Tag Archives: Aamir Khan

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ ନିଜ ବ୍ୟକ୍ତିଗତ ଜୀବନର ଏକ ଖରାପ ସମୟ ବିଷୟରେ କଥା ହୋଇଛନ୍ତି। ସେ…

ଆମିରଙ୍କ ତୃତୀୟ ବିବାହକୁ ନେଇ ଏମିତି କ’ଣ ହେଲା ଯେ, ଭାଇରାଲ ହେଲା ସଲମାନଙ୍କ ଭିଡ଼ିଓ

ମୁମ୍ବାଇ: ରବିବାର, ଜୁଲାଇ ୫ରେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଘରେ ଗୌରୀ ସ୍ପ୍ରେଟଙ୍କ ସହିତ ପଞ୍ଜୀକୃତ ବିବାହ ହୋଇଥିଲା। ଏବେ, ଏହି ଦମ୍ପତିଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ମଧ୍ୟରେ, ସଲମାନ ଖାନଙ୍କ ଏକ…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି, କିନ୍ତୁ ଉଭୟ ବିବାହ ଛାଡପତ୍ରରେ ଶେଷ ହୋଇଛି। ଆମିର ଖାନ ବର୍ତ୍ତମାନ ବ୍ୟକ୍ତିଗତ…

୬୦ ବର୍ଷରେ ସାତଫେରା, ହୋଟେଲ ନୁହେଁ କି ମଣ୍ଡପ ନୁହେଁ, ଏଇଠି ଏହିଦିନ ଗୌରୀଙ୍କୁ ତୃତୀୟ ବିବାହ କରିବେ ଆମିର, ଜାଣନ୍ତୁ ତାରିଖ

ମୁମ୍ବାଇ,୨୦।୬: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ପ୍ରକୃତରେ, ଅଭିନେତା ଏବଂ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କ ବିବାହ ବିଷୟରେ କିଛି ସମୟ ଧରି ଗୁଜବ ଚାଲିଛି। ସମ୍ପ୍ରତି, ଅଭିନେତା…

ନିଜ ଦୁଇ ସ୍ତ୍ରୀଙ୍କୁ କେତେ ଆଲିମନି ଦେଇଥିଲେ ଆମୀର ଖାନ୍‌? ଜାଣିଲେ ଚମକି ପଡିବେ…

ମୁମ୍ୱାଇ: ୬୧ ବର୍ଷ ବୟସରେ ବଲିଉଡ ସୁପରଷ୍ଟାର ଆମିର ଖାନ ଏବେ ନିଜର ତୃତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଖବର ଆସିଛି ଯେ, ସେ ଖୁବଶୀଘ୍ର ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟଙ୍କ ସହ ଏକ ବ୍ୟକ୍ତିଗତ ସମାରୋହରେ…

ପୁଣି ଥରେ ଫୁନସୁକ ୱାଙ୍ଗଡୁ ଭୂମିକାରେ ଅଭିନୟ କରିବେ କି ଆମିର? ‘୩ ଇଡିଅଟ୍ସ’ର ସିକ୍ୱେଲ ଉପରେ ଚାଲିଛି କାମ

ମୁମ୍ବାଇ: ଆମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କର ‘ଏକ ଦିନ’ ନାମକ ଏକ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେଉଛି। ଏହି ଫିଲ୍ମଟି ଆମିର ଖାନ ପ୍ରଡକ୍ସନ ଦ୍ୱାରା ନିର୍ମିତ ହେଉଛି। ସମ୍ପ୍ରତି ଆମିର ଖାନ ‘ଏକ ଦିନ’ ଫିଲ୍ମ ବିଷୟରେ…

କିଏ ସେ ବିମଲ ପାରେଖ? ଯିଏ ଗୋଟିଏ ସେକେଣ୍ଡରେ ଆମିର ଖାନଙ୍କୁ କରିଦେଇପାରନ୍ତି କାଙ୍ଗାଳ 

ମୁମ୍ବାଇ: ପ୍ରତିବର୍ଷ ଅଭିନେତାମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଯେତେବେଳେ ସୁପରଷ୍ଟାର ଆମିର ଖାନଙ୍କ କଥା ଆସେ, ତାଙ୍କ ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରେ। ଏମିତିରେ ତାଙ୍କ ରୋଜଗାର ମଧ୍ୟ କୋଟିରେ ହୋଇଥାଏ। ଏହି ଟଙ୍କାକୁ କିଭଳି…

