Posted inଜାତୀୟ

ଭଉଣୀ ଆଗରେ ଭାଇଙ୍କୁ ଝୁଣି ମାରିଲେ ବୁଲାକୁକୁର

ମୁମ୍ବାଇ,୧୩।୬: ମହାରାଷ୍ଟ୍ରର କାଟୋଲ ସହରରେ ବୁଲାକୁକୁର ଆକ୍ରମଣରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଭଉଣୀଙ୍କ ସହ ଭାଇ ବାହାରେ ବୁଲାବୁଲି କରୁଥିଲେ। ସେତିକିବେଳେ କିଛି ବୁଲାକୁକୁର ଘଟଣାସ୍ଥଳରେ ପହଞ୍ଚି ଶିଶୁଙ୍କୁ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ଭଉଣୀ କୁକୁରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଏକ କୁକୁର ତାଙ୍କୁ କାମୁଡ଼ି କାମକରୁଥିବା ଏକ ସାଇଟ୍‌କୁ ନେଇଯାଇଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ମାଫିଆଙ୍କ ବିରୋଧରେ ଅଭିଯାନ,ମାଓବାଦୀ ପ୍ରବଣ ଅଞ୍ଚଳରେ ବାଇକ୍‌ରେ ଚଢ଼ାଇ କରୁଛନ୍ତି ମନ୍ତ୍ରୀ…

ରାଞ୍ଚି,୧।୮ : ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ମଦ ମାଫିଆଙ୍କ ବିରୋଧରେ ଅଭିଯାନ ଜାରି ରହିଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ଲୋକଙ୍କ ବିରୋଧରେ ରାଜ୍ୟ...

ଦୀପାବଳିରେ ଯବାନଙ୍କ ସହ ବନ୍ଦେ ମାତରମ୍‌ ଗୀତରେ ଝୁମିଲେ ମୋଦି

କାର୍ଗିିଲ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାରତୀୟ ଯବାନମାନଙ୍କ ସହ କାର୍ଗିିଲରେ ଦୀପାବଳି ପାଳନ କରିଛନ୍ତି। ସେନାଙ୍କୁ ମିଠା ଖୁଆଇବା ସହ ସେନାଙ୍କ ମଝିରେ ସହ...

ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୨୧।୬: ଟିଏମ୍‌ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର...

ଅନ୍ତର୍ଜାତୀୟ ମହିଳା ଦିବସରେ ଗୁଗଲର ସ୍ପେଶାଲ ଡୁଡଲ

ନୂଆଦିଲ୍ଲୀ,୮ ।୩: କିଛି ବିଶେଷ ଅବସରରେ ଗୁଗଲ ସ୍ପେଶାଲ ଡୁଡଲ ପ୍ରସ୍ତୁତ କରୁଥିବା ବେଳେ ଏଥର ବି ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ...

ପୁଣି ଟିଆରଏସ ଅଧ୍ୟକ୍ଷ ହେଲେ କେ. ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ,୨୬।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପୁଣି ଟିଆରଏସ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଏନେଇ ଟିଆରଏସର ସଧାରଣ ସମ୍ପାଦକ ଏମ.ଶ୍ରୀନିବାସ ରେଡ୍ଡୀ...

ଟିଏମ୍‌ସି ହିଂସା ପରିସ୍ଥିତି ସୃଷ୍ଟି ନ କରିଥିଲେ ଭାଜପା ୩୦ରୁ ଊର୍ଦ୍ଧ୍ୱ ଆସନରେ ଜିତିଥାଆନ୍ତା: ରୂପା ଗାଙ୍ଗୁଲି

କୋଲକାତା,୨୩।୫: ପଶ୍ଚିମବଙ୍ଗେରେ ତ୍ରୁଣମୂଳ କଂଗ୍ରେସ ଯଦି ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ହିଂସା ପରିସ୍ଥିତି ସୃଷ୍ଟି କରି ନ ଥାଆନ୍ତା ତେବେ ଭାଜପା ୩୦ରୁ ଊର୍ଦ୍ଧ୍ୱ ଆସନରେ...

ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ଲାଗିବନି ରୋକ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ସମୟ ଗଡିବା ସହିତ ଏହି ଆବେଦନ...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ୮ ଜୀବନ

ଧାନବାଦ,୨୯ା୫: ଝାଡ଼ଖଣ୍ଡ ଧାନବାଦ ଜିଲାର ନିଚିତପୁର ରେଲଓ୍ବେ ଗେଟ୍‌ ନିକଟରେ ସୋମବାର ଖୁଣ୍ଟ ପୋତୁଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୮ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି।...

Advertisement
Archives

Model This Week