ବିରାଟଙ୍କ ସହ ଭାମିକାଙ୍କ ଫଟୋ ଶେୟାର କରି ଏଭଳି ଲେଖିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା – ବିରାଟ କୋହଲି ଏକ କନ୍ୟା ସନ୍ତାନର ପିତା-ମାତା ହେବା ପରେ ବେଶ୍‌ ଖୁସିରେ ଅଛନ୍ତି। ନିକଟରେ ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଝିଅ ଭାମିକାଙ୍କ ସହିତ ବିରାଟଙ୍କର ଏକ ଫଟୋ ଶେୟାର କରିଛନ୍ତି। ଅନୁଷ୍କା ଶେୟାର କରିଥିବା ଏହି ଫଟୋରେ ଭାମିକା ଖେଳୁଥିବା ବେଳେ ବିରାଟ ତାଙ୍କୁ ଖେଳାଉଥିବା ନଜର ଆସୁଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିିଆରେ ଭାଇରାଲ ହେଉଛି।
‘ମୋର ପୂରା ହୃଦୟ ଗୋଟିଏ ଫ୍ରେମରେ’ ବୋଲି ସେ ଶେୟାର କରିଥିବା ଫଟୋରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଜରେ ୪ ଦିନ ଘରୁ ବାହାରି ନ ଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ଟେ ପରଦାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରିଛନ୍ତି। ନିଜର ବୋଲ୍ଡ ଇମେଜ ପାଇଁ ଜଣାଶୁଣା ରାଧିକା ସିନେମାରେ ନିଖୁଣ ଅଭିନୟ ମଧ୍ୟ...

ବଲିଉଡ୍‌ର ଏହି ସୁପରଷ୍ଟାରଙ୍କୁ ଡ୍ରଗ୍ସ ଯୋଗାଉଥିଲେ ଅର୍ଜୁନ ରାମପାଲ!

ବଲିଉଡ୍‌ରେ ଡ୍ରଗ୍ସ ମାମଲାର ଆଉ ଏକ ବଡ଼ କଥା ସାମ୍ମାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଭିନେତ୍ରୀଙ୍କ ନାମ ସମ୍ମୁଖକୁ ଆସୁଥିବା ବେଳେ ଗତ ୨...

ରଣବୀରଙ୍କ ମା’ଙ୍କ ଭୂମିକାରେ ନଜର ଆସିପାରନ୍ତି ରତ୍ନା

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କ ଷ୍ଟାର କାଷ୍ଟରେ ନିର୍ମାଣ ହେବାକୁ ଯାଉଛି ବଲିଉଡ୍‌ ମୁଭି ‘ଜୟେଶଭାଇ ଜୋରଦାର’। ଏଥିରେ ତାଙ୍କ ମାତାପିତାଙ୍କ ଭୂମିକାରେ ନଜର...

ହ୍ରିତିକ୍‌-ଆଲିଆଙ୍କୁ ଓସ୍କାର ପାଇଁ ନିମନ୍ତ୍ରଣ

ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର। ଏହି ଆଓ୍ବାର୍ଡ ଶୋ’ରେ ଅଂଶଗ୍ରହଣ କରିବାକୁ ପାଇଁ ସବୁ କଳାକାର ଚାହିଁଥାନ୍ତି। ମାତ୍ର ଏଥିପାଇଁ ସମସ୍ତଙ୍କୁ ସୁଯୋଗ...

ଏହି ଖେଳାଳିଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ବିଜୟ ଦେବରକୋଣ୍ଡା

ଅଭିନେତା ବିଜୟ ଦେବରକୋଣ୍ଡା ଏବେ ଫିଲ୍ମ ‘ଲାଇଗର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦିଓ ଫିଲ୍ମଟି ବକ୍ସ ଅଫିସ୍‌ରେ ସେତେଟା ଭଲ ସଫଳତା ପାଇନାହିଁ କିନ୍ତୁ ବିଜୟ...

ତୋ ପ୍ରେମରେ..

ଓଡ଼ିଆ ମ୍ୟୁଜିକ ଆଲବମ୍‌ ‘ତୋ ପ୍ରେମରେ’କୁ ନେଇ ଚର୍ଚ୍ଚା। ଜିତ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟବହୁଳ ମ୍ୟୁଜିକ୍‌ ଭିଡିଓ ନଭେମ୍ବର ଶେଷ ସପ୍ତାହରେ ୟୁଟ୍ୟୁବ୍‌...

୧୫ରେ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ଡିସେମ୍ବର ୧୫ରେ ରିଲିଜ୍‌ ହେବାକୁ ଯାଉଛି। ଏ ନେଇ...

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ଭାଇ

ନୂଆଦିଲ୍ଲୀ, ୧୨।୧୧- ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭାଇ ଅକ୍ଷତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଦୟପୁରର ଲୀଳା ପ୍ୟାଲେସରେ ଅକ୍ଷତ ରିତୁ...

Advertisement
Archives

Model This Week