀପାବଳି-ଧନତେରସରେ କିଣିବେ କି ନାହିଁ ୧୮ କ୍ୟାରେଟ୍‌ ସୁନା? ଜାଣନ୍ତୁ ସୁନା ବ୍ୟତିତ ଏଥିରେ କି ଧାତୁ…

ନୂଆଦିଲ୍ଲୀ,୧୨।୧୦: ଆଉ ଦିନ କେଇଟା ପରେ ପଡ଼ିବ ଦୀପାବଳି ଏବଂ ଧନତେରସ। ଏହାକୁ ନେଇ ଗୃହିଣୀମାନଙ୍କ ମଧ୍ୟରେ ଘର ସଜାଇବା ସହିତ ସୁନା ଅଳଙ୍କାର କିଣିବାର କ୍ରେଜ ମଧ୍ୟ ବୃଦ୍ଧି ପାଉଛି। ସମସ୍ତେ ପର୍ବ ସମୟରେ କେବଳ ନିଜ ଘରକୁ ସଜାଇବାକୁ…

ମାଲାମାଲ କରିବ SBIର ବର୍ଷିକିଆ FD: ନିବେଶ କରନ୍ତୁ ମାତ୍ର ଏତିକି ଟଙ୍କା; ମାଚ୍ୟୁରିଟିରେ ହୋଇଯିବ…

ନୂଆଦିଲ୍ଲୀ,୫।୧୦:ଭାରତର ସବୁଠାରୁ ବଡ଼ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI)ରେ କୋଟି କୋଟି ଲୋକ ନିବେଶ କରୁଛନ୍ତି। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଯୋଜନା ନିବେଶକଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ। ଯଦି ଆପଣ ମଧ୍ୟ FDରେ ନିବେଶ କରିବାକୁ ଚିନ୍ତା…

ଜନଧନ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଆଜିସୁଦ୍ଧା ଏହି କାମ କରି ନ ଥିଲେ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ,୩୦।୯: ଆପଣଙ୍କ ନିକଟରେ ଜନଧନ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହେବାର ୧୦ବର୍ଷ ପୂରଣ ହୋଇଛି। ଏହି ଯୋଜନା ସେହି ଲୋକମାନଙ୍କୁ ବ୍ୟାଙ୍କିଂ…

ଟ୍ରେନ୍‌ରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି ବାଇକ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିୟମ…

ନୂଆଦିଲ୍ଲୀ,୧୩।୯: ଯଦି ଆପଣ ନିଜ ବାଇକ୍‌କୁ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି, ତେବେ ଭାରତୀୟ ରେଳବାଇ ଏକ ସୁରକ୍ଷିତ ଓ ଶସ୍ତା ବିକଳ୍ପ ହୋଇପାରେ। ରେଳବାଇ ପାର୍ସଲ ସେବା ଜରିଆରେ ଆପଣ ସହଜରେ ବାଇକ୍‌କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇ…

୪୪୪ ଦିନିଆ ସ୍ପେଶାଲ FD: SBI, ଇଣ୍ଡିଆନ ବ୍ୟାଙ୍କ, BOB,IDBI ମଧ୍ୟରୁ କିଏ ଦେଉଛି ସବୁଠୁ ଅଧିକ ସୁଧ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣ ନିରାପଦ ନିବେଶର ପନ୍ଥା ଖୋଜୁଛନ୍ତି, ତେବେ ଫିକ୍ସଡ୍‌ ଡିପୋଜିଟ (FD) ସର୍ବଦା ଭରସାଯୋଗ୍ୟ ବିକଳ୍ପ ରହିଆସିଛି। ଏଥିରେ ଗ୍ୟାରେଣ୍ଟେଡ୍‌ ରିଟର୍ନ ମିଳେ ଏବଂ ମାର୍କେଟ ରିସ୍କ ମଧ୍ୟ ନାହିଁ। ସାମ୍ପ୍ରତିକ ସମୟରେ ଅନେକ ସରକାରୀ ଏବଂ ଘରୋଇ…

ଶୀଘ୍ର ଧନୀ ହେବାକୁ ଚାହାନ୍ତି କି? ଜାଣନ୍ତୁ ପ୍ରତି ମାସରେ ଦରମାର କେତେ ଅଂଶ SIPରେ ଲଗାଇବା ଦ୍ୱାରା…

ନୂଆଦିଲ୍ଲୀ,୧୧।୯: ପ୍ରତି ମାସରେ ଦରମା ମିଳିବା ମାତ୍ରେ ଖର୍ଚ୍ଚର ତାଲିକା ଲମ୍ବା ହୋଇଯାଏ, ଘର ଭଡ଼ା, EMI, ବିଲ ଏବଂ ଶପିଂ। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଯେ ଆଗାମୀ କିଛି ବର୍ଷରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସରେ କେବଳ କିଛି ହଜାର…

