ଇତିହାସ ରଚିଲା ସୁଶାନ୍ତଙ୍କ ଶେଷ ଫିଲ୍ମ

ବମ୍ବେ: ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହୋଇଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’। ଡିଜନୀ ହଟ୍‌ଷ୍ଟାରରେ ରିଲିଜ କରାଯିବା ପରେ ଫିଲ୍ମଟି ଏକାଧିକ ରେକର୍ଡ ନିଜ ନାମରେ କରି ସାରିଲାଣି। ସୋସିଆଲ ମିଡିଆରେ ଦିଲ୍‌ ବେଚାରା ଟ୍ରେଣ୍ଡ କରୁଥିବା ବେଳେ ଫିଲ୍ମ ରିଭ୍ୟୁ ଓ୍ବେବ୍‌ସାଇଟ୍‌ ଆଇଏମ୍‌ଡିବିରେ ଦଶରୁ ଦଶ ରେଟିଂ ହୋଇଥିଲା। ଏବେ ଏହା ୯.୮ ରହିଛି। ହେଲେ ୧୧.୨୫ ମିନିଟ ପର୍ଯ୍ୟନ୍ତ ଫିଲ୍ମର ରେଟିଂ ୧୦ ରହିଥିଲା, ଯାହାକି ଏକ ରେକର୍ଡ ବୋଲି କୁହାଯାଉଛି। ଫିଲ୍ମ ସମୀକ୍ଷକମାନେ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।

ଫିଲ୍ମର କାହାଣୀକୁ ଯଦି ଦେଖିବା ତେବେ ଏହା ପ୍ରେମ ଏବଂ ମୃତ୍ୟୁ ଉପରେ ପର୍ଯ୍ୟବଶିତ ରହିଛି। ମ୍ୟାନି ଏବଂ କିଜି ବାସୁଙ୍କ ଜୀବନକାହାଣୀକୁ ଏଥିରେ ଦେଖାଯାଇଛି। ଉଭୟ କ୍ୟାନ୍‌ସର ସହ ଲଢ଼ୁଥିବା ବେଳେ ପ୍ରେମରେ ପଡ଼ୁଛନ୍ତି। ପରେ ମ୍ୟାନି କିଜିଙ୍କ ଖୁସିକୁ କିଭଳି ପୂରଣ କରୁଛନ୍ତି ତାହା ବେଶ ଭାବବିହ୍ବଳ କରୁଛି। କୁହାଯାଉଛି ଫିଲ୍ମ ରିଲିଜର ଦୁଇ ଘଣ୍ଟା ପରେ ହଟ୍‌ଷ୍ଟାର କ୍ରାସ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ଅନ୍ତରାଳେ

କରୀନା ଏବେ ଆମୀରଙ୍କ ପ୍ରଶଂସାରେ ଶତମୁଖ। କଥା କ’ଣ କି ଦୁହେଁ ଏବେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଲାଲ୍‌ ସିଂ ଚଢ଼ା’ରେ ଅଭିନୟ କରୁଛନ୍ତି। ତେବେ...

ନଗ୍ନତାକୁ ପସନ୍ଦ କରନ୍ତିନି ନରଗିସ୍‌

ମୁମ୍ବାଇ: ନରଗିସ୍‌ ଫକରୀ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ନିକଟରେ ସେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଗାମୀ ପ୍ରୋଜେକ୍ଟ ‘ତତ୍‌ଲୁବାଜ୍‌’ରେ ତାଙ୍କୁ ଦେଖିବାକୁ ମିଳିବେ।...

ପଞ୍ଚବଟିରେ କ୍ରିତି

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅଭିନେତ୍ରୀ କ୍ରିତି ସାନନଙ୍କୁ ଫିଲ୍ମ ‘ଶେହଜାଦା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ତାଙ୍କର ଅପକମିଂ ମୁଭି...

ଅକ୍ଷୟଙ୍କୁ ଧନ୍ୟବାଦ ଦେଲେ ଆମିର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଧନ୍ୟବାଦ ଦେଇଥିବା ଜଣାପଡିଛି। ଏହା ପଛରେ କିଛି କାରଣ ନିଶ୍ଚିତ...

ଆଜି ସ୍ବର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୩ା୩(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କର ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ। ଗୁରୁବାର ରାତିରେ ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା।...

ବାରାଣସୀରେ ଛୁଟି ମନାଉଛନ୍ତି ଜାହ୍ନବୀ

ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବାରାଣସୀରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଜଣେ ବାନ୍ଧବୀଙ୍କ ସହ...

ବିବାହର ୭ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ!

ଆମେରିକାର ଲୋକପ୍ରିୟ ସେଲିବ୍ରିଟି କିମ୍‌ କାରଦାଶିୟାନଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କିମ୍‌...

ବଢିଲା କଙ୍ଗନାଙ୍କ ଅଡୁଆ: କୋର୍ଟରେ ମାମଲା

ପାଟନା,୧୮ ।୧୨: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ନିଜ ଫିଲ୍ମ ଅପେକ୍ଷା ରାଜନୈତିକ ବୟାନ ବାଜିକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଏମିତି କେତେଥର...

Advertisement
Archives

Model This Week