Posted inଖେଳ

ସୁମାକରଙ୍କ ପୁଅ ମିକ୍‌ ଫର୍ମୁଲା-୧ରେ ଡେବ୍ୟୁ କରିବେ

ସାଖିର,୩।୧୨(ଏପି): ଫର୍ମୁଲା-୧ କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ପୁଅ ମିକ୍‌ ସୁମାକର ଆଗାମୀ ସେସନ୍‌ରେ ଫର୍ମୁଲା-୧ରେ ପଦାର୍ପଣ କରିବେ। ସେ ହାସ୍‌ ଟିମ ତରଫରୁ ପ୍ରତିନିଧିତ୍ୱ କରିବେ। ୨୦୧୨ ସେସନ ପରେ ୭ଥର ବିଶ୍ୱଚାମ୍ପିୟନଶିପ୍‌ ହାସଲ କରିଥିବା ସୁମାକର ଫର୍ମୁଲା-୧ରୁ ଅବସର ନେଇଥିଲେ। ତେବେ ତାଙ୍କ ପୁଅ ଏବେ ଏଥିରେ ପଦାର୍ପଣ କରିବାକୁ ଯାଉଛନ୍ତି। ୨୧ ମିକ୍‌ଙ୍କ ସହ ଏ ନେଇ ଚୁକ୍ତି ହୋଇଛି ଓ ସେ ଚୁକ୍ତି ପତ୍ରରେ ସ୍ବାକ୍ଷର କରିଛନ୍ତି ବୋଲି ହାସ୍‌ ତରଫରୁ କୁହାଯାଇଛି।
ଫର୍ମୁଲା-୨ରୁ ମିକ୍‌ ଫର୍ମୁଲା-୧ରେ ପ୍ରବେଶ କରିବାକୁ ଯାଉଛନ୍ତି। ଆଉ ଗୋଟିଏ ରାଉଣ୍ଡ ବାକି ଥିବା ବେଳେ ସେ ବହାରିନ୍‌ ଇଣ୍ଟରନ୍ୟାଶନାଲ ସିର୍କିଟ୍‌ ଫର୍ମୁଲା-୨ରେ ସେ ତାଲିକାର ଶୀର୍ଷରେ ରହିଥିଲେ। ସେ ମଧ୍ୟ ଫେରାରି ଡ୍ରାଇଭର ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମର ଅଂଶବିଶେଷ ଥିଲେ। ରୁଷୀୟ ଡ୍ରାଇଭର ନିକିତା ମାଜପିନ୍‌ ମିକ୍‌ଙ୍କ ପାର୍ଟନର ରହିବେ। ଫେରାରି ଡ୍ରାଇଭର ଏକାଡେମୀରେ ସାମିଲ ରହିଥିବା ମିକ୍‌ ନିଜର ପ୍ରଥମ ଏଫ୍‌-୨ ରେସ୍‌ରେ ବିଜୟୀ ହୋଇଥିଲେ। ସେ ମଧ୍ୟ ଇଟାଲିଆନ ଗ୍ରାଁପ୍ରିରେ ଏଫ୍‌-୨ ରେସ୍‌ ଜିତିଥିଲେ। ମୋ ଉପରେ ଭରସା ରଖିଥିବାରୁ ହାସ୍‌କୁ କୃତଜ୍ଞତା ଜଣାଉଛି ବୋଲି ସେ କହିନ୍ତନ୍ତି। ମାତାପିତାଙ୍କ ଆଶୀର୍ବାଦରୁ ଆଗକୁ ବଢିବାକୁ ଚାହୁଛି। ତେବେ ସେ କେତେ ସଫଳ ରହୁଛନ୍ତି ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ସୂର୍ଯ୍ୟବଂଶୀଙ୍କ ଉପରେ ଖୁବ ଶୀଘ୍ର ବଢ଼ିବ ଚାପ, ତେଣୁ ଏବେ…’: ଭାଇରାଲ ହେଉଛି ଅଶ୍ୱିନଙ୍କ ବିଶେଷ ଉପଦେଶ

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ସେ କୌଣସି ଚାପ…

କ୍ରିକେଟ ଦୁନିଆରେ ବଲିଉଡ ଷ୍ଟାର୍‌ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ଏହି ଦଳର ହେଲେ ମାଲିକ

ନୂଆଦିଲ୍ଲୀ,୨୬।୬: ବଲିଉଡର ଅନେକ ତାରକା କ୍ରିକେଟ ଦୁନିଆରେ ମଧ୍ୟ ବେଶ ନାଁ କମାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ମାଲିକ ଶାହରୁଖ ଖାନ ହୁଅନ୍ତୁ କିମ୍ବା ପଞ୍ଜାବ କିଙ୍ଗସର…

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ମ୍ୟାଚ ପୂର୍ବରୁ, ଆୟର୍ଲାଣ୍ଡ ଖେଳାଳି ଦେଲେ ବଡ଼ ବୟାନ କହିଲେ -‘ସେ ୧୫ ବର୍ଷ ବୟସର ଆଉ…’

ନୂଆଦିଲ୍ଲୀ,୨୬।୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି, ଅର୍ଥାତ ଶୁକ୍ରବାର ଜୁନ ୨୬ରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ…

ଆଜି ପ୍ରଥମ ଟି୨୦: ଭାରତ-ଆୟର୍ଲାଣ୍ଡ ମୁକାବିଲା

ବେଲଫାଷ୍ଟ,୨୬ା୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଗୁରୁବାର ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ସହିତ ଶ୍ରେୟସ ଆୟାର ଅନ୍ତର୍ଜାତୀୟ…

ଡେବ୍ୟୁ କରିବା ମାତ୍ରେ ଭାରତୀୟ କ୍ରିକେଟ ଇତିହାସ ବଦଳାଇଦେବେ ବୈଭବ ସୂର୍ଯ୍ୟବଂଶୀ: ଭାଙ୍ଗିବେ ୫ ମହାରେକର୍ଡ

ନୂଆଦିଲ୍ଲୀ,୨୬।୬:ଭାରତୀୟ କ୍ରିକେଟ ଦଳର ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଆୟରଲାଣ୍ଡ ବିପକ୍ଷରେ ଆଗାମୀ ଟି-୨୦ ସିରିଜ ପାଇଁ ବରିଷ୍ଠ ଭାରତୀୟ…

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri