Tag Archives: Business

ଆସୁଛି ନିର୍ବାଚନ, ଘରେ ବସି ଭୋଟର୍‌ ଆଇଡି କାର୍ଡ ଲାଗି ଏଭଳି କରନ୍ତୁ ଆବେଦନ; ଜାଣନ୍ତୁ ପୁରା ପ୍ରକ୍ରିୟା…

ଜାନୁଆରୀ ପରେ ଫେବୃଆରୀ ୨୦୨୪ ଶେଷ ହେବାକୁ ବସିଲାଣି। ଏମିତିରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବା ଆରମ୍ଭ ହେଲାଣି। ଆସନ୍ତା ଏପ୍ରିଲ କିମ୍ବା ମେ’ ୨୦୨୪ରେ ନିର୍ବାଚନ ଆୟୋଜିତ ହେବ। ଏମିତିରେ ଦେଶର ଦାୟିତ୍ୱବାନ ନାଗରିକ ଭାବେ…

ବର୍ଷକର FDରେ ବମ୍ପର ରିଟର୍ନ ଦେଉଛି HDFC ବ୍ୟାଙ୍କ, ସୁଧହାର ବଢ଼ିଲା…

ନୂଆଦିଲ୍ଲୀ,୭।୨: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବଲ୍କ ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଉପରେ ସୁଧହାର ବଢ଼ାଇଛି। ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାର ଏଫ୍‌ଡିକୁ ବଲ୍କ ଏଫ୍‌ଡି କୁହାଯାଇଥାଏ। ଏବେ ବ୍ୟାଙ୍କ ୭ ଦିନରୁ ନେଇ ୧୦ ବର୍ଷ ଯାଏର…

ପେଟିଏମ୍‌ ପରେ ଭାରତ ପେ’କୁ ଝଟ୍‌କା, ବନ୍ଦ ହୋଇଯିବ କି ଅଶନୀର ଗ୍ରୋଭରଙ୍କ ୟୁପିଆଇ ଆପ୍‌?

ନୂଆଦିଲ୍ଲୀ,୭।୨: ଅନଲାଇନ ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ ଆପ ପେଟିଏମ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ ଭାରତ ପେ ମଧ୍ୟ ଏକ ନୂଆ ନୋଟିସ ପାଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅନଲାଇନ୍‌ ୟୁପିଆଇ ପେମେଣ୍ଟ ଆପ୍‌ ଏବଂ ଫିନ୍‌ଟେକ୍‌ କମ୍ପାନୀ…

Atal Pension Yojana: ଏହି ସରକାରୀ ଯୋଜନାରେ ମିଳିଥାଏ ୫୦୦୦ ଟଙ୍କା ପେନସନ୍‌, ସ୍ବାମୀସ୍ତ୍ରୀ ଉଭୟ କରିପାରିବେ ନିବେଶ…

ନୂଆଦିଲ୍ଲୀ,୬।୨: କେନ୍ଦ୍ର ସରକାର ଦେଶବାସୀଙ୍କୁ ସଞ୍ଚୟ ଲାଗି ପ୍ରୋତ୍ସାହିତ କରିବା ଲାଗି ଅନେକ ପ୍ରକାର ଯୋଜନା ଚଳାଉଛନ୍ତି। ଏଥିରେ ନିବେଶ କରି ଲୋକେ ନିଜର ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିପାରିବେ। ନିଜର ବାର୍ଦ୍ଧକ୍ୟକୁ ସୁରକ୍ଷିତ କରିବା ଲାଗି ଲୋକ ଚାକିରି…

Paytm UPIର କ’ଣ ହେବ! କାମ କରିବ ନା ବନ୍ଦ ହୋଇଯିବ? ଜବାବ ରଖିଲା କମ୍ପାନୀ

ନୂଆଦିଲ୍ଲୀ,୬।୧୨: ଗତ କିଛିଦିନ ଧରି ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ଯୋଗୁ ଚର୍ଚ୍ଚାରେ ରହିଛି ପେଟିଏମ୍‌ । ୩୦ କୋଟିରୁ ଅଧିକ ପେଟିଏମ୍‌ ବ୍ୟବହାରକାରୀଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ରହିଛି। ଏସବୁ ମଧ୍ୟରେ ପେଟିଏମ୍‌ର ମ୍ୟାନେଜମେଣ୍ଟ ଏବଂ ପ୍ରତିଷ୍ଠାତା ବିଜୟ…

ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ, ଓ୍ବାଲେଟ୍‌ର କ’ଣ ହେବ; ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର…

ନୂଆଦିଲ୍ଲୀ,୧।୨: ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌(ପିପିବିଏଲ୍‌) ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫଳସ୍ବରୂପ ୨୦୨୪ ଫେବୃଆରୀ ୨୯ ପରଠାରୁ ପେଟିଏମ୍‌ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍‌ ଇନ୍‌ଷ୍ଟୁମେଣ୍ଟ, ଓ୍ବାଲେଟ୍‌ ଏବଂ ଫାସ୍‌ଟ୍ୟାଗ୍‌ ମାଧ୍ୟମରେ କୌଣସି ଜମା…

ଜୟଆଲୁକ୍ଳାସ୍‌ର ସର୍ବବୃହତ୍‌ ଜୁଏଲେରି ସେଲ୍‌: ମେକିଂ ଚାର୍ଜ ଉପରେ ପାଇବେ ଫ୍ଲାଟ୍‌ ୫୦% ରିହାତି

ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍ଳାସ୍‌ର ବହୁ ପ୍ରତୀକ୍ଷିତ ତଥା ସର୍ବବୃହତ୍‌ ଜୁଏଲେରି ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନ ପକ୍ଷରୁ ସାରା ଭାରତର ଅଳଙ୍କାରପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ରିହାତି ଅଫରର ଶୁଭାରମ୍ଭ…

ଦକ୍ଷିଣ ଭାରତ ବଜାରରେ ରୋଲ୍ସ-ରଏସ୍‌ ସ୍ପେକ୍ଟ୍ରେ, ମୂଲ୍ୟ ୭.୫ କୋଟି

ନୂଆଦିଲ୍ଲୀ,୨୮।୧: ବିଶ୍ୱର ଅଗ୍ରଣୀ ପ୍ରିମିୟମ କାର୍‌ ତଥା ରୋଲ୍ସ ରଏସ୍‌ ମୋଟର କାର୍‌ସ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ପ୍ରଥମ ଧରଣର ବୈଦ୍ୟୁତିକ ଯାନ (ଇଭି) ‘ସ୍ପେକ୍ଟ୍ରେ’କୁ ନିକଟରେ ଓ୍ବାଲର୍ଡ ଓ୍ବାଇଡ୍‌ ଉନ୍ମୋଚନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ…

ପୁଣି ଛଟେଇ କରିବ ଫ୍ଲିପ୍‌କାର୍ଟ-ସ୍ବିଗି, ଚାକିରି ହରାଇବେ ୧,୪୦୦ କର୍ମଚାରୀ

ନୂଆଦିଲ୍ଲୀ,୨୭।୧: ପୁଣି ଛଟେଇ କରିବେ ସ୍ବିଗି ଏବଂ ଫିଲ୍ପକାର୍ଟ। ଦୀର୍ଘ ମାସ ଧରି ଫଣ୍ଡିଂ ଅଭାବ କାରଣରୁ ଷ୍ଟାଟ୍‌ଅପ୍‌ ସେକ୍ଟରେ ବଢ଼ୁଥିବା ଅଡ଼ୁଆର ଏହା ସଙ୍କେତ ବୋଲି କୁହାଯାଉଛି। ତେବେ ସ୍ବିଗି ପ୍ରାୟ ୩୫୦-୪୦୦ କର୍ମଚାରୀ (ମୋଟ ସଂଖ୍ୟାର ୭%) ଙ୍କୁ…

PM Kisan: ଆଧାର ଦେଇ ଜାଣିପାରିବେ ଆକାଉଣ୍ଟକୁ ଆସିଛି କି ନାହିଁ ପିଏମ୍‌ କିଷାନ ଟଙ୍କା; ଜାଣନ୍ତୁ ପୂରା ପ୍ରକିୟା…

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୬ତମ କିସ୍ତି କେନ୍ଦ୍ର ସରକାର ଆସନ୍ତା ମାସ ଅର୍ଥାତ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ। ଏହି ସ୍କିମ୍‌ରେ ପଞ୍ଜିକୃତ କୃଷକମାନଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିଥାଏ। ଏଯାବତ ସାରା ଦେଶରେ ୧୧ କୋଟି କୃଷକଙ୍କୁ…

ଲାଲଚାନ୍ଦ୍‌ ଆଣିଲା ସ୍ବତନ୍ତ୍ର ରୁପା ମୁଦ୍ରା ‘ଶ୍ରୀରାମ ଦରବାର’

ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ତଥା ପୂର୍ବଭାରତର ସର୍ବାଧିକ ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ‘ଶ୍ରୀରାମ ଦରବାର’ ସ୍ବତନ୍ତ୍ର ସଂସ୍କରଣ ରୁପା ମୁଦ୍ରାର ଉନ୍ମୋଚନ ସହ ବିକ୍ରୟ ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ନବନିର୍ମିତ…

ଓମିକ୍ରନ୍‌ ଜେଏନ୍‌-୧ ଉପରେ ଗବେଷଣା କରିବ ପତଞ୍ଜଳି

ଭୁବନେଶ୍ୱର,୧୯।୧(ଅନୁରାଧା ମହାରଣା): କରୋନା ମହାମାରୀ ସମୟରେ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନର ବୈଜ୍ଞାନିକମାନେ ବ୍ୟାପକ ଗବେଷଣା ପୂର୍ବକ କରୋନିଲ ଆବିଷ୍କାରକରି ଚିକିତ୍ସା ଓ ସ୍ବାସ୍ଥ୍ୟସେବାରେ ଆୟୁର୍ବେଦର ସଫଳତାକୁ ପ୍ରଦର୍ଶିତ କରିଥିଲେ। ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଉପରେ ଗବେଷଣା କରିବାକୁ ଚାଇନାର ସାଇନୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?