SIP ନା ସୁକନ୍ୟା ସମୃଦ୍ଧି ଯୋଜନା? ଆପଣଙ୍କ ପିଲାଙ୍କ ଭବିଷ୍ୟତ ଲାଗି କେଉଁଟି ଉତ୍ତମ, ୧୫ ବର୍ଷରେ… 

ନୂଆଦିଲ୍ଲୀ,୧୦।୯: ଯଦି ଆପଣ ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ସୁନ୍ଦର କରିବାକୁ ଚାହୁଁଛନ୍ତି, ତେବେ ନିବେଶ ଯୋଜନା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ପାଖରେ ଅନେକ ବିକଳ୍ପ ରହିଛି, ଯେଉଁଥିରୁ ଦୁଇଟି ପ୍ରମୁଖ ହେଉଛି ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) ଏବଂ ସୁକନ୍ୟା…

କୋଟିପତି କରିବ ୨୦୦୦ ଟଙ୍କାର ଛୋଟିଆ SIP, ଜାଣନ୍ତୁ କିଭଳି… 

ନୂଆଦିଲ୍ଲୀ,୬।୯: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି, ଅର୍ଥାତ ସିଷ୍ଟେମେଟିକ ଇନଭେଷ୍ଟମେଣ୍ଟ ପ୍ଲାନର ପ୍ରକୃତ ଶକ୍ତି ହେଉଛି ‘କମ୍ପାଉଣ୍ଡିଂ’, ଯେଉଁଥିରେ ଆପଣଙ୍କ ନିବେଶ ଉପରେ…

୭ ଦିନିଆ FD କରି ପାଆନ୍ତୁ SIP ଭଳି ରିଟର୍ନ! ୩୦ ହଜାର ଟଙ୍କା ଜମାକଲେ ମିଳିବ…

ନୂଆଦିଲ୍ଲୀ,୬।୯: ଆପଣ ଜାଣିଛନ୍ତି କି, ବ୍ୟାଙ୍କର ମାତ୍ର ୭ ଦିନିଆ ଏକ ଛୋଟ ଏଫଡି ମଧ୍ୟ ଆପଣଙ୍କୁ ବହୁତ ରୋଜଗାର କରାଇପାରେ? ହଁ, ଆମେ ଅଧିକାଂଶ ସମୟରେ ଏଫ୍‌ଡିକୁ ଏକ ସୁରକ୍ଷିତ କିନ୍ତୁ କମ ରିଟର୍ନ ଦେଉଥିବା ନିବେଶ ବୋଲି ଭାବୁଛୁ।…

୧୦ ହଜାର ଟଙ୍କାର SIP କଲେ କେତେ ଦିନରେ ହେବେ କୋଟିପତି? ଜାଣନ୍ତୁ …

ନୂଆଦିଲ୍ଲୀ,୩୧।୮: ଆଜିକାଲି ଅଧିକାଂଶ ଲୋକ ନିଜ ପୋର୍ଟଫୋଲିଓରେ ମ୍ୟୁଚୁଆଲ ଫଣ୍ଡକୁ ସାମିଲ କରୁଛନ୍ତି। କାରଣ ସ୍ପଷ୍ଟ। ଏଥିରେ କମ୍‌ ଟଙ୍କା ଦୀର୍ଘ ଅବଧି ଯାଏ ନିବେଶ କରି ଏକ ବଡ଼ ପାଣ୍ଠି ତିଆରି କରାଯାଇପାରେ। ଯଦି ଆପଣ ମଧ୍ୟ ମ୍ୟୁଚୁଆଲ ଫଣ୍ଡରେ…

Atal Pension Yojna: ନିବେଶରୁ ନେଇ ପେନସନ୍‌, ଜାଣନ୍ତୁ କିଭଳି ସରକାରଙ୍କ ଏହି ଜବରଦସ୍ତ ସ୍କିମ୍‌ର ଉଠାଇବେ ଲାଭ…

ନୂଆଦିଲ୍ଲୀ,୨୭।୮: ଅଟଳ ପେନସନ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ବିଶେଷ ଯୋଜନା, ଯାହା ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ଏବଂ ସାଧାରଣ ନାଗରିକଙ୍କୁ ଅବସର ପରେ ଆର୍ଥିକ ନିରାପତ୍ତା ପ୍ରଦାନ କରୁଛି। ଏହି ଯୋଜନାରେ ନିବେଶ କରି ଆପଣ ଅବସର ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?