୯୦ ବର୍ଷରେ ଡେବ୍ୟୁ କରିବେ ଆମିରଙ୍କ ମାଆ

ମୁମ୍ବାଇ,୭।୬: ଅଭିନେତା ଆମିର ଖାନ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ସିତାରେ ଜମିନ ପର ପାଇଁ ଖବରରେ ଅଛନ୍ତି। ଏହି ଫିଲ୍ମ କେବଳ ଏହାର ବିଶେଷ କାହାଣୀ ପାଇଁ ନୁହେଁ ବରଂ ଉତ୍କୃଷ୍ଟ କ୍ୟାମିଓ ପାଇଁ ମଧ୍ୟ ଲଗାତାର ଖବରରେ ରହିଛି।…

ବାସ୍କେଟ ବଲ୍‌ କୋଚ୍‌ ଭୂମିକାରେ ଆମୀର

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ପରଠାରୁ ଅଭିନେତା ଆମୀର ଖାନ୍‌ ଅଭିନୟରୁ ଦୂରେଇ ରହିଛନ୍ତି। ତେବେ ଖୁବ୍‌ଶୀଘ୍ର ତାଙ୍କୁ ‘ସିତାରେ ଜମିନ ପର’ ଫିଲ୍ମରେ ଦେଖିବାକୁ ମିଳିବ। ୨୦୦୭ରେ ରିଲିଜ୍‌ ହୋଇଥିବା ଆମୀରଙ୍କ ‘ତାରେ ଜମିନ ପର’ ଫିଲ୍ମର…

ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍‌? Video ଭାଇରାଲ ପରେ…

ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ ସେ ଡେଟ କରୁଥିବା ସ୍ପଷ୍ଟ କରିଥିଲେ। ଏହି ଖୁଲାସା ପରଠାରୁ ଦୁହେଁ ସେମାନଙ୍କ ପ୍ରେମ…

ପ୍ରେମିକା ଗୌରୀଙ୍କ ସହ ସମ୍ପର୍କକୁ ନିଶ୍ଚିତ କଲେ ଆମିର ଖାନ: “କହିଲେ- ଶାହରୁଖ, ସଲମାନ…”

ନୂଆ ଦିଲ୍ଲୀ: ଗୁରୁବାର (୧୩ ମାର୍ଚ୍ଚ) ଥିଲା ବଲିଉଡ ଅଭିନେତା ଆମିର ଖାନଙ୍କ ଜନ୍ମଦିନ। ଏହି ବିଶେଷ ଅବସରରେ, ଅଭିନେତା ଗଣମାଧ୍ୟମ ସହିତ ଏକ ସାକ୍ଷାତକାର ଏବଂ ଏକ ପାର୍ଟି ଆୟୋଜନ କରିଥିଲେ। ମୁଖ୍ୟ କଥା? ଅଭିନେତାଙ୍କ ବାଙ୍ଗାଲୋରର ପ୍ରେମିକା ଗୌରୀ।…

ବାଙ୍ଗାଲୋରର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି Aamir Khan, ପରିବାରରୁ ମିଳିଛି ଗ୍ରିନ୍‌ ସିଗ୍‌ନାଲ

ମୁମ୍ବାଇ: ଦୁଇ ଦୁଇ ଥର ବୈବାହିକ ଜୀବନରେ ଝଡ଼। ପରେ ଛାଡ଼ପତ୍ର। ଏମିତିରେ ଏକାକି ଜୀବନ ବିତାଉଥିଲେ ବଲିଉଡର ପ୍ରଫେକ୍ସନାଲିଷ୍ଟ ଆମିର ଖାନ୍‌। ହେଲେ ଏବେ ସବୁକିଛି ବଦଳିଛି। ସେ ପୁଣି ପ୍ରେମରେ ପଡ଼ିଛନ୍ତି। କଥାଟା ଅରୁଚି ଲାଗିଲେ ବି ବୋଧହୁଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?