ସନ୍‌ଗ୍ଲାସ୍‌ ଫ୍ୟାଶନ୍‌

ଷ୍ଟାଇଲିଶ୍‌ ଏବଂ ଟ୍ରେଣ୍ଡି ଦେଖାଯିବା ପାଇଁ ଯୁବପିଢ଼ି ନୂଆ ନୂଆ ଫ୍ୟାଶନ୍‌କୁ ଆପଣେଇଥା’ନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ସନ୍‌ଗ୍ଲାସ୍‌। ସବୁ ସମୟରେ ଏହା ବ୍ୟବହାର ହେଉଥିଲେ ବି ଖରାଦିନେ ଏହାର ଚାହିଦା ସବୁଠୁ ଅଧିକ। ଏହାକୁ ଆଖି ଆଗରେ ରଖି ମାର୍କେଟ୍‌ରେ ଭଳିକି ଭଳି ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ଉପଲବ୍ଧ। ଜାଣନ୍ତୁ ଏଭଳି କିଛି ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ବିଷୟରେ…

ଜିଓମେଟ୍ରିକ୍‌ ସନ୍‌ଗ୍ଲାସ୍‌: ଏହି ସନ୍‌ଗ୍ଲାସ୍‌ ଷ୍ଟାଇଲିଶ୍‌ ଏବଂ ଫ୍ୟାନ୍ସି ଲୁକ୍‌ ଦେଇଥାଏ। ବ୍ଲାକ୍‌ କଲର ବ୍ୟତୀତ ବିଭିନ୍ନ କଲରରେ ବଜାରରେ ଉପଲବ୍ଧ। ଏହାକୁ ପିନ୍ଧି କୌଣସି ପାର୍ଟି ଫଙ୍କସନ୍‌ରେ ମଧ୍ୟ ଆଟେଣ୍ଡ କରିପାରିବେ। ଏହାର ଗ୍ଲାସ୍‌ ହୋରାଇଜଣ୍ଟାଲ୍‌ ଏବଂ ରେକ୍ଟାଙ୍ଗଲ୍‌ ଶେପ୍‌ର ହୋଇଥାଏ। ରାଉଣ୍ଡ ଶେପ୍‌ ଫେସ୍‌କୁ ଏହି ଗ୍ଲାସ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ।
କ୍ୟାଟ୍‌ ଆଇ ସନ୍‌ଗ୍ଲାସ୍‌ : ବର୍ତ୍ତମାନ ଟ୍ରେଣ୍ଡରେ ରହିଛି କ୍ୟାଟ୍‌ ଆଇ ସନ୍‌ଗ୍ଲାସ୍‌। ଏହି ଗ୍ଲାସ୍‌କୁ କ୍ୟାଟ୍‌ ଗ୍ଲାସ୍‌ କିମ୍ବା କ୍ୟାଟ୍‌ ଆଇ ମଧ୍ୟ କୁହନ୍ତି। ଖାସ୍‌ କରି ଯୁବତୀମାନେ ଏହି ଗ୍ଲାସ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହି ଗ୍ଲାସ୍‌ର ସ୍ମଲ୍‌ କ୍ୟାଟ୍‌ ଆଇ ସାଇଜ୍‌ ଏବଂ ରେଟ୍ରୋ ଲୁକ୍‌ ଇତ୍ୟାଦି ଭେରାଇଟି ଟ୍ରେଣ୍ଡରେ ଅଛି। ଓଭାଲ ଫେସ୍‌ ଯୁବତୀଙ୍କୁ ଏହା କୁଲ୍‌ ଲୁକ୍‌ ଦେଇଥାଏ।
ମେଟାଲ୍‌ ରାଉଣ୍ଡ ସନ୍‌ଗ୍ଲାସ୍‌ : ଏହି ଗ୍ଲାସ୍‌ର କ୍ରେଜ୍‌ ୮୦ ଓ ୯୦ ଦଶକରୁ ଚାଲି ଆସୁଛି। ଏବେ ଏହା ପୁଣିଥରେ ଟ୍ରେଣ୍ଡକୁ ଫେରିଛି। ଯେକୈାଣସି ଆଉଟ୍‌ଫିଟ୍‌ରେ ଏହାକୁ ମ୍ୟାଚ୍‌ କରି ପିନ୍ଧିପାରିବେ। ନିଜ ପସନ୍ଦ ଅନୁଯାୟୀ ବିଭିନ୍ନ କଲର ମଧ୍ୟ ବାଛିପାରିବେ। ଏହା ଲମ୍ବା ଏବଂ ଓଭାଲ୍‌ ଶେପ୍‌ ଫେସ୍‌କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
ମାଇକ୍ରୋ ସନ୍‌ଗ୍ଲାସ୍‌: ଏହି ଗ୍ଲାସ୍‌ଗୁଡ଼ିକରେ ଛୋଟ ଫ୍ରେମ୍‌ ଲାଗିଥାଏ। ଏହାକୁ ପିନ୍ଧି ଆପଣ ଟ୍ରିପ୍‌ କିମ୍ବା ପିକ୍‌ନିକ୍‌ ଯାଇପାରିବେ। ପାର୍ଟିକୁ ଯାଉଥିଲେ ମଧ୍ୟ ଏହାକୁ ଟ୍ରାଏ କରନ୍ତୁ। ଏହି ଗ୍ଲାସ୍‌ ରାଉଣ୍ଡ ଓ ସ୍କୋୟାର୍‌ ଶେପ୍‌ ଫେସ୍‌କୁ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri