Posted inଜାତୀୟ

ଭୁଲ ଟୁଇଟ୍‌କୁ ନେଇ ଉତ୍ତେଜନା: ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ବୋଲି ଦର୍ଶାଯାଇଛି

ନୂଆଦିଲ୍ଲୀ, ୧୯।୧୦: ଟୁଇଟରରେ ଏକ ଭୁଲ ଟୁଇଟ୍‌ ନେଇ ଦେଶରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ନୀତୀନ ଏ. ଗୋଖଲେ ଟୁଇଟର ହ୍ୟାଣ୍ଡେଲରୁ ଅପଲୋଡ଼ କରାଯାଇଛି ଯେ, ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ବୋଲି ଦର୍ଶାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୁଇଟର୍‌ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଳାଗି ଦାବି କରାଯାଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଟୁଇଟର ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଟୁଇଟର ଦେଶ ମାନଚିତ୍ର ବଦଳାଇବା ଆରମ୍ଭ କରିଥିବା କେତେକ ୟୁଜର ମତପୋଷଣ କରିଛନ୍ତି। ଟୁଇଟର ଭଳି ବଡ଼ ସୋସିଆଲ ମିଡ଼ିଆ କମ୍ପାନୀ କ୍ଷେତ୍ରରେ ଏଭଳି କାର୍ଯ୍ୟ କରିବା ଅକ୍ଷମଣୀୟ ବୋଲି କିଛି ୟୁଜର ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ୍‌ରେ ଗୁରୁବାର ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବେଜ୍‌ବିହାର ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚିଥିବା...

ୟୁରୋପ କରୋନାର କେନ୍ଦ୍ରସ୍ଥଳ

ଜେନେଭା,୧୫ା୩ : ୟୁରୋପ ଏବେ ମାରାତ୍ମକ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଘୋଷଣା କରାଯାଇଛି। ଡବ୍ଲ୍ୟୁଏଚ୍‌ଓର...

ରୁହନ୍ତୁ ସାବଧାନ ! ଫୁସ୍‌ଫୁସ୍‌ ସହିତ ଏସବୁ ଅଙ୍ଗକୁ ବି ପ୍ରଭାବିତ କରେ କରୋନା…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଭାରତରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଭୂତାଣୁ ମୁଖ୍ୟତଃ ଫୁସ୍‌ଫୁସ୍‌କୁ...

ନିଜ ହେଲିକପ୍ଟରକୁ ଖସାଇଥିଲା ଆଇଏଏଫ୍‌

ନୂଆଦିଲ୍ଲୀ,୨୫ା୫: ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ ଶିବିରରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌ରେ ୩୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଦାବି...

ଠିକ୍‌ ସମୟରେ ନିଆଯାଇଛି ଲକ୍‌ ଡାଉନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୪: ନୀତି ଆୟୋଗର ସଦସ୍ୟ ତଥା କୋଭିଡ-୧୯କୁ ନେଇ ଗଠିତ ଉଚ୍ଚସ୍ତରୀୟ ସମିତିର ଅଧ୍ୟକ୍ଷ ଡାକ୍ତର ଭିକେ ପଲ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବାକୁ...

କଂଗ୍ରେସରେ ବିଦ୍ରୋହର ସ୍ବର

ନୂଆଦିଲ୍ଲୀ,୧୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସରେ ବିଦ୍ରୋହ ସ୍ବର ଉଠିଛି। ମହାମେଣ୍ଟର ପରାଜୟ ପାଇଁ କଂଗ୍ରେସ ଦାୟୀ ବୋଲି ଦଳରେ...

ପ୍ରତି ସପ୍ତାହରେ ୬ ଗୁଣାରୁ ଅଧିକ ବେଗରେ ବୃଦ୍ଧି ପାଉଛି ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧ : ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ସପ୍ତାହ ପିଛା ସଂକ୍ରମଣ...

ଭରଣପୋଷଣରେ ଖିଲାପ ଅଭିଯୋଗରେ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ…

ଚଣ୍ଡିଗଡ଼,୨୨।୧୧: ଭରଣପୋଷଣ ଆଦେଶର ଖିଲାପ ଅଭିଯୋଗରେ ଅଭିଯୁକ୍ତଙ୍କୁ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ...

Advertisement
Archives

Model This Week