କୋମଳ ତ୍ୱଚା ପାଇଁ ଷ୍ଟିମ୍‌

ଷ୍ଟିମ୍‌ କରିବା ଦ୍ୱାରା ଆପଣଙ୍କ ମୁହଁର ସୂକ୍ଷ୍ମ ଛିଦ୍ର ଖୋଲିଥାଏ। ଏହା ତ୍ୱଚାରେ ଥିବା ମୃତ କୋଷଗୁଡ଼ିକୁ ଦୂର କରି ମୁହଁକୁ ପ୍ରାକୃତିକଭାବେ ସତେଜ କରିଥାଏ।
ତ୍ୱଚାକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରିଥାଏ ଷ୍ଟିମ୍‌। ଚର୍ମରେ ତୈଳ ଅଂଶକୁ କମାଇ ମଇଳା ପରିଷ୍କାର କରିବା ସହ ପ୍ରାକୃତିକ ଭାବରେ ମଶ୍ଚରାଇଜ ମଧ୍ୟ କରିଥାଏ।
ନିୟମିତ ଷ୍ଟିମ୍‌ କରିବା ଦ୍ୱାରା ବ୍ଲାକହେଡସ୍‌ ଏବଂ ହ୍ବାଇଟହେଡସ୍‌ ସମସ୍ୟା ଦୂର ହୋଇଥାଏ। ତ୍ୱଚାରେ ବ୍ଲାକହେଡ୍‌ସ ନ ରହିଲେ ମୁହଁ ଅଧିକ ଗ୍ଲୋ କରିବା ସହ କୋମଳ ଲାଗିଥାଏ।
ସ୍କିନ୍‌ କେୟାର ରୁଟିନ୍‌ ଫଲୋ କରୁଥିଲେ ବେଳେବେଳେ ତ୍ୱଚା ଶୁଖିଲା ଦେଖାଯିବା ସହ ଡିହାଇଡ୍ରେଟ ହୋଇଯାଏ। ଏହାର ମୁଖ୍ୟ କାରଣ ସେହି ସ୍ଥାନରେ ରକ୍ତ ସଞ୍ଚାଳନ ହୋଇ ନ ଥାଏ। ତେବେ ଫେସ୍‌ ଷ୍ଟିମିଂ ନେବା ଦ୍ୱାରା ରକ୍ତ ସଞ୍ଚାଳନ ହେବା ସହ ତ୍ୱଚା ଆକର୍ଷଣୀୟ ହୋଇଥାଏ।
ମୁହଁର ସୌନ୍ଦଯର୍‌ୟ ଅଧିକ ବଢ଼ାଇବାକୁ ଚାହଁୁଥିଲେ ଫେସ୍‌ମାସ୍କ ବ୍ୟବହାର କରି ଫେସ୍‌ ଷ୍ଟିମିଂ କରନ୍ତୁ। ଫେସ୍‌ ମାସ୍କକୁ ବାହାର କରିବା ପାଇଁ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ପରେ ଆଇସ୍‌ କ୍ୟୁବ୍‌କୁ ମୁହଁ ଓ ବେକରେ କିଛି ସମୟ ପାଇଁ ଘଷନ୍ତୁ।
ବ୍ରଣ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଷ୍ଟିମ୍‌ କରିପାରିବେ। ୩ରୁ ୪ମିନିଟ୍‌ ଫେସ୍‌ ଷ୍ଟିମ କରିବା ପରେ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ପରେ ସେଥିରେ ୫ମିନିଟ୍‌ ପାଇଁ ଆଇସ୍‌ କ୍ୟୁବ୍‌ ଘଷନ୍ତୁ। ଏହା ଦ୍ୱାରା ପିମ୍ପଲ୍‌ ଦୂର ହେବା ସହ ନାଲିଦାଗ କିମ୍ବା ତ୍ୱଚା ପୋଡାଜଳା ହେଉଥିଲେ ଉପଶମ ମିଳିବ।
ଯଦି ପ୍ରତିଦିନ ମେକ୍‌ଅପ ହେଉଛନ୍ତି ତେବେ ସପ୍ତାହକୁ ଅତିକମରେ ଥରେ ଫେସ୍‌ ଷ୍ଟିମିଂ କରନ୍ତୁ। ଏହା ଆପଣଙ୍କ ମେକଅପ୍‌କୁ ସଫା କରିଦେଇଥାଏ ଏବଂ କୌଣସି ଇନ୍‌ଫେକ୍‌ସନ ମଧ୍ୟ